କାହିଁକି...କଣ ପାଇଁ, ରାସ୍ତା କାମ ଅଗ୍ରଗତି ହେଉନାହିଁ, ନିର୍ବାହୀ ଯନ୍ତ୍ରୀଙ୍କୁ ସିଧାସଳଖ ପଚାରିଥିଲେ ବଲାଙ୍ଗିର ସାଂସଦ ।
‘ମମିତାଙ୍କ ପରିବାରକୁ ମୁଁ ଦୁଇ ଦୁଇ ଥର ଭେଟିବାକୁ ଯାଇଛି । ତାଙ୍କ ପରିବାରର ଦୁଃଖ ଜାଣିଛି ଓ ମନ କଥା ବୁଝିଛି । ସେମାନଙ୍କ ବେଦନା କଣ ମୁଁ ଜାଣିଛି । ମୋ ସାମ୍ନାରେ ସେମାନେ କାନ୍ଦି କାନ୍ଦି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ ।’