ଡାକ୍ତର ନିର୍ମାଣ କରାଇଛନ୍ତି ମାଳିଙ୍କ ମୂର୍ତ୍ତି। ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଘଟଣା । ଗଞ୍ଜାମ ବେଲଗୁଣ୍ଠାରେ ଏମିତି ଜଣେ ଡାକ୍ତର ଅଛନ୍ତି ଯିଏ ନିଜ ଅଧିନରେ କାମ କରୁଥିବା ଜଣେ ମାଳିଙ୍କ ପାଇଁ ନିର୍ମାଣ କରିଛନ୍ତି ପ୍ରତିମୂର୍ତ୍ତି । ତାସହ ତାଙ୍କ ସ୍ମୃତିରେ ମେଡିକାଲ୍ ପରିସରରେ ଗଢ଼ି ତୋଳିଛନ୍ତି ଔଷଧୀୟ ବୃକ୍ଷର ସମ୍ଭାର...
Published By: Santosh Kumar Sahoo
Last updated: 24 January 2024, 10:18 AM IST
କେବେ ରାସ୍ତ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରେନି ତ କେବେ କେବେ ଚିକିତ୍ସା ଅଭାବ ବା ଭୁଲ ଇଞ୍ଜେକସନ ପାଇଁ ଯାଏଁ ରୋଗୀର ଜୀବନ । ଷ୍ଟ୍ରେଚରରେ ବୁହା ହୋଇ ନଦୀ, ବିଲ ପାର୍ କରି ଆମ୍ବୁଲାନ୍ସ ପାଖେ ପହଞ୍ଚିବାର ଘଟଣା ସବୁ ତ ନିତିଦିନିଆ କଥା ହୋଇଗଲାଣି ।