• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Epfo

ATMରୁ ଉଠିବ ଇପିଏଫ୍‌ ଟଙ୍କା
EPFO Update: ATMରୁ ଉଠିପାରିବ EPFO ଟଙ୍କା, ମିଳିବ ସ୍ୱତନ୍ତ୍ର କାର୍ଡ

ଏହା ବାସ୍ତବ ରୂପ ନେଲେ ସାରା ଦେଶରେ ପାଖାପାଖି ୭ କୋଟି ଇପିଏଫ୍ ହିତାଧିକାରୀ ଏହାର ଲାଭ ଉଠାଇ ପାରିବେ । ଜୁନ୍ ଶେଷସୁଦ୍ଧା ସଫ୍ଟୱେର୍‌ ବ୍ୟବସ୍ଥା କରାଯିବ ।

 Employees Provident Fund Organisation
PF Withdrawals Via ATM: EPFO ଗ୍ରାହକଙ୍କ ପାଇଁ ଖୁସି ଖବର; ATMରୁ ଉଠାଇପାରିବେ PF ଟଙ୍କା , ଜାଣନ୍ତୁ କେମିତି...

ଇପିଏଫଓ ହିତାଧିକାରୀଙ୍କ ପାଇଁ ଆସିଲା ବଡ ଖବର । ଏଣିକି ସହଜରେ ଉଠାଇ ପାରିବେ ଟଙ୍କା। ସରଳ ହେବ ବ୍ୟବସ୍ଥା। ଏଥି ପାଇଁ ଶ୍ରମ ମନ୍ତ୍ରଣାଳୟ କରୁଛି ବଡ଼ ଯୋଜନା। 

EPFO Changes Major Withdrawal Rule
ଟଙ୍କା ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କଲା EPFO...ଜାଣନ୍ତୁ...

EPFO ଗ୍ରାହକଙ୍କୁ ପ୍ରଥମଥର ମାର୍ଚ୍ଚ ୨୦୨୦ରେ ଅଗ୍ରୀମ ଟଙ୍କା ଉଠାଣ ସୁବିଧା ମିଳିଥିଲା। ସେହିପରି ଜୁନ୍ ୨୦୨୧ରେ ଶ୍ରମ ମନ୍ତ୍ରଣାଳୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଚାଲୁ ରଖିଥିଲେ।

EPFO
EPFO ଆଣିଲା ଖୁସିବ ଖବର ! ଏଣିକି ଆବଶ୍ୟକସ୍ଥଳେ ୫୦ ହଜାର ନୁହେଁ ଲକ୍ଷେ ମିଳିବ

କୋଟି କୋଟି ସଦସ୍ୟଙ୍କ ଜୀବନଯାପନକୁ ସହଜ କରିବାକୁ, ଇପିଏଫଓ ​​ବର୍ତ୍ତମାନ ଶିକ୍ଷା, ବିବାହ ଏବଂ ଗୃହ ନିର୍ମାଣ ପାଇଁ ଅଗ୍ରୀମ ପରିମାଣର କ୍ଲେମ୍‌ଗୁଡିକର ଅଟୋ-ମୋଡ୍ ସମାଧାନ ଆରମ୍ଭ କରିଛି ।

EPFO
କର୍ମଚାରୀଙ୍କ ପାଇଁ ଖୁସି ଖବର...EPFO ଆଣିଲା ନୂଆ ନିୟମ

ଏଣିକି ଚାକିରି ପରିବର୍ତ୍ତନ ହେଲା ସହଜ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫଓ ଆପଣଙ୍କର ଭବିଷ୍ୟନିଧି ପାଣ୍ଠି ପାଇଁ ଆରମ୍ଭ କରିଛି ଅଟୋମେଟିକ୍ ଟ୍ରାନ୍ସଫର ସିଷ୍ଟମ।

EPFO
କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା EPFO ସୁଧହାର

EPFOର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ଏହି ନିଷ୍ପତ୍ତି ନେଇଛନ୍ତି । ୨୦୨୧-୨୨ରେ ସୁଧହାର ୮.୧ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ୮.୧୫ ପ୍ରତିଶତ ଓ ୨୦୨୩-୨୪ରେ ଏହାକୁ ବୃଦ୍ଧି କରି ୮.୨୫ ପ୍ରତିଶତ କରାଯାଇଛି ।

EPFO
କର୍ମଚାରୀଙ୍କ ପାଇଁ ଖୁସି ଖବର; ୫ ମାସ ବଢ଼ିଲା ବର୍ଦ୍ଧିତ ପେନ୍‌ସନ୍‌ ଆବେଦନ

ପୂର୍ବରୁ EPFO ତା’ର ସମସ୍ତ ଗ୍ରାହକଙ୍କୁ ଏନେଇ ସୂଚନା ଦେଇଥିଲା । ଅନ୍‌ଲାଇନ୍‌ ମାଧ୍ୟମରେ ଗ୍ରାହକମାନଙ୍କୁ ଆବେଦନ ପାଇଁ ସୂଚନା ଦେଇଥିଲା । ଏଥି ସହିତ ଅନଲାଇନ୍ ଜରିଆରେ ବିଭିନ୍ନ ସୁବିଧା ପ୍ରଦାନ କରାଯାଇଥିଲା ।

EPFO
କର୍ମଚାରୀଙ୍କ ପାଇଁ ବଡ଼ ଖବର : ବଢ଼ିଲା EPFO ସୁଧହାର

ଚଳିତ ଆର୍ଥିକ ବର୍ଷ ପାଇଁ ବୃଦ୍ଧି ପାଇଲା EPFO ସୁଧହାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଅନୁମୋଦନ ମିଳିଛି ।

EPFO JOB
EPFOରେ ବାହାରିଲା ୨୮୫୯ ପଦବୀ; ତୁରନ୍ତ କରନ୍ତୁ ଆବେଦନ...

ନିଯୁକ୍ତି ପାଇବାକୁ ହେଲେ ବିଭିନ୍ନ ଚୟନ ପ୍ରକ୍ରିୟା ରଖାଯାଇଛି । ପ୍ରାର୍ଥୀଙ୍କ ଯୋଗ୍ୟତା, ମେରିଟ୍‌ ଲିଷ୍ଟରେ ମାନ୍ୟତା ଓ ଡାକ୍ତରୀ ଫିଟ୍‌ନେସ୍‌ର ଆବଶ୍ୟକତା ରହିଥିବା କୁହାଯାଇଛି । ଏଥି ସହ ସମସ୍ତ ଡକ୍ୟୁମେଣ୍ଟ ଗୁଡ଼ିକର ଯାଞ୍ଚ କରାଯିବ ।

EPFO Fixes Interest Rate On Employees' Provident Fund For 2022-23
କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା EPFO ସୁଧହାର

ମଙ୍ଗଳବାର କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ବୈଠକ ବସିଥିଲା । ଏହି ବୈଠକରେ ସୁଧହାର ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

EPFO
ବାହାଘର ପାଇଁ EPFOରୁ ଉଠାଇପାରିବେ ଟଙ୍କା; ଜାଣନ୍ତୁ ଆହୁରି ହେଲା ସହଜ

ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ୮.୧% ସୁଧହାର ସ୍ଥିର କରିଛନ୍ତି । ଏମିତିକି ଅପଣଙ୍କ ଆବଶ୍ୟକ ସମୟରେ ଏହି ଟଙ୍କା ମଧ୍ୟ ଉଠାଇପାରିବେ ବୋଲି କୁହାଯାଇଛି । EPFOରେ ଟଙ୍କା ରଖୁଥିବା ବ୍ୟକ୍ତି ବିବାହ ପାଇଁ ଅଗ୍ରୀମ ଭାବେ ଟଙ୍କା ଉଠାଇପାରିବେ ବୋଲି ସୂଚନା ଦିଆଯାଇଛି ।

Pension
ବଡ଼ ଖବର ! ଉଚ୍ଚ ପେନ୍‌ସନ୍‌ ପାଇଁ ଆବେଦନ ଅବଧି ବଢ଼ିଲା, ଜାଣନ୍ତୁ କେତେ ?

ଉଚ୍ଚ ପେନ୍‌ସନ୍‌ ପାଇବାକୁ ହେଲେ ଉଭୟ ଏମ୍ପ୍ଲୟର ଏବଂ ଏମ୍ପ୍ଲଇ ମିଳିତ ଭାବେ ଆବେଦନ କରିବାକୁ ହେବ ।

EPFO
EPFOର ନୂଆ ଗାଇଡ୍‌ଲାଇନ୍‌, ଅଧିକ ପେନ୍‌ସନ୍‌ ପାଇବାକୁ କେଉଁମାନେ ଯୋଗ୍ୟ ?

ପେନ୍‌ସନ୍‌ ସ୍କିମ୍‌କୁ ନେଇ ୨୦୧୪ରେ ଯେଉଁ ନୂଆ ନିୟମ ଘୋଷଣା କରାଯାଇଥିଲା, ତାକୁ ରଦ୍ଦ କରିଥିଲେ ସୁପ୍ରିମ୍‌କୋର୍ଟ ।

EPF account holders avoid these mistakes while checking pf balance
EPF ବାଲାନ୍ସ ଯାଞ୍ଚ କରୁଥିଲେ ଧ୍ୟାନ ଦିଅନ୍ତୁ; ନହେଲେ ଠକାମିର ଶିକାର ହୋଇପାରନ୍ତି

ଲୋକେ PF ଜମା ଯାଞ୍ଚ କରିବା ପାଇଁ ବିଭିନ୍ନ ପଦ୍ଧତି ଗ୍ରହଣ କରନ୍ତି। ବେଳେବେଳେ ସେମାନେ ମିସ୍ କଲ୍ କିମ୍ବା SMS ସେବା ମାଧ୍ୟମରେ PF ଆକାଉଣ୍ଟ୍ ବାଲାନ୍ସ ଯାଞ୍ଚ କରନ୍ତି। ତେବେ ଏ ସମୟରେ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ। ନଚେତ ଛୋଟ ଭୁଲ ବଡ କ୍ଷତିର କାରଣ ହୋଇପାରେ।

EPFO new guidelines for pensioners
ପେନ୍‌ସନ୍‌ଭୋଗୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍; ଜାଣନ୍ତୁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ପାଇଁ କେମିତି କରିବେ ଆବେଦନ

EPFO ପେନ୍‌ସନ୍‌ଭୋଗୀଙ୍କ ପାଇଁ ଆଣିଲା ନୂଆ ଗାଇଡ୍‌ଲାଇନ୍। ଏବେ ପେନ୍‌ସନ୍‌ଭୋଗୀମାନେ ଡିଜିଟାଲ୍ ମାଧ୍ୟମରେ ସେମାନଙ୍କର ଜୀବନ ପ୍ରମାଣ ପତ୍ର କିମ୍ବା ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।

EPFO
୮.୫ ପ୍ରତିଶତରୁ ୮.୧କୁ କମିଲା  EPF ସୁଧହାର

୬ କୋଟି EPF ହିତାଧିକାରୀଙ୍କୁ ଏହା ପ୍ରଭାବିତ କରିବ।

EPF Dob Update
EPFରେ ନୂଆ ପରିବର୍ତ୍ତନ: ଜନ୍ମତାରିଖ ଭୁଲଥିଲେ ଅନଲାଇନ୍‌ରେ ହୋଇପାରିବ ଅପଡେଟ୍‌

ପୁରା ଅନଲାଇନ୍ ପ୍ରକ୍ରିୟାକୁ ନେଇ ଇପିଏଫ୍ଓ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି।

EPFO
ଏଣିକି ଘରେ ବସି କରିହେବ EPFO ଡିଟେଲ୍ସ ଅପ୍‌ଡେଟ୍‌, ସଂସ୍ଥା ଜାରି କଲା ଟ୍ରେନିଂ ଭିଡିଓ.. ଦେଖନ୍ତୁ

ଏଥିପାଇଁ ଉପଭୋକ୍ତାଙ୍କୁ କେବଳ ଏହାର EPFO ପୋର୍ଟାଲରେ ଲଗ୍‌ ଇନ୍‌ କରିବାକୁ ହେବ ।

EPFO Salary Limit To Increase May Soon
ଚାକିରିଆଙ୍କ ପାଇଁ ଖୁସି ଖବର, ଉପକୃତ ହୋଇପାରନ୍ତି ୭୫ ଲକ୍ଷ କର୍ମଚାରୀ

ଚାକିରିଆଙ୍କ ପାଇଁ ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। EPFOର ମାସିକ ବେତନ ସୀମାକୁ ୧୫,୦୦୦ ଟଙ୍କାରୁ ବୃଦ୍ଧି କରି ୨୧,୦୦୦ ଟଙ୍କା କରିବା ଲାଗି ପ୍ରସ୍ତାବ ଦିଆଯାଇଛି।

Automatic Transfer Of EPF Accounts On Job Change
ପ୍ରାଇଭେଟ୍ କମ୍ପାନୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏଣିକି କମ୍ପାନୀ ବଦଳାଇଲେ ରହିବନି ଆଉ ଏହି ସମସ୍ୟା...

ଏଣିକି ପ୍ରାଇଭେଟ୍ କମ୍ପାନୀର କର୍ମଚାରୀ କମ୍ପାନୀ ବଦଳାଇଲେ EPF ଆକାଉଣ୍ଟ ଟ୍ରାନ୍ସଫର ପାଇଁ କୌଣସି ସମସ୍ୟା ରହିବ ନାହିଁ। ଏପରିକି ଆପଣଙ୍କୁ ଗୋଟିଏ କମ୍ପାନୀରୁ ଚାକିରି ଛାଡ଼ୁଛାଡ଼ୁ ଆଉ EPF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ପଡ଼ିବ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଖୁବ୍‌ଶୀଘ୍ର ବ୍ୟବସ୍ଥା ହେବାକୁ ଯାଉଛି।