• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Farmers

Unique Yellow Watermelons
Unique Yellow Watermelons: ସରକାର ଦେଉଛନ୍ତି ପ୍ରୋତ୍ସାହନ, ହଳଦିଆ ତରଭୁଜ ଚାଷକରି ଲକ୍ଷପତି ଚାଷୀ

ଚାଷ ପାଇଁ ଖର୍ଚ୍ଚ କମ, କିନ୍ତୁ ଲାଭ ମିଳୁଛି ଅଧିକା । ପୂର୍ବରୁ ଆପଣ ଲାଲ୍ ଟହଟହ ତରଭୁଜ ଦେଖିଥିବେ, ହେଲେ ଇଏ ପୂରା ଗାଢ଼ ହଳଦିଆ ତରଭୁଜ । କଥାଟା ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ସତ ।

Special Story: Odisha Farmers Harvest Unique Yellow Watermelons, Yield High Profits
ଖେତରେ ଲାଗିଛି ହଳଦିଆ ତରୁଭୁଜ

ଖେତରେ ଲାଗିଛି ହଳଦିଆ ତରୁଭୁଜ । ଦେଖିବାକୁ ଯେତିକି ସୁନ୍ଦର, ସେତିକି ସୁଆଦିଆ । ଚାଷୀ ପାଇଁ ଖର୍ଚ୍ଚ କମ କିନ୍ତୁ ଲାଭ ବି ମିଳୁଛି ଅଧିକା । ପୂର୍ବରୁ ଆପଣ ଲାଲ୍ ଟହଟହ ତରଭୁଜ ଦେଖିଥିବେ, ହେଲେ ଇଏ ପୂରା ଗାଢ଼ ହଳଦିଆ ତରଭୁଜ । କଥାଟା ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ସତ ।

Cauliflower
ଫୁଲକୋବି ଫୁଲକୋବି.. ଗୋଟା ୨ ଟଙ୍କା !

ମାତ୍ର ୨ ଟଙ୍କାରେ ଫୁଲକୋବି.. ଗୋଟା ଗୋଟା ଅତି କମରେ ଦେଢ କିଲୋ ହେବ.. କିନ୍ତୁ ବିକ୍ରି ହେଉଛି ମାତ୍ର ୨ ଟଙ୍କାରେ..

drought possibility looming large over odisha
ରାଜ୍ୟରେ ମରୁଡ଼ି ଶଙ୍କା ଜଳ ଜଳ: ଶୀଘ୍ର ବର୍ଷା ନହେଲେ ଜଳିଯିବ ଧାନ ତଳି

ମୌସୁମୀ ଋତୁରେ ବର୍ଷା ଉଭାନ, ସବୁଠି ମରୁଡ଼ି ଆସନ୍ନ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କାରଣରୁ ଖରିଫ ଧାନ ଚାଷ ଏବର୍ଷ ମାଡ଼ ଖାଇବା ଆଶଙ୍କା। ପାଣିପାଗ ବିଭାଗ କହୁଛି- ୧୬ ଜିଲ୍ଲା ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇଛି। ଏଣେ ଚାଷୀ କହିଲେଣି- ତଳି ଜଳିଯାଉଛି ୨ରୁ ୩ଦିନ ଭିତରେ ବର୍ଷା ନହେଲେ ଗଜା ମରୁଡ଼ି ବି ନିଶ୍ଚିତ। ଆସନ୍ନ ମରୁଡ଼ି ଜଳ ଜଳ। ଆକାଶରେ ମେଘ ମାଳ ମାଳ, ହେଲେ ଟୋପାଏ ବର୍ଷୁନି। ଶ୍ରାବଣ ଅଧାରେ ଶୁଖିଲା ଜମିରେ ହଳ କରୁଛି ଚାଷୀ।

Farmer
ଚଷାଙ୍କୁ କାଳିଆ ଥୋପ

ବର୍ଷକୁ ୫ ଏକର ଜମିରେ ଚାଷ କରୁଥିବା ବରଗଡ଼ ବୁଦେଇପାଲି ଗାଁର ଚାଷୀଙ୍କ ବେଦନା ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିବ । ତାଙ୍କ ବାସ ଆଉ ବେଶକୁ ଦେଖିଲେ ଆପଣଙ୍କ ହୃଦୟ ତରଳି ଯିବ ।

Odisha Farmers
ଚାଷ ଉଜାଡ଼ି ଗଲା, ଚାଷୀ ଜୀବନ ହାରିଦେଲେ

ଚାଷ ଉଜାଡ଼ି ଗଲା, ଚାଷୀ ଜୀବନ ହାରିଦେଲେ....ବୁକୁ ଫଟା କାନ୍ଦରେ କମ୍ପିଲା ଗାଁ ଦାଣ୍ଡ....ଏ ଅଦିନିଆ ବର୍ଷା ଅଦିନରେ କଲା ବଡ଼ କ୍ଷତି