ରାମଲାଲାଙ୍କ ପାଇଁ ଏକ ଭବ୍ୟ ଉପହାର ପ୍ରଦାନ କରିଛନ୍ତି ଆଉ ଜଣେ ରାମ ଭକ୍ତ । ରାମଲାଲାଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ମହାକାବ୍ୟ ରାମଚରିତମାନସ ଉପହାର ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ଆଇଏଏସ୍ ଅଧିକାରୀ ସୁବ୍ରମଣ୍ୟମ ଲକ୍ଷ୍ମୀନାରାୟଣ ।
ଆପଣଙ୍କ ମନରେ ଏ ପ୍ରଶ୍ନ ନିଶ୍ଚିତ ଆସୁଥିବ ଯେ, ଏବେ ଏ ନୂଆ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେଲା। ପୂର୍ବରୁ ବାବରି ମସଜିଦ୍ ଧ୍ୱଂସ ହୋଇଥିଲା.. ହେଲେ ଏଠାରେ ପାରମ୍ପରିକ କ୍ରମେ ପୂଜା ପାଉଥିବା ବିଗ୍ରହ ଗଲେ କୁଆଡ଼େ ?
ଆଜି ଧନ୍ୟ ହୋଇଗଲା ଜୀବନ। ଦିବ୍ୟ ଦର୍ଶନରେ ପୁରି ଉଠୁଛି ମନ ଆଉ ପ୍ରାଣ। ଆଜି କେହି ରୋକିପାରିବେନି ଏହି ଖୁସିର ଲୁହକୁ। ଆଜି କେହି ଅଟକାଇ ପାରିବେନି ଏହି ଭାବ ଆଉ ଆବେଗକୁ।
ସପ୍ତଶଯ୍ୟା..ମନୋରମ ପ୍ରକୃତିର କୋଳରେ ହସୁଥିବା ଏ ଦେବ ସ୍ଥାନର ରହିଛି ତ୍ରେତୟା ଯୁଗ ସହ ସଂପର୍କ । ଲୋକକଥା ଅନୁସାରେ ପ୍ରଭୂ ଶ୍ରୀରାମଙ୍କ ଏଠି ପଡ଼ିଥିଲା ଚରଣ ରେଣୁ । ବନବାସ ସମୟରେ ଭାଇ ଲକ୍ଷ୍ମଣ ଓ ପତ୍ନୀ ଜାନକୀଙ୍କ ସହ ରଘୁନାଥ ଏଠି କାଟିଥିଲେ ସାତଦିନ ଓ ସାତରାତି ।
ସପ୍ତଶଯ୍ୟା, ମନୋରମ ପ୍ରକୃତିର କୋଳରେ ହସୁଥିବା ଏହି ଦେବ ସ୍ଥାନର ବି ରହିଛି ତ୍ରେତୟା ଯୁଗ ସହ ସଂପର୍କ । ଜନଶ୍ରୁତି କହେ- ପ୍ରଭୁ ଶ୍ରୀ ରାମଙ୍କର ଏଠି ପଡ଼ିଥିଲା ଚରଣ ରେଣୁ ।
ଏକ ବଡ଼ କ୍ରେନ୍ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଛି ।
ପାହାଡ଼ ପର୍ବତ ଭିତରେ ମହାଦେବଙ୍କ ମନ୍ଦିର । ଚାରିପଟେ ଯୁଆଡ଼େ ଚାହିଁବେ ସିଆଡ଼େ କେବଳ ଜଙ୍ଗଲ ଆଉ ଜଙ୍ଗଲ । ମନ୍ଦିରର ନିର୍ମାଣ ଶୈଳୀ ଦେଖିଲେ ଏହାର ଆୟୁ ଅନୁମାନ କରି ହେଉଥିବ ।
ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ମାତା ସୀତାଙ୍କ ବାପଘର ମିଥିଳାରୁ ଅଯୋଧ୍ୟାକୁ ଆସିଛି ବହୁମୂଲ୍ୟ ଭାର। ସେପଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ, ସାରା ଦେଶର ବିଭିନ୍ନ ମନ୍ଦିରରେ ଆରମ୍ଭ ହୋଇଛି ସ୍ୱଚ୍ଛତା ଅଭିଯାନ।
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆଦର୍ଶକୁ ଦର୍ଶକଙ୍କଠାରେ ପହଞ୍ଚାଇ ହୃଦୟରେ ରାମ ଭକ୍ତି ଜାଗ୍ରତ କରିଥିଲେ ଅନେକ ଅଭିନେତା । ଯାହା ଆଜି ପର୍ଯ୍ୟନ୍ତ ଦର୍ଶକ ଭୁଲି ନାହାନ୍ତି ।
AI ଜାରି କରିଥିବା ରାମଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଗୋଟିଏରେ ଭଗବାନ ରାମ ସ୍ମିତ ହାସ୍ୟ ଦେଉଥିବାବେଳେ ଅନ୍ୟ ଏକ ଫଟୋରେ ରାମଙ୍କ ସୁନ୍ଦର ଫଟୋ ଦେଖିବାକୁ ମିଳୁଛି ।