ଆପଣଙ୍କ ମନରେ ଏ ପ୍ରଶ୍ନ ନିଶ୍ଚିତ ଆସୁଥିବ ଯେ, ଏବେ ଏ ନୂଆ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେଲା। ପୂର୍ବରୁ ବାବରି ମସଜିଦ୍ ଧ୍ୱଂସ ହୋଇଥିଲା.. ହେଲେ ଏଠାରେ ପାରମ୍ପରିକ କ୍ରମେ ପୂଜା ପାଉଥିବା ବିଗ୍ରହ ଗଲେ କୁଆଡ଼େ ?
ମାତ୍ର ୨ ଟଙ୍କାରେ ଫୁଲକୋବି.. ଗୋଟା ଗୋଟା ଅତି କମରେ ଦେଢ କିଲୋ ହେବ.. କିନ୍ତୁ ବିକ୍ରି ହେଉଛି ମାତ୍ର ୨ ଟଙ୍କାରେ..
ଆନ୍ଧ୍ରର ଡିଜିଟାଲ୍ ଥୋପ.. ନିର୍ବାଚନ ପୂର୍ବରୁ ବିଛାଇଛି ଟାଓ୍ୱାର୍ ଜାଲ.. ଓଡ଼ିଶା ସରକାରର ତର ନାହିଁ.. ଫସିଯିବ କି କୋଟିଆ !
ଅଯୋଧ୍ୟା ଯାଇପାରିଲେନି ବୋଲି ମନରେ ଅବଶୋଷ ରହିଗଲା ସିନା କିନ୍ତୁ ରାମ ଭକ୍ତିରେ ସ୍ୱର୍ଗପୁର ସାହି ବାସିନ୍ଦାମାନେ ମୂରୁଜରେ ବନେଇ ଦେଲେ ଏଇ ବିରାଟ ରାମ ମନ୍ଦିର.. ୩୦କେଜିରୁ ଅଧିକ ରଙ୍ଗ ମୁରୁଜରେ ୩୪୫ବର୍ଗଫୁଟର ଅଯୋଧ୍ୟା ରାମ ମନ୍ଦିରର ଅବିକଳ ଛବି ଦେଖନ୍ତୁ..
ଜଗତ ଗୋସାଇଁଙ୍କ ଚିତ୍ର କଲ.. ମୁହଁ ଉପରେ ଚଢିଗଲ ? ନେତାଙ୍କ ଆଗରେ ମହାପ୍ରଭୁଙ୍କର ଏଇ ଅବସ୍ଥା
କାହିଁକି...କଣ ପାଇଁ, ରାସ୍ତା କାମ ଅଗ୍ରଗତି ହେଉନାହିଁ, ନିର୍ବାହୀ ଯନ୍ତ୍ରୀଙ୍କୁ ସିଧାସଳଖ ପଚାରିଥିଲେ ବଲାଙ୍ଗିର ସାଂସଦ ।
ଡାକ୍ତର ନିର୍ମାଣ କରାଇଛନ୍ତି ମାଳିଙ୍କ ମୂର୍ତ୍ତି। ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଘଟଣା ।
କେବେ ରାସ୍ତ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରେନି ତ କେବେ କେବେ ଚିକିତ୍ସା ଅଭାବ ବା ଭୁଲ ଇଞ୍ଜେକସନ ପାଇଁ ଯାଏଁ ରୋଗୀର ଜୀବନ । ଷ୍ଟ୍ରେଚରରେ ବୁହା ହୋଇ ନଦୀ, ବିଲ ପାର୍ କରି ଆମ୍ବୁଲାନ୍ସ ପାଖେ ପହଞ୍ଚିବାର ଘଟଣା ସବୁ ତ ନିତିଦିନିଆ କଥା ହୋଇଗଲାଣି ।
SCBରେ ଚିକିତ୍ସାଧୀନ ଅବସ୍ଥାରେ ୬୯ ବର୍ଷ ବୟସରେ ପରଲୋକ ହୋଇଛି ।
ଯେତେବେଳେ ଜଣେ ବ୍ୟକ୍ତି ଶେଷ ନିଶ୍ୱାସ ତ୍ୟାଗକରେ, ପ୍ରତ୍ୟେକ ଧର୍ମରେ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା ଅଛି, କିନ୍ତୁ ଏହାର ପଦ୍ଧତି ଭିନ୍ନ ହୋଇଥାଏ। କିନ୍ତୁ ଆପଣ କେବେ ଜୀବିତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ବିଷୟରେ ଶୁଣିଛନ୍ତି କି? ଆଜିକାଲି କିନ୍ତୁ ଜଣେ ମହିଳା ଅଛନ୍ତି ଯିଏ ଏକ ଅଜବ ଅନ୍ତିମ ସଂସ୍କାର
ମା’ ମୁଁ ବହୁତ ଭରସାରେ ତୋତେ ଚିଠି ଲେଖୁଛି... ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ... ମୋର ବି କରିଦେ ମା’... ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି...ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ...
ସଜା ହୋଇଛି ବାହା ବେଦୀ...ବାଜୁଛି ସାହାନାଇ । ବରଯାତ୍ରୀ ବସିଛନ୍ତି ଆଉ ଢୋଲ ମହୁରୀ ବି ଖଣ୍ଡମଣ୍ଡଳ ଦୁଲୁକାଉଛି ।
ବାଲିଯାତ୍ରା ଦୁର୍ନୀତିର କେବେ ହେବ ତଦନ୍ତ ? ଯାଞ୍ଚ ଆଳରେ ଲୁଚିଯିବକି ବାଲିଯାତ୍ରା ମହାଦୁର୍ନୀତି ? କେତେ ଦିନ ଭିତରେ ତଦନ୍ତ ୫୭୮ ରିପୋର୍ଟ ଦେବ କମିଟି ? ଯାଞ୍ଚ କମିଟି ଗଠନ କରି ସିଏମସି ଚୁପ୍ ବସିଥିବା ବେଳେ, ଏବେ ଉଠିଛି ଏଭଳି ପ୍ରଶ୍ନ ।
୨୦୨୩ ବର୍ଷ ପାଇଁ ପ୍ରକାଶ ପାଇଲା ରାଜ୍ୟପାଳ ପୋଲିସ ପଦକ ତାଲିକା । ୨ ଜଣ ଆଇଜିଙ୍କ ସମେତ ୨୦ଜଣ ପୋଲିସ ଅଧିକାରୀ ଏଥର ପାଇବେ ସମ୍ମାନଜନକ ରାଜ୍ୟପାଳ ପଦକ ।
ଗରିବ ଓ ଅସହାୟଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି । ହେଲେ ତଳସ୍ତରରେ ଯୋଗ୍ୟ ହିତାଧିକାରୀ ରହିଛନ୍ତି ଯେଉଁମାନଙ୍କର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଘର ଖଣ୍ଡିଏ ମିଳିନି ।
କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଦୋକାନ ବଜାର ତିଆରି କଲେ। ହେଲେ ଏବେ ସେଠାରେ ଗ୍ରାହକ ତ ନାହାନ୍ତି, ଅଛି କେବଳ ମଦ ବୋତଲ ଆଉ ଗଛଲତା।
ଆଦିବାସୀ କନ୍ଧ ସମ୍ପ୍ରଦାୟର ଏକ ବିଶେଷ ପର୍ବ ହେଲା ପୋଢ଼ ବଳି। ଆଉ ସେହି ପୋଢ ବଳି ଯାତ୍ରା ପୂର୍ବରୁ କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆୟୋଜନ ହୋଇଛି କୁକରା ତୁଲା
ଘର ନାହିଁ ବୋଲି ପର କରିଦେଇଛି ପତ୍ନୀ । ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନଥିବାରୁ ସାତ ବର୍ଷ ହେଲା ସ୍ୱାମୀ ଘର ଛାଡ଼ି ବାପ ଘରେ ପିଲାଙ୍କୁ ନେଇ ଦିନ କାଟୁଛି ପତ୍ନୀ ।
ମୁଣ୍ଡ ଗୁଞ୍ଜି ରହୁଥିବା ଘର ଅତି ବିପଦ ସଂକୁଳରେ । ପିଲାଙ୍କ ଭବିଷ୍ୟତ ଅନ୍ଧାରରେ । ପାଠ ପଢା ସାଙ୍ଗକୁ ସବୁଥିରେ ଏମାନଙ୍କ ସମସ୍ୟା। ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି ଗଞ୍ଜାମ ଧରାକୋଟ ଗ୍ରାମ ପଞ୍ଚାୟତର ଟାଟା କଲୋନୀ ବା ଘୋଡ଼ାପଲି ବାସିନ୍ଦା ।
ଆସନ୍ତାକାଲି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା । ରାମମୟ ହେଲାଣି ଅଯୋଧ୍ୟା । ଶ୍ରଦ୍ଧାଳୁ, ସନ୍ୟାସୀ ସମସ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ । ଏପଟେ ଓଡ଼ିଶାର ଅଯୋଧ୍ୟାରେ ବି ଉତ୍ସାହ କିଛି କମ ନୁହେଁ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ରହିଛି ଏହି ଅଯୋଧ୍ୟା ଗାଁ ।
ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ। ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ। ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।
ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ । ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ । ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।
ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ପୁରୀ ସତ୍ୟବାଦୀ ବ୍ଲକ ମଠ ସାହି ଅଞ୍ଚଳର ପଟ୍ଟଚିତ୍ର କାରିଗର ନୀଳମଣି ଜେନାଙ୍କ ତୁଳି ମୁନରେ ଶୋଭା ପାଇଛି ରାମଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ମୂହୁର୍ତ୍ତ ।
ଆଜି ଚିଲିକାରେ ହେଉଛି ଡଲଫିନ ଗଣନା । ସକାଳ ୬ଟାରେ ଗଣତି ଆରମ୍ଭ ହୋଇଥିବା ବେଳେ, ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି । ପ୍ରତି ଟିମରେ ୮ରୁ ୧୦ ଜଣ ସଦସ୍ୟ ରହିଛନ୍ତି ।
କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ନିଯୁକ୍ତି ଉପରେ ଲାଗିଲା ଅଙ୍କୁଶ । ପୂର୍ବରୁ ଧାର୍ଯ୍ୟ ୨୦ ଓ ୨୧ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ କରାଯାଇ ପାରିବ ।