• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କ ଦେହାନ୍ତ ହୋଇଛି । SCBରେ ଚିକିତ୍ସାଧୀନ ଅବସ୍ଥାରେ ୬୯ ବର୍ଷ ବୟସରେ ପରଲୋକ ହୋଇଛି । ଏନେଇ ସୂଚନା ଦେଲେ ହସ୍ପିଟାଲ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର । ମସ୍ତିଷ୍କାଘାତ ପାଇଁ ନିକଟରେ ଅସ୍ତ୍ରୋପଚାର କରାଯାଇଥିଲା ।