Advertisment

ମନ୍ଥର ବାଇପାସ୍ କାମ, ତାଗିଦ୍ କଲେ ସାଂସଦ

କାହିଁକି...କଣ ପାଇଁ, ରାସ୍ତା କାମ ଅଗ୍ରଗତି ହେଉନାହିଁ, ନିର୍ବାହୀ ଯନ୍ତ୍ରୀଙ୍କୁ ସିଧାସଳଖ ପଚାରିଥିଲେ ବଲାଙ୍ଗିର ସାଂସଦ ।

author-image
Santosh Kumar Sahoo

ବଲାଙ୍ଗିର-ସୋନପୁର ରାସ୍ତା ପୁଇଁନ୍ତଲା ନିକଟରେ ତିଆରି ହେଉଥିବା ବାଇପାସ ରାସ୍ତାର ସ୍ଥାନୀୟ ସାଂସଦଙ୍କ ରିଭ୍ୟୁ । କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀଙ୍କ ଦ୍ୱାରା ଶିଳାନ୍ୟାସର ସାତ ମାସ ପରେ ବି, ଫ୍ଳାଏ ଓଭର ଓ ରେଲଓ୍ୱେ ଓଭରବ୍ରିଜର ଡ୍ରଇଂ ଓ ସ୍କେଚ୍ ଆସିନାହିଁ । ସେପଟେ ଧିରେ ସୁସ୍ଥେ ଚାଲିଛି ମାଟି କାମ । ଯାହାକୁ ନେଇ ତାଗିଦ କରିଛନ୍ତି ସାଂସଦ । କାହିଁକି...କଣ ପାଇଁ, ରାସ୍ତା କାମ ଅଗ୍ରଗତି ହେଉନାହିଁ, ନିର୍ବାହୀ ଯନ୍ତ୍ରୀଙ୍କୁ ସିଧାସଳଖ ପଚାରିଥିଲେ ବଲାଙ୍ଗିର ସାଂସଦ ।

Advertisment
Odisha News Bolangir Sangeeta Singhdeo
Advertisment
Advertisment