ଆପଣଙ୍କ ମନରେ ଏ ପ୍ରଶ୍ନ ନିଶ୍ଚିତ ଆସୁଥିବ ଯେ, ଏବେ ଏ ନୂଆ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେଲା। ପୂର୍ବରୁ ବାବରି ମସଜିଦ୍ ଧ୍ୱଂସ ହୋଇଥିଲା.. ହେଲେ ଏଠାରେ ପାରମ୍ପରିକ କ୍ରମେ ପୂଜା ପାଉଥିବା ବିଗ୍ରହ ଗଲେ କୁଆଡ଼େ ?
Published By: Swadesi Megha Mallhar Prusty
Last updated: 25 January 2024, 10:58 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।