ଶବକୁ ମିଳୁନି କାନ୍ଧ। ୨୪ ଘଣ୍ଟା ହେଲା ଘରେ ପଡ଼ି ରହିଛି ମୃତଦେହ। ଶବ ଦାହ ପାଇଁ ରାଜି ହେଉ ନାହାନ୍ତି ଗ୍ରାମବାସୀ।
ମିଳିଲାନି ଆମ୍ବୁଲାନ୍ସ। ଗାଡ଼ି ଭଡ଼ା ଦେବାକୁ ନଥିଲା ଟଙ୍କା। ତେଣୁ ବାପଘର ଲୋକେ ମହିଳାଙ୍କ ମୃତଦେହକୁ ୨୦ କିଲୋମିଟର କୋକେଇରେ ବୋହି ଶାଶୁ ଘରକୁ ନେଇଥିଲେ।
ହାଇଟେକ୍ ହସ୍ପିଟାଲ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଯେଉଁ ଦିଲୀପ ସାମନ୍ତରାୟ ବୋଲି ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି ।
ମଶାଣିରୁ ଗାଏବ ହୋଇଯାଉଛି ଗୋଟିଏ ପରେ ଗୋଟିଏ ଶବ... ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ୨ ବର୍ଷ ପୂର୍ବରୁ ମଧ୍ୟ ଏମିତି ଶବ ଗାଏବ ହେଉଥିଲା।
ମଶାଣିରୁ ଗାଏବ ହୋଇଯାଉଛି ଗୋଟିଏ ପରେ ଗୋଟିଏ ଶବ.. ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସମ୍ପୂର୍ଣ୍ଣ ସତ.. ଦୁଇ ବର୍ଷ ପୂର୍ବରୁ ମଧ୍ୟ ଏମିତି ଶବ ଗାଏବ ହେଉଥିଲା.. ଏବେ ପୁଣି ଏଇ ଘଟଣାର ପୁନରାବୃତ୍ତି ଘଟିଛି...
ଖରସ୍ରୋତା ବୁଡ଼ି ଘଟଣାରେ ୬ ଜଣଙ୍କ ମୃତଦେହ ଉଦ୍ଧାର। ସମସ୍ତଙ୍କ ମୃତଦେହ ଉଦ୍ଧାର ପରେ ସର୍ଚ ଅପରେସନ ବନ୍ଦ ରହିଛି । ମୃତକମାନେ ସମସ୍ତେ ଗୋଟିଏ ବଂଶର ଯୁବକ । ଶୁକ୍ରବାର ଦିନ ହୋଲି ସ୍ନାନ ବଳେ ଭାସି ଯାଇଥିଲେ । ପ୍ରଥମ ଦିନରେ ୨, କାଲି ୩ ଓ ଆଜି ଜଣକ ମୃତଦେହ ଉଦ୍ଧାର କରାଯାଇଛି ।
ଗତ ୨୬ ତାରିଖ ଦିନ ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳପ୍ରପାତରେ ଡେଇଁ ନିଖୋଜ ଯୁବକ ଯୁବତୀ ନିଖୋଜ ଥିଲେ। ଉଭୟେ ଏକ ବାଇକରୁ ଓହ୍ଲାଇ ଦୁଇ ଜଣ ଜଳ ପ୍ରପାତରେ ଡେଇଁ ପଡିଥିଲେ। ଜଳପ୍ରପାତ ନିକଟରୁ ବାଇକ୍, ପୋଷାକ, ସୁଇସାଇଡ୍ ନୋଟ୍ ମିଳିଥିଲା।