• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Tableau

Odisha Tableau
କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ନଂ ୱାନ୍‌

ଏଥର କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଥିଲା ଓଡ଼ିଶାର କଳା କାରିଗରୀ ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ। ପୁରୀ ଶିଳ୍ପୀ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ମାଧ୍ୟମରେ ବିକଶିତ ଭାରତ ତଥା ଗ୍ରାମୀଣ ମହିଳା ସଶକ୍ତିକରଣର ବାର୍ତ୍ତା ଏଥର ଦେଇଥିଲା ଏହି ପ୍ରଜ୍ଞାପନ ମେଢ଼।

Republic Day Parade
ଓଡ଼ିଆ ପ୍ରଜ୍ଞାପନ ମେଢ଼ ଦେଖି ଅଭିଭୂତ ଫ୍ରାନ୍ସ ରାଷ୍ଟ୍ରପତି; ମନ ଜିଣିଲା ରଘୁରାଜପୁର ହସ୍ତକଳା

ତ୍ରିରଙ୍ଗା ଉଡୁଛି ପଲ୍ଲୀରୁ ଦିଲ୍ଲୀ। କର୍ତ୍ତବ୍ୟପଥରେ ଦେଶ ବଖାଣିଲା ବିକଶିତ ଭାରତର ଅସୀମ ଶକ୍ତି।

Odisha Tableau
କର୍ତ୍ତବ୍ୟପଥରେ ଦେଖିବାକୁ ମିଳିପାରେ ଓଡ଼ିଆ କଳା ଓ ସଂସ୍କୃତିର ଝଲକ

ସାଧାରଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବାକୁ ଥିବା ବେଳେ, ଓଡ଼ିଶାରୁ ଏନେଇ ଏକ ସୁନ୍ଦର ଡିଜାଇନ୍ ପଠାଇଛନ୍ତି ଶିଳ୍ପୀ କୀର୍ତ୍ତି କିଶୋର ମହାରଣା ।