ତେଜସ୍ୱୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମର୍ଥକ ମାନେ ମଧ୍ୟ ରାତି ସାରା ତେଜସ୍ୱୀଙ୍କ ବାସଭବନ ଆଗରେ ଥିବା ଦେଖିବାକୁ ମିଳିଛି ।
ପୁଣି ବିବାଦ ଭିତରେ ବିଧାୟକ । ସାଧାରଣ ନିର୍ବାଚନ ପୂର୍ବରୁ ବିବାଦୀୟ କଥା କହି ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି ବିଧାୟକ । ପିଲାଙ୍କୁ କହିଲେ... ‘ବାପା, ମା’ ମୋତେ ଭୋଟ ନଦେଲେ, ଖାଇବା ଛାଡ଼ିଦିଅ’ ...
ବିହାର ପାଇଁ ଡା. ଧର୍ମଶୀଳା ଗୁପ୍ତା, ଏବଂ ଡା. ଭୀମ ସିଂଙ୍କ ନାଁ ଘୋଷଣା କରିଛି ବିଜେପି । ଛତିଶଗଡ଼ ପାଇଁ ରାଜା ଦେବେନ୍ଦ୍ର ପ୍ରତାପ ସିଂ, ହରିୟାଣା ପାଇଁ ସୁଭାଷ ବରାଳ ଏବଂ କର୍ଣ୍ଣାଟକ ପାଇଁ ନାରାୟଣ କୃଷ୍ଣାଙ୍କ ନାଁ ଘୋଷଣା କରିଛି ଦଳ ।
ଋଣ ବୁଡ଼ାଇଦେଲା ବଂଶ । ଗୋଟିଏ ରାତିରେ ଉଜୁଡ଼ି ଗଲା ପୁରା ପରିବାର । ସନ୍ଦେହଜନକ ପରିସ୍ଥିତିରେ ତିନି ଜଣଙ୍କର ହୋଇଛି ମୃତ୍ୟୁ ।
ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ରେଳବାଇର ସମସ୍ତ ନିୟମ ବିଷୟରେ ସମସ୍ତଙ୍କର ସଠିକ୍ ଜ୍ଞାନ ନଥାଏ । କିନ୍ତୁ ଆପଣ ଜାଣିଛନ୍ତି କି କେଉଁ ପରିସ୍ଥିତିରେ ଟାଣି ପାରିବେ ଟ୍ରେନ୍ ଚେନ୍ ? କଣ ରହିଛି ନିୟମ ?
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ୱେବ୍ସାଇଟ୍ bookmyhsrp.comକୁ ଯିବାକୁ ହେବ । ପରେ ଆପଣ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବିକଳ୍ପ ଉପରେ କ୍ଲିକ୍ କରିବେ ।
ରହସ୍ୟମୟ ଗାଁ । ଅନେକ ବର୍ଷ ହେବ ଏଠାରେ ନାହିଁ ଜନବସତୀ । ରାତିରେ ଶୁଭୁଛି ବାସନ, ପାଉଜି ଓ ପାଦ ଶବ୍ଦ...
ଦହିବରା ବ୍ୟବସାୟୀ ଶର୍ମା ଜୀ ଦୀର୍ଘ ଦିନ ଧରି ନିଜର ବ୍ୟବସାୟ କରିଆସୁଛନ୍ତି । ଶର୍ମା ଜୀଙ୍କ ଏହି ବ୍ୟବସାୟର ଯାତ୍ରା ଟିକେ ଅଲଗା । ପ୍ରଥମେ ଚାଟ୍ ଓ ପରେ ଦହିବରା ବିକ୍ରି ସେ କୋଟିପତି ହୋଇପାରିଛନ୍ତି ।
ମେଡିକାଲ ଟ୍ରେନିଙ୍ଗ ସରିବା ଖୁସିରେ ପ୍ରି ଗ୍ରାଜୁଏସନ୍ ସେଲିବ୍ରେସନ କରୁଥିଲେ ଡାକ୍ତରୀ ଛାତ୍ର। କିନ୍ତୁ କିଏ ଜାଣିଥିଲା ମଜା ପାଲଟିବ ସଜା।
ଥାନାରେ ଅଭିଯୋଗ ନ ଶୁଣିବାରୁ ଏସ୍ପିଙ୍କ ଘର ଆଗରେ ବିଷ ପିଇଦେଲେ ଜଣେ ବ୍ୟକ୍ତି। ଶନିବାର ଏହି ଘଟଣା ଘଟିଛି।
ସ୍ମାର୍ଟଫୋନ୍ ବ୍ୟବହାର କରୁଥିଲେ ସାବଧାନ...ବିପଦରେ ପକାଇପାରେ ସ୍ମାର୍ଟଫୋନ୍ ଓ ଟାବଲେଟ୍ ! ଜାଣନ୍ତୁ କେମିତି ରହିବେ ସୁରକ୍ଷିତ...
ବଜେଟ ଅଧିବେଶନର ଶେଷ ଦିନରେ ଲୋକସଭାରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି, ୫ ବର୍ଷରେ ଦେଶ ହିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଚିନ୍ତାରେ ବ୍ୟବସାୟୀ...ଚିନ୍ତାରେ ଲୋକେ...କଣ କରିବେ ଓ କରିବେ ନାହିଁ ଚିନ୍ତାରେ ପକାଇଛି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍ । ୨୦୧୭ରୁ ୫ଥର କାର୍ଯ୍ୟାନୁଷ୍ଠାନ ନେଲାଣି RBI...
ଯଦି ଆପଣ ଆପଣଙ୍କ ସାଲାରୀ ଆକାଉଣ୍ଟ ଆଉ ପ୍ରତ୍ୟେକ ଦିନର କାରବାର ପାଇଁ ଗୋଟିଏ ଆକାଉଣ୍ଟ କରିଛନ୍ତି । ତେବେ ଆପଣ ଏହାକୁ ଅଲଗା କରନ୍ତୁ ।
ସଂସଦରେ ଚାଲିଛି ଅଯୋଧ୍ୟା ରାମ ମନ୍ଦିର ଉପରେ ଆଲୋଚନା । ଆଜି ଲୋକସଭାରେ ବଜେଟ ଅଧିବେଶନର ଶେଷ ଦିନରେ ରାମ ମନ୍ଦିର ନିର୍ମାଣ ଓ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଆଲୋଚନା ଚାଲିଛି । ଆଲୋଚନା ଶେଷରେ ଧନ୍ୟବାଦ ପ୍ରସ୍ତାବ ବେଳେ ଗୃହରେ ମନ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବାହାଘର ପାଇଁ ୯ମ ଶ୍ରେଣୀର ୧୫ ବର୍ଷୀୟ ଝିଅ ରାଜି ନହେବାରୁ ଜଣେ ବନ୍ଧୁଙ୍କ ସହ ମିଶି ଯମୁନା ନଦୀକୁ ବାପା ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଝିଅଟି ନଦୀରେ ପଡ଼ି ଚିତ୍କାର କରୁଥିଲା ।
ଆନ୍ଧ୍ର ପ୍ରଦେଶରେ ଭୟଙ୍କର ଦୁର୍ଘଟଣା । ନେଲୋର ଜିଲ୍ଲାର ମୁସୁନୁରୁରେ ଦୁଇଟି ଟ୍ରକ୍ ଓ ଗୋଟିଏ ଘରୋଇ ବସ୍ ମଧ୍ୟରେ ଧକ୍କା । ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାତ ଜଣ ପ୍ରାଣ ହରାଇ ସାରିଲେଣି ।
ନିର୍ମଳା କଂଗ୍ରେସକୁ କାଉଣ୍ଟର କରି କହିଛନ୍ତି ଯେ, ୟୁପିଏ ସରକାର ସମୟରେ ଅର୍ଥନୈତିକ ଅବ୍ୟବସ୍ଥା ଓ ବ୍ୟାପକ ଦୁର୍ନୀତି ପଛରେ ମୂଳ ହେଉଛି ନେତୃତ୍ୱ। ସୋନିଆ ଗାନ୍ଧି ନିଜକୁ ସୁପର୍ ପ୍ରାଇମ୍ ମିନିଷ୍ଟର ମନେ କରୁଥିଲେ।
EPFOର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ଏହି ନିଷ୍ପତ୍ତି ନେଇଛନ୍ତି । ୨୦୨୧-୨୨ରେ ସୁଧହାର ୮.୧ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ୮.୧୫ ପ୍ରତିଶତ ଓ ୨୦୨୩-୨୪ରେ ଏହାକୁ ବୃଦ୍ଧି କରି ୮.୨୫ ପ୍ରତିଶତ କରାଯାଇଛି ।
ମୋଦି ସରକାରଙ୍କ ଐତିହାସିିକ ଘୋଷଣା । ଭାରତର ତିନି ବରପୁତ୍ରଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯିବ।
ଏଣିକି ଆହୁରି ସୁବିଧା ଓ ସରଳ ହେବ ଟୋଲ୍ ଟିକସ୍ ସଂଗ୍ରହ ପ୍ରକିୟା । ବନ୍ଦ ହୋଇଯିବ ଫାସ୍ଟ୍ୟାଗ; ଜିପିଏସ୍ ଆଧାରରେ ହେବ ଟୋଲ ସଂଗ୍ରହ ।
ଦେଶର ଆଉ ୩ ମହାନ ବ୍ୟକ୍ତିତ୍ୱଙ୍କୁ ମିଳିବ ଭାରତ ରତ୍ନ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପି.ଭି. ନରସିଂହ ରାଓ ଓ କୃଷି ବିଜ୍ଞାନୀ ଡକ୍ଟର ଏମ୍.ଏସ୍ ସ୍ୱାମୀନାଥନଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଦିଆଯିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
ବିଶିଷ୍ଟ କୃଷି ବୈଜ୍ଞାନିକ ଡକ୍ଟର ଏମଏସ ସ୍ୱାମୀନାଥନଙ୍କୁ ମଧ୍ୟ ମିଳିବ ଭାରତ ରତ୍ନ । କୃଷକଙ୍କ କଲ୍ୟାଣ ଓ କୃଷି କ୍ଷେତ୍ର ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭାରତ ରତ୍ନରେ ସମ୍ମାନିତ କରାଯିବ ।
ଚପଲରେ ଆକ୍ରମଣ, ତାହା ପୁଣି ବସ ଭିତରେ । ଦୁଇ ଜଣ ମହିଳା ପରସ୍ପର ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି । ଟଣାଭିଡ଼ା, ପିଟାପିଟି... ଉପରେ ଚପଲରେ ସେକାସେକି ।
ଫ୍ରିରେ ମଦ ମିଳିଯିବା ଲୋଭରେ ସେମାନ ଏପରି ଅଜବ ସର୍ତ୍ତରେ ରାଜି ହୋଇଗଲେ। ତେବେ ଘଟଣାସ୍ଥଳରୁ ମଦ ବୋତଲ ଜବତ କରିଛି ପୋଲିସ। ଦୋକାନରୁ ମଦର ନମୁନା ସଂଗ୍ରହ କରାଯାଇଛି।