ମାତ୍ର ୨ ଟଙ୍କାରେ ଫୁଲକୋବି.. ଗୋଟା ଗୋଟା ଅତି କମରେ ଦେଢ କିଲୋ ହେବ.. କିନ୍ତୁ ବିକ୍ରି ହେଉଛି ମାତ୍ର ୨ ଟଙ୍କାରେ..
ମୌସୁମୀ ଋତୁରେ ବର୍ଷା ଉଭାନ, ସବୁଠି ମରୁଡ଼ି ଆସନ୍ନ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କାରଣରୁ ଖରିଫ ଧାନ ଚାଷ ଏବର୍ଷ ମାଡ଼ ଖାଇବା ଆଶଙ୍କା। ପାଣିପାଗ ବିଭାଗ କହୁଛି- ୧୬ ଜିଲ୍ଲା ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇଛି। ଏଣେ ଚାଷୀ କହିଲେଣି- ତଳି ଜଳିଯାଉଛି ୨ରୁ ୩ଦିନ ଭିତରେ ବର୍ଷା ନହେଲେ ଗଜା ମରୁଡ଼ି ବି ନିଶ୍ଚିତ। ଆସନ୍ନ ମରୁଡ଼ି ଜଳ ଜଳ। ଆକାଶରେ ମେଘ ମାଳ ମାଳ, ହେଲେ ଟୋପାଏ ବର୍ଷୁନି। ଶ୍ରାବଣ ଅଧାରେ ଶୁଖିଲା ଜମିରେ ହଳ କରୁଛି ଚାଷୀ।
ବର୍ଷକୁ ୫ ଏକର ଜମିରେ ଚାଷ କରୁଥିବା ବରଗଡ଼ ବୁଦେଇପାଲି ଗାଁର ଚାଷୀଙ୍କ ବେଦନା ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିବ । ତାଙ୍କ ବାସ ଆଉ ବେଶକୁ ଦେଖିଲେ ଆପଣଙ୍କ ହୃଦୟ ତରଳି ଯିବ ।
ଚାଷ ଉଜାଡ଼ି ଗଲା, ଚାଷୀ ଜୀବନ ହାରିଦେଲେ....ବୁକୁ ଫଟା କାନ୍ଦରେ କମ୍ପିଲା ଗାଁ ଦାଣ୍ଡ....ଏ ଅଦିନିଆ ବର୍ଷା ଅଦିନରେ କଲା ବଡ଼ କ୍ଷତି