• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kanpur

Government College Teacher
ଅଧ୍ୟାପକଙ୍କୁ ଘରେ ପୂରାଇ ଜାଳିଦେଲେ ଦୁର୍ବୃତ୍ତ; ପୋଲିସ କରୁଛି ଛାନ୍‌ଭିନ୍‌

ଅଧ୍ୟାପକ ଦିୟାରାମ ତାଙ୍କ ସାନଭାଇ ଅନୁଜଙ୍କୁ ଫୋନ କରି ଏ ସମ୍ପର୍କରେ ଜଣାଇଥିଲେ । ସେ କହିଥିଲେ ସଞ୍ଜୀବ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ପାଟ୍ରାସା ଗାଁର ଏକ ଘରେ ତାଲା ପକାଇ ଦେଇଛନ୍ତି ।

Killing and Eating Liver Of Girl
ଅନ୍ଧବିଶ୍ୱାସର କୁପରିଣତି, ନାବାଳିକାକୁ ମାରି କଲିଜା ଖାଇଲେ ଦମ୍ପତି

ସବୁଠାରୁ ବଡ଼ କଥା ହେଉଛି ତନ୍ତ୍ର ସାଧନା ପାଇଁ ଏହି ନିରୀହ ଝିଅକୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ତେବେ ଏହି ମାମଲାରେ ୩ ବର୍ଷ ଧରି ଶୁଣାଣି ଚାଲିବା ପରେ ଶେଷରେ କୋର୍ଟ ଦମ୍ପତି ପର୍ଶୁରାମ ଓ ସୁନୈନା ଓ ତାଙ୍କ ଦୁଇ ସହଯୋଗୀ ଅଙ୍କୁଲ ଓ ବିରେନ୍‌ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

Car Accident
ଭିଡ଼ ଭିତରକୁ ମାଡ଼ିଗଲା କାର୍‌; ଚାଲିଗଲା ଜେଜେମା’ ନାତୁଣୀଙ୍କ ଜୀବନ

ଗତ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । କାର୍‌ ମାଡ଼ିଯିବାରୁ ଜଣେ ବୃଦ୍ଧା ମହିଳାଙ୍କ ସମେତ ନାତୁଣୀର ମୃତ୍ୟୁ ହୋଇଛି ।

Ravan Temple Kanpur
ଏଠି ବିଜୟା ଦଶମୀରେ ଖୋଲେ ରାବଣ ମନ୍ଦିର; ବର୍ଷକରେ ଥରେ ପୂଜା ପାଆନ୍ତି ଦଶାନନ

କୃତରେ, ଏହି ମନ୍ଦିର ନୂତନ ମନ୍ଦିର ନୁହେଁ କିମ୍ବା ଏଠିକାର ଲୋକଙ୍କ ପାଇଁ ଏହି ପରମ୍ପରା କୌଣସି ନୂଆ ନୁହେଁ । ବରଂ ଏହି ମନ୍ଦିରଟି ଦଶ ବର୍ଷ ପୂର୍ବେ କୃଷ୍ଣ କୁମାର ତିୱାରୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ।

Kanpur girlfriend did not pick up the phone lover killed his brother after rape in kanpur
ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ପରେ ପ୍ରେମିକାର ସାନଭାଇକୁ ମାରିଦେଲା ପ୍ରେମିକ

ଗଲ୍‌ଫ୍ରେଣ୍ଡ ଫୋନ୍‌ ନ ଉଠାଇବାରୁ ତାର ସାନ ଭାଇକୁ ମିଳିଲା ଦଣ୍ଡ । କାନପୁରରୁ ଆସିଛି ଏହି ଅଭାବନୀୟ ଘଟଣା । ଗଲ୍‌ଫ୍ରେଣ୍ଡ ଫୋନ୍‌ ନ ଉଠାଇବାରୁ ତାର ୯ ବର୍ଷର ସାନ ଭାଇକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି ।

10 Year Old Murder In Kanpur
ନୃଶଂସ ଭାବେ ୧୦ ବର୍ଷର ଶିଶୁକୁ ହତ୍ୟା; ସିଗାରେଟ୍‌ରେ ମୁହଁ ଜାଳିଦେଲେ, ଆଖି ତାଡ଼ି ନେଇଗଲେ...

ନଗ୍ନ ଶରୀର, ସିଗାରେଟ୍‌ରେ ଜଳାଯାଇଥିବା ଚିହ୍ନ, ନଖ ସାହାଯ୍ୟରେ ତଡ଼ା ଯାଇଛି ଆଖି, ବେକ ପାଖରେ ରହିଛି ଜୋତା ଚିହ୍ନ...ଉତ୍ତରପ୍ରଦେଶ କାନପୁରରେ ୧୦ ବର୍ଷୀୟ ଶିଶୁର ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।

modi in metro
ଯୋଗୀ ଆଦିତ୍ୟନାଥଙ୍କ ସହ ମେଟ୍ରୋରେ ବସି ବୁଲିଲେ ମୋଦି

କାନପୁର ମେଟ୍ରୋ ରେଳର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଏଥିରେ ଯାତ୍ରା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ସେ କାନପୁରବାସୀଙ୍କୁ ଏହି ଉପହାର ଦେଇଛନ୍ତି ।

police
ମୁସଲମାନରୁ ହିନ୍ଦୁ ହେବାକୁ ଚାହିଁଲେ ଯୁବକ, ନିର୍ଘାତ ମାରିଲେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି

ଧର୍ମ ପରିବର୍ତ୍ତନ କରାଇ ଦେଉନଥିବା ଅଭିଯୋଗ କରି ପୋଲିସ ନିକଟରେ ଅଭିଯୋଗ କଲେ ମୁସଲମାନ ଯୁବକ ।

Doctor
ଓମିକ୍ରନ୍ ସମସ୍ତଙ୍କୁ ମାରି ପକାଇବ ! ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ଓ ଝିଅପୁଅକୁ ହତ୍ୟାକଲେ ଡାକ୍ତର

ଓମିକ୍ରନ୍ ପାଇଁ ପରିବାରକୁ ହତ୍ୟା କଲେ ଡାକ୍ତର । କରୋନା ସହ ଲଢ଼ି ଲଢ଼ି ମାନସିକ ଭାରସାମ୍ୟ ହରାଇ ବସିଲେ ଡାକ୍ତର । ନୂଆ ଭାରିଏଣ୍ଟ୍ ଚିନ୍ତାରେ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଛନ୍ତି ।

kanpur
ହୋଟେଲରେ ଗର୍ଲଫ୍ରେଣ୍ଡ୍ ସହ ଇନ୍ସପେକ୍ଟର : ଖବର ପାଇ ପହଞ୍ଚିଗଲେ ସ୍ତ୍ରୀ , ତା’ପରେ

ହୋଟେଲକୁ ନୂଆ ନୂଆ ଯୁବତୀଙ୍କୁ ଆଣି ଶାରୀରିକ ସଂପର୍କ ରଖୁଥିଲା ରଙ୍ଗିଲା ପୋଲିସ ଅଫିସର । ଦିନେ ଅଚାନକ ହୋଟେଲ ରୁମର କବାଟ ଖୋଲି ପଶିଆସିଲେ ସ୍ତ୍ରୀ। ଅସଂଜତ ଅବସ୍ଥାରେ ଥିବା ସ୍ୱାମୀକୁ ଧରିପକାଇଲେ ସ୍ତ୍ରୀ। ପଦାକୁ ଆସିଗଲା ପୋଲିସ୍ ବାବୁଙ୍କ ପରକୀୟା ପ୍ରୀତି ।

Kanpur Murder News
କାନପୁରରେ ସପା ନେତାଙ୍କୁ ହତ୍ୟା, ସର୍ବସମ୍ମୁଖରେ ଗୁଳି ମାରି ଫେରାର୍ ମାରିଲେ ଦୁର୍ବୃତ୍ତ

ଉତ୍ତରପ୍ରଦେଶରେ ଦିନକୁ ଦିନ ଅପରାଧିକ ଗତିବିଧି ବଢ଼ିବଢ଼ି ଚାଲିଛି । ପୋଲିସ୍‌କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ସ୍ପଷ୍ଟ ଦିବାଲୋକରେ ଗୋଟିଏ ପରେ ଗୋଟିଏ ହତ୍ୟା କରୁଛନ୍ତି ଦୁର୍ବୃତ୍ତ, ଆଉ ହତ୍ୟାକାଣ୍ଡ ଘଟାଇବା ପରେ ମଧ୍ୟ ବିନ୍ଦାସ ବୁଲୁଛନ୍ତି

rape
ନାବାଳିକାଙ୍କୁ ପୋଲିସ ଇନସ୍‌ପେକ୍ଟର କଲେ ଦୁଷ୍କର୍ମ, କହିଲେ...

ତେବେ ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ସହ ନାବାଳିକାଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି। ଏହାସହ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। କିଛି ଦିନ ତଳେ ଇନସ୍‌ପେକ୍ଟର ଦୀନେଶ କାନପୁର ଏକ ଥାନାରେ ଇନ୍‌ଚାର୍ଜ ଥିଲେ। ଆଉ ସେହି ସମୟରେ ସମ୍ପୃକ୍ତ ଅଂଚଳରେ ସେ ଘର ବି ନିର୍ମାଣ କରିଥିଲେ।