ଚାରିଆଡ଼େ ସବୁଜିମାର ଆସର...ବିସ୍ତୀର୍ଣ୍ଣ ଜଳରାଶି ସାଙ୍ଗକୁ ମନମୋହୁଛି ବଣ ପାହାଡ଼ । କେଉଁଠି ପରିବା ବାଡ଼ି ତ ଆଉ କେଉଁଠି ମାଣ୍ଡିଆ ଚାଷ ମନମୋହୁଛି ।
ଲୋକ ଟଙ୍କା ରୋଜଗାର ପାଇଁ ସହର ମୁହାଁ ହେଉଥିବା ବେଳେ ଭାରତର ଏପରି ଏକ ଗାଁ ରହିଛି ଯେଉଁଠି କୋଟିପତି ବାସ କରନ୍ତି। ୩୦୫ ପରିବାର ମଧ୍ୟରୁ ୮୦ ଜଣ କୋଟିପତି । ଅଧିକନ୍ତୁ, ୫୦ ପରିବାର ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ ।
ଏମିତି ଗାଁ ଯେଉଁଠି ୨୦ ବର୍ଷ ପରେ ଜନ୍ମ ହୋଇଛି ଜଣେ ପିଲା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।
ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଜୋତା ଏବଂ ଚପଲ ପିନ୍ଧିବା ସମ୍ପୂର୍ଣ୍ଣ ନିଷେଧ । ଆପଣ ହୁଏତ ଏହାକୁ ବିଶ୍ୱାନ କରି ନ ପାରନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ । ଆଜିବି ଆମ ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି କେହି ବି ଚପଲ ପିନ୍ଧନ୍ତି ନାହିଁ।
ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଘରର ଗୋଟେ ପଟ ଗୋଟେ ଦେଶ ଓ ଅନ୍ୟ ଗୋଟେ ପଟ ଆଉ ଗୋଟେ ଦେଶର ହେଲେ କେମିତି ହେବ ।
ଯୁଗ ଆସି କେଉଁଠି ପହଞ୍ଚିଲାଣି । ସ୍ମାର୍ଟ ଫୋନ୍ ୪ଜିରୁ ୫ଜି ହୋଇଗଲାଣି । ତଥାପି ଆଜିଯାଏଁ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ପହଞ୍ଚି ପାରିନି ବିଜୁଳି ।
ଅପାର କରୁଣା ଥିଲେ ମାଟି ତଳୁ ଦିଅଁ ଦେବତା ବାହାରନ୍ତି.. ଆଉ ଫୁଟା ଶିବଲିଙ୍ଗଙ୍କୁ ପୂଜିଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଆସ୍ଥା ରହିଛି.. ସେଥିପାଇଁ ଶ୍ରାବଣ ହେଉ କି ସୋମବାର
କେବେ ରାସ୍ତ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରେନି ତ କେବେ କେବେ ଚିକିତ୍ସା ଅଭାବ ବା ଭୁଲ ଇଞ୍ଜେକସନ ପାଇଁ ଯାଏଁ ରୋଗୀର ଜୀବନ । ଷ୍ଟ୍ରେଚରରେ ବୁହା ହୋଇ ନଦୀ, ବିଲ ପାର୍ କରି ଆମ୍ବୁଲାନ୍ସ ପାଖେ ପହଞ୍ଚିବାର ଘଟଣା ସବୁ ତ ନିତିଦିନିଆ କଥା ହୋଇଗଲାଣି ।
ଯାତ୍ରା ପାଇଁ ପ୍ରସିଦ୍ଧି ପାଇଛି ଶୁଲିଆ ଅଞ୍ଚଳ । ହେଲେ ସଦର ମହକୁମାଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଥିବା ଶୁଲିଆ ଅଂଚଳରେ ବିକାଶ ଶୂନ୍ । ଖଇରଗୁରା ଗାଁ ସ୍କୁଲରେ କ୍ଲାସଘର ନଥିବାରୁ ପ୍ରଥମରୁ ପଞ୍ଚମ କ୍ଲାସ୍ ପିଲା ଗୋଟିଏ କ୍ଲାସରୁମ୍ ରେ ପାଠପଢୁଛନ୍ତି...
ଦିନ ସାରାର ପରିଶ୍ରମ ପରେ ଥକିପଡ଼ି ଯେତେ ଗାଢ ନିଦରେ ଶୋଇଥିଲେ ମଧ୍ୟ ପ୍ରକୃତିର ଆଲାର୍ମରେ ସେମାନେ ଭୋରରୁ ଉଠିପଡ଼ନ୍ତି.. ତେବେ ଏଇ ପ୍ରକୃତିର ଆଲାର୍ମ କଣ ଜାଣନ୍ତି.. ହଜାର ହଜାର ବାଦୁଡ଼ିଙ୍କ ଏକକାଳୀନ ରାବ.. ହଁ.. ଏଇ ଗାଁରେ ଅଛନ୍ତି ହଜାର ହଜାର ସଂଖ୍ୟାରେ ବାଦୁଡ଼ି.. ଆଉ ଏମାନଙ୍କୁ ଅଙ୍ଗରକ୍ଷୀ ଭଳି ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ..
କିଛି ଗାଁର ନାଁ ମନରେ କୌତୁହଳ ସୃଷ୍ଟି କରେ । ମନରେ ପ୍ରଶ୍ନ ଆସେ ଗାଁର ଏଭଳି ନାମକରଣ କାହିଁକି ହେଲା । କ’ଣ ୟା ପଛର କାରଣ ।
କେନ୍ଦ୍ରାପଡା ଜିଲ୍ଳାର ପର୍ଯ୍ୟଟନସ୍ଥଳୀ ହବାଳିଖଟି ଏବେ ବିପଦରେ । ଧୀରେ ଧୀରେ ଏହା ଓଡିଶା ପର୍ଯ୍ୟଟନ ମାନଚିତ୍ରରୁ ବିଲୁପ୍ତ ହେବାକୁ ବସିଲାଣି ।
ଲୋକଙ୍କୁ ସଚେତନ କରିବା ପାଇଁ ସରପଞ୍ଚ ବାବୁଙ୍କ ନିଆରା ପଦକ୍ଷେପ । ପ୍ଲାଷ୍ଟିକ୍ ବଦଳରେ ଦେଉଛନ୍ତି ସୁନା ।
ଫୁଲର ବଗିଚା ଭିତରେ ରହିଛି ଦୁଇଟି ଗାଁ । ଏହି ଗାଁକୁ ଥରେ ଗଲେ ଆଉ ଥରେ ଯିହାକୁ ମନ କହିବ ନିଶ୍ଚିତ । ଆସନ୍ତୁ ବୁଲିଯିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ସାଧୁସାହି ଓ ବ୍ରାହ୍ମଣଭୂଇଁ ଗାଁ...
ଏହି ଗାଁରେ ରହିବା ପାଇଁ ଲୋକଙ୍କୁ ପାଖାପାଖି ୫୦ ଲକ୍ଷ ଟଙ୍କାର ଅଫର୍ ଦିଆଯାଉଛି। ଆପଣ ଭାବୁଥିବେ କାହିଁକି ଏଭଳି ଅଫର୍ ଦିଆଯାଉଛି ? କ’ଣ ରହିଛି ଏହା ପଛର କାରଣ, ଆସନ୍ତୁ ଜାଣିବା...
ଇଏ ଏମିତି ଏକ ଗାଁ, ଯେଉଁ ଗାଁରେ ଆଜିଯାଏଁ କେହି ବି ପଢିନାହାନ୍ତି ପାଠ। ସ୍କୁଲ ଯିବା ବୟସରେ ମାଟି କାନ୍ଥ ଲିପାପୋଛାରେ ବ୍ୟସ୍ତ ନାବାଳିକା। ପଞ୍ଚାୟତ ଅଫିସ୍ଠାରୁ ମାତ୍ର ୧୬ କିମି ଦୂରରେ ଏହି ଗାଁ ଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିପାରିନି ବିକାଶ...
ଯୋଜନା ଉପରେ ଯୋଜନା.. ଯୋଜନାର ଲମ୍ବା ଚିଠା ଆଉ ଡିଣ୍ଡିମ.. ହେଲେ ଓଡ଼ିଶା ଭଳି ରାଜ୍ୟର ଏ ହେଉଛି ବାସ୍ତବ ଚିତ୍ର.. ୨୦୨୨ ମସିହାରେ ମଧ୍ୟ ଆମ ରାଜ୍ୟର ଅନେକ ଅଞ୍ଚଳରେ ଲୋକେ ପିଇବା ପାଣି ଟୋପାଏ ପାଇପାରୁ ନାହାନ୍ତି..ଦେଖନ୍ତୁ ବାଲେଶ୍ୱର ଜିଲ୍ଲା ବାଘଆମ୍ପୁଡ଼ା ଗାଁରୁ ଏ ରିପୋର୍ଟ.
ଦୁଇ ଜିଲ୍ଲାର ସୀମା ବିବାଦ ପାଇଁ ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି, ଆପତ୍ତି, ଅଭିଯୋଗ ସତ୍ତ୍ୱେ ନାଳ ଉପରେ ପୋଲଟିଏ ହୋଇପାରୁନଥିଲା.. ସବୁ ଚେଷ୍ଟା ପରେ ବି କେହିଶୁଣିଲେନି.. ହେଲେ ଗାଁର ଦୁଇ କୁନି ଭାଇଭଉଣୀ ଏନେଇ ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି.. ଉତ୍ତର ବି ମିଳିଲା.. ପୋଲ ନିର୍ମାଣ ହେଲା
ଏ ଗାଁରେ କାହାର ବି ନାହିଁ ଆଧାରକାର୍ଡ । ଗାଁରେ ରହୁଥିବା ଜଣେ ଦୁଇ ଜଣଙ୍କୁ ଛାଡ଼ି ଦେଲେ ଆଉ କାହାରି ପାଖରେ ଆଧାରକାର୍ଡ ନାହିଁ ।
କୁନି ଝିଅଟିଏ। ସବୁବେଳେ ଗାଁ ସାରା ଏପଟ ସେପଟ ହେଉଥାଏ ଏବଂ ଭଙ୍ଗା ହାଣ୍ଡି ମାଠିଆର ଖପରାକୁ ଆଣି ନିଜ ମନ ମୁତାବକ ସଜୋଉଥାଏ। ହେଲେ ତାର ଏହି ପିଲାଦିନର ଖେଳ ଏବେ ତାକୁ ଓ ତା ଗାଁକୁ ଦେଇଛି ନୂଆ ପରିଚୟ। ଏ ଗାଁକୁ ଏବେ ଲୋକେ କହୁଛନ୍ତି ଖପରା କଳାର ଗାଁ।
ଏହି ଗାଁରୁ ଏକାଥରେ ଦୁଇଜଣ ପାଇଛନ୍ତି ଓଏଏସ୍। ଗ୍ରାମବାସୀଙ୍କ ପାଇଁ ଏହାଠାରୁ ବଳି ବଡ଼ ଖବର ଆଉ କଣ ହୋଇପାରେ। ସେଥିପାଇଁ ଗାଁ ଲୋକ ମିଳିମିଶି ଆୟୋଜନ କରିଥିଲେ ଆଡ଼ମ୍ବରପୂର୍ଣ୍ଣ ସମ୍ବର୍ଦ୍ଧନା ସଭା। ମନ୍ତ୍ରୀ ମଧ୍ୟ ଆସିଥିଲେ ଓଏଏସ୍ ପାଇଥିବା ଗାଁରୁ ଦୁଇ ମେଧାବୀ ପିଲାଙ୍କୁ ଶୁଭେଚ୍ଛା ଜଣେଇବାକୁ।
ଆଜି ମାଟି ଝୁରୁଛି, ସାଥୀ ବି ଝୁରୁଛି ଆଉ ମନେ ପକାଉଛି ଗାଁର ପ୍ରତ୍ୟେକଟି ବ୍ୟକ୍ତି । ଏଇଠି ସେ ବଢ଼ିଥିଲା, ଚାଲି ଶିଖିଥିଲା । ସେ ଥିଲା ଗାଁ ମାଟି ପାଇଁ ଗର୍ବ । ଆଜି ସେ ଫେରିଛି ସେହି ଗାଁକୁ ହେଲେ ଜୀବନ୍ତ ନୁହେଁ ବରଂ ସହିଦର ଆଖ୍ୟା ନେଇ ଫେରିଛି । ପଞ୍ଜାବର ବିଭିନ୍ନ କୋଣ ଅନୁକୋଣରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୁରଦାସପୁର ହେଉ କି ରୁପର୍ କିମ୍ବା କପୁରଥାଲା, ସବୁଠି ଆଜି ସହିଦଙ୍କ ସମ୍ମାନରେ ନଇଁଛି ମଥା ।
ନଦୀ ସାଜିଛି ଦୁଃଖ । ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ସ୍ଥାନୀୟ ଲୋକେ। ମୟୂରଭଞ୍ଜ ଉଦଳା ଶିମିଳିପାଳ ପାଦଦେଶରେ ଥିବା ଏ ହେଉଛି ବାଲମା ଗାଁ। ଦେଖନ୍ତୁ ଏଠି ଗାଁ ଲୋକେ କେତେ ହନ୍ତସନ୍ତ
ଗାଁକୁ ରାସ୍ତା, ପିଲାଙ୍କୁ ଶିକ୍ଷା ଆଉ ପିଇବାକୁ ବିଶୁଦ୍ଧ ପାଣି। ଏହି ମୌଳିକ ସୁବିଧା ସୁଯୋଗ ପାଇବା ଅଧିକାର ସମସ୍ତଙ୍କ ରହିଛି।