• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Alcohol Consumption

ମଦ ବୋତଲରେ ରହିବ କ୍ୟାନସର ଚେତାବନୀ
Alcohol Warning in Liquor Bottle: ଉଜୁଡ଼ି ଯାଉଛି ପରିବାର...ମଦ ବୋତଲରେ କ୍ୟାନସର ଚେତାବନୀ ଲେଖିବାକୁ ପ୍ରସ୍ତାବ

ଆମେରିକାର ସର୍ଜନ ଜେନେରାଲଙ୍କ ଅନୁଯାୟୀ, ତମାଖୁ ଏବଂ ମେଦବହୁଳତା ପରେ ମଦ୍ୟପାନ ଯୁକ୍ତରାଷ୍ଟ୍ରରେ କର୍କଟ ରୋଗର ତୃତୀୟ ପ୍ରମୁଖ କାରଣ । ଆମେରିକୀୟ ଆସୋସିଏସନ୍ ଫର କ୍ୟାନସର ରିସର୍ଚ୍ଚ ୨୦୨୪ ରିପୋର୍ଟ ଅନୁଯାୟୀ, କର୍କଟ ରୋଗର ସମସ୍ତ ପ୍ରକାର କେସ୍‌ରୁ ୫% କେବଳ ମଦ୍ୟପାନ ସହିତ ଜଡିତ। ମଦ୍ୟପାନ କରିବା ଦ୍ୱାରା ୭ ପ୍ରକାର କର୍କଟ ରୋଗ ହେବାର ସମ୍ଭାବନା ରହିଛି ।

Strange Bet
ଆଜି ମୁଁ ଅଧିକ ପିଇବି...ଲଗାଇଲେ ଅଜବ ସର୍ତ୍ତ...ଚାଲିଗଲା ଜଣଙ୍କ ଜୀବନ

ଫ୍ରିରେ ମଦ ମିଳିଯିବା ଲୋଭରେ ସେମାନ ଏପରି ଅଜବ ସର୍ତ୍ତରେ ରାଜି ହୋଇଗଲେ। ତେବେ ଘଟଣାସ୍ଥଳରୁ ମଦ ବୋତଲ ଜବତ କରିଛି ପୋଲିସ। ଦୋକାନରୁ ମଦର ନମୁନା ସଂଗ୍ରହ କରାଯାଇଛି।

Alcohol Consumption
ଏଇଟା ସ୍କୁଲ ନା ମଦ ଦୋକାନ ?

ସ୍କୁଲ ପରିସରରେ ମେଞ୍ଚା ମେଞ୍ଚା ମଦ ବୋତଲ । ପୁଣି ମାତାଲ୍‌ ଅବସ୍ଥାରେ ସ୍କୁଲ ଆସୁଛନ୍ତି ପ୍ରଧାନ ଶିକ୍ଷକ..କିଛି ପଚାରିଲା ବେଳକୁ ଆବୁଲତାବୁଲ ଗପୁଛନ୍ତି । ଚିହ୍ନିରଖନ୍ତୁ ସେହି ସାର୍‌ଙ୍କୁ