• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Epfo

EPFO
ବାହାଘର ପାଇଁ EPFOରୁ ଉଠାଇପାରିବେ ଟଙ୍କା; ଜାଣନ୍ତୁ ଆହୁରି ହେଲା ସହଜ

ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ୮.୧% ସୁଧହାର ସ୍ଥିର କରିଛନ୍ତି । ଏମିତିକି ଅପଣଙ୍କ ଆବଶ୍ୟକ ସମୟରେ ଏହି ଟଙ୍କା ମଧ୍ୟ ଉଠାଇପାରିବେ ବୋଲି କୁହାଯାଇଛି । EPFOରେ ଟଙ୍କା ରଖୁଥିବା ବ୍ୟକ୍ତି ବିବାହ ପାଇଁ ଅଗ୍ରୀମ ଭାବେ ଟଙ୍କା ଉଠାଇପାରିବେ ବୋଲି ସୂଚନା ଦିଆଯାଇଛି ।

Pension
ବଡ଼ ଖବର ! ଉଚ୍ଚ ପେନ୍‌ସନ୍‌ ପାଇଁ ଆବେଦନ ଅବଧି ବଢ଼ିଲା, ଜାଣନ୍ତୁ କେତେ ?

ଉଚ୍ଚ ପେନ୍‌ସନ୍‌ ପାଇବାକୁ ହେଲେ ଉଭୟ ଏମ୍ପ୍ଲୟର ଏବଂ ଏମ୍ପ୍ଲଇ ମିଳିତ ଭାବେ ଆବେଦନ କରିବାକୁ ହେବ ।

EPFO
EPFOର ନୂଆ ଗାଇଡ୍‌ଲାଇନ୍‌, ଅଧିକ ପେନ୍‌ସନ୍‌ ପାଇବାକୁ କେଉଁମାନେ ଯୋଗ୍ୟ ?

ପେନ୍‌ସନ୍‌ ସ୍କିମ୍‌କୁ ନେଇ ୨୦୧୪ରେ ଯେଉଁ ନୂଆ ନିୟମ ଘୋଷଣା କରାଯାଇଥିଲା, ତାକୁ ରଦ୍ଦ କରିଥିଲେ ସୁପ୍ରିମ୍‌କୋର୍ଟ ।

EPFO new guidelines for pensioners
ପେନ୍‌ସନ୍‌ଭୋଗୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍; ଜାଣନ୍ତୁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ପାଇଁ କେମିତି କରିବେ ଆବେଦନ

EPFO ପେନ୍‌ସନ୍‌ଭୋଗୀଙ୍କ ପାଇଁ ଆଣିଲା ନୂଆ ଗାଇଡ୍‌ଲାଇନ୍। ଏବେ ପେନ୍‌ସନ୍‌ଭୋଗୀମାନେ ଡିଜିଟାଲ୍ ମାଧ୍ୟମରେ ସେମାନଙ୍କର ଜୀବନ ପ୍ରମାଣ ପତ୍ର କିମ୍ବା ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।

EPFO
୮.୫ ପ୍ରତିଶତରୁ ୮.୧କୁ କମିଲା  EPF ସୁଧହାର

୬ କୋଟି EPF ହିତାଧିକାରୀଙ୍କୁ ଏହା ପ୍ରଭାବିତ କରିବ।

EPF Dob Update
EPFରେ ନୂଆ ପରିବର୍ତ୍ତନ: ଜନ୍ମତାରିଖ ଭୁଲଥିଲେ ଅନଲାଇନ୍‌ରେ ହୋଇପାରିବ ଅପଡେଟ୍‌

ପୁରା ଅନଲାଇନ୍ ପ୍ରକ୍ରିୟାକୁ ନେଇ ଇପିଏଫ୍ଓ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି।

EPFO
ଏଣିକି ଘରେ ବସି କରିହେବ EPFO ଡିଟେଲ୍ସ ଅପ୍‌ଡେଟ୍‌, ସଂସ୍ଥା ଜାରି କଲା ଟ୍ରେନିଂ ଭିଡିଓ.. ଦେଖନ୍ତୁ

ଏଥିପାଇଁ ଉପଭୋକ୍ତାଙ୍କୁ କେବଳ ଏହାର EPFO ପୋର୍ଟାଲରେ ଲଗ୍‌ ଇନ୍‌ କରିବାକୁ ହେବ ।

EPFO Salary Limit To Increase May Soon
ଚାକିରିଆଙ୍କ ପାଇଁ ଖୁସି ଖବର, ଉପକୃତ ହୋଇପାରନ୍ତି ୭୫ ଲକ୍ଷ କର୍ମଚାରୀ

ଚାକିରିଆଙ୍କ ପାଇଁ ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। EPFOର ମାସିକ ବେତନ ସୀମାକୁ ୧୫,୦୦୦ ଟଙ୍କାରୁ ବୃଦ୍ଧି କରି ୨୧,୦୦୦ ଟଙ୍କା କରିବା ଲାଗି ପ୍ରସ୍ତାବ ଦିଆଯାଇଛି।

Automatic Transfer Of EPF Accounts On Job Change
ପ୍ରାଇଭେଟ୍ କମ୍ପାନୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏଣିକି କମ୍ପାନୀ ବଦଳାଇଲେ ରହିବନି ଆଉ ଏହି ସମସ୍ୟା...

ଏଣିକି ପ୍ରାଇଭେଟ୍ କମ୍ପାନୀର କର୍ମଚାରୀ କମ୍ପାନୀ ବଦଳାଇଲେ EPF ଆକାଉଣ୍ଟ ଟ୍ରାନ୍ସଫର ପାଇଁ କୌଣସି ସମସ୍ୟା ରହିବ ନାହିଁ। ଏପରିକି ଆପଣଙ୍କୁ ଗୋଟିଏ କମ୍ପାନୀରୁ ଚାକିରି ଛାଡ଼ୁଛାଡ଼ୁ ଆଉ EPF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ପଡ଼ିବ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଖୁବ୍‌ଶୀଘ୍ର ବ୍ୟବସ୍ଥା ହେବାକୁ ଯାଉଛି।