ବଢ଼ିଲା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ। ଇଡି ହାତରେ ଲାଗିଲା ତାଙ୍କର ବିବାଦୀୟ ହ୍ବାଟସଆପ୍ ଚାଟ୍। ଯେଉଁଥିରେ ରହିଛି ଟ୍ରାନ୍ସଫର ପୋଷ୍ଟିଂ ଭଳି ଅନେକ କଳା କାରବାରର କଚ୍ଚା ଚିଠା
ଇଡ଼ି ରେଡ୍ ବେଳେ ସୋରେନ୍ ଘରେ ଉପସ୍ଥିତ ନାହାନ୍ତି। ରାତି ଅଧରୁ ସେ କୁଆଡ଼େ ଯାଇଛନ୍ତି, ସେ ବିଷୟରେ କେହି ଜାଣିନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି।
ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ନରେଶ ଗୋୟଲ ଓ ତାଙ୍କ ପରିବାର ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ED ଲଣ୍ଡନ, ଦୁବାଇ ଏବଂ ବିଭିନ୍ନ ରାଜ୍ୟରେ ଥିବା ସମ୍ପତ୍ତିରୁ ୫୩୮ କୋଟି ଟଙ୍କା ଜବତ କରିଛି।
ଜାକଲିନଙ୍କ ଓକିଲ ଆବେଦନ କରିଥିବା ବେଲର ଶୁଣାଣି କରି କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।
୨୦୦୦ ବ୍ୟାଚ୍ର ଝାଡ଼ଖଣ୍ଡ କ୍ୟାଡର IAS ପୂଜା ସିଙ୍ଘଲଙ୍କ ନାଁରେ ମନରେଗା ଅର୍ଥ ହେରଫେର ନେଇ ଅଭିଯୋଗ ଥିଲା ।
ହଡ଼ପ ଟଙ୍କାରୁ ୫୦ ଲକ୍ଷ ଟଙ୍କାରେ ଅଭିଯୁକ୍ତ ବୟଫ୍ରେଣ୍ଡ୍ ଜୁଆ ଖେଳିଥିବା କମିଶନରେଟ୍ ପୋଲିସ ସୂଚନା ଦେଇଛି।
ସମନ୍ ସତ୍ତ୍ୱେ ହାଜର ହେଲେନି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ମନି ଲଣ୍ଡରିଂ ମାମଲାରେ ଆଜି ଇଡି(ED)ରେ ହାଜର ହେବା ନେଇ ସମନ୍ ହୋଇଥିଲା । ତେବେ ସେ ଇଡି ନିକଟରେ ହାଜର ହୋଇନାହାଁନ୍ତି । ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିବା ତାଙ୍କ ଆଇନଜୀବୀ ଇଡି ସମ୍ମୁଖରେ ଦର୍ଶାଇଛନ୍ତି । ପୂର୍ବରୁ ଦୁଇ ଥର ଇଡିରେ ହାଜର ହୋଇଥିଲେ ଜ୍ୟାକଲିନ୍ ।