ଚପଲରେ ଆକ୍ରମଣ, ତାହା ପୁଣି ବସ ଭିତରେ । ଦୁଇ ଜଣ ମହିଳା ପରସ୍ପର ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି । ଟଣାଭିଡ଼ା, ପିଟାପିଟି... ଉପରେ ଚପଲରେ ସେକାସେକି ।