• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Magha Mela
ସନ୍ଥଙ୍କ ସାଧନାର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଖଲିଆପାଲି ପୀଠହିଁ ସନ୍ଥ ବୀମ ଭୋଇଙ୍କ ସିଦ୍ଧି ଓ ସାଧନାର ପୀଠ । ଯେଉଁଠି ମାଘ ଚତୁର୍ଦ୍ଦଶୀଠାରୁ ଆରମ୍ଭକରି ପାଂଚଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ ବିରାଟ ମାଘମେଳା ।

Odia entrepreneurs
ବଡ଼ଙ୍କୁ ରେଡ୍ କାର୍ପେଟ୍, ଛୋଟଙ୍କୁ ଛି

ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା। ଏଭଳି ଅଭିଯୋଗ ଆଣି ଯୁବ ଉଦ୍ୟୋଗୀ ସାକ୍ୟସିଂହ ମହାପାତ୍ର ନିକଟରେ ସୋସିଆଲ୍ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେବଳ ଓଡ଼ିଆ ଉଦ୍ୟୋଗୀ ନୁହେଁ, ରାଜ୍ୟରେ ବଡ଼ ଶିଳ୍ପକୁ ଛାଡ଼ିଦେଲେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବି ଲାଞ୍ଛିତ ହେଉଥିବା ନେଇ ଉଦବେଗ୍ ପ୍ରକାଶ କରିଛି ଶିଳ୍ପସଂଘ.

Locals allege negligence work
ଭୋଟ୍ ସରିଗଲେ କିଏ କାହାର

ଭୋଟ୍ ପାଖେଇଲେ ପ୍ରତିଶ୍ରୁତିର ପାହାଡ଼, ଭୋଟ୍ ସରିଗଲେ କିଏ କାହାର। ନେତାଙ୍କୁ ଜନତାଙ୍କ ଏଇ ଆକ୍ଷେପ ସାରା ରାଜ୍ୟରେ। ତେବେ ଏ ଆକ୍ଷେପ ମନଗଢ଼ା ନୁହେଁ, ଜୀବନ୍ତ ପ୍ରମାଣ ସହ ଦେଉଛନ୍ତି। କେମିତି ଜାଣିବାକୁ ଯିବ ଚୌଦ୍ବାର ଓ କେନ୍ଦ୍ରାପଡ଼ାକୁ। ପିଇବା ପାଣିରୁ ପୋଲ ଯାଏଁ ସବୁଠି ମୌଳିକ ସୁବିଧା ପୂରଣରେ ଅବହେଳାକୁ ନେଇ ଅଭିଯୋଗ-କହିଥିଲେ,କଲେନି..

Emar Matha
ପୁଣି ଖୋଳା ଚାଲିଛି ଏମାର ମଠ; ମାଟି ତଳେ ପୋତି ରହିଛି କି ଦୁର୍ଲଭ ଜିନିଷ ?

ଏମାର ମଠ ମାଟି ତଳେ କିଛି କୋଠରୀ ଅଛି କି? ମାଟି ତଳେ କିଛି ଦୁର୍ଲଭ ଜିନିଷ ପୋତି ରହିଛି କି? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରୁଛି ସମସ୍ତଙ୍କ ମନରେ।

Odia entrepreneurs
ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା; ଉଦବେଗ୍ ପ୍ରକାଶ କଲା ଶିଳ୍ପସଂଘ

କେବଳ ଓଡ଼ିଆ ଉଦ୍ୟୋଗୀଙ୍କ ପ୍ରତି ରାଜ୍ୟ ସରକାର କରୁଥିବା ଅନ୍ୟାୟ ଓ ଅଣଦେଖାକୁ ଲୋକଲୋଚନକୁ ଆଣୁଛନ୍ତି । ରାଜ୍ୟ ସରକାର ବିଦେଶୀ ପୁଞ୍ଜିପତିଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେଇ ରାଜ୍ୟକୁ ଆଣୁଛନ୍ତି ।

Locals allege negligence work
ଭୋଟ୍ ବେଳେ ପ୍ରତିଶ୍ରୁତି ପାହାଡ଼, ସରିଗଲେ କିଏ କାହାର...ସ୍ବାଧୀନତାର ୭୫ବର୍ଷ ପରେ ମିଳୁନି ମୌଳିକ ସୁବିଧା

ଭୋଟ୍ ବେଳେ ପ୍ରତିଶ୍ରୁତି ପାହାଡ଼, ଭୋଟ୍ ସରିଗଲେ କିଏ କାହାର । ସ୍ବାଧୀନତାର ୭୫ବର୍ଷ ପରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ପାଦଚଲା ରାସ୍ତା ଓ ଗୋଳିଆ କୂଅ ପାଣିରେ ବିତୁଛି ଜୀବନ ।

Commissionerate Police
ରାଜଧାନୀରେ ଲୁଟେରାଙ୍କ ଆତଙ୍କ; ଏଣିକି ଆପାର୍ଟମେଣ୍ଟ ଜଗିବ ‘ବାହଦୂର’ ଡିଭାଇସ୍‌

କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା । ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସହ ଆଲୋଚନା କଲେ ପୋଲିସ କମିଶନର । ଘରେ ‘ବାହାଦୂର’ ଡିଭାଇସ ଲଗାଇବାକୁ ଦେଲେ ପରାମର୍ଶ...

Biramaharajpur declared as NAC
ଆନ୍ଦୋଳନ ପରେ ଶୁଣିଲେ ସରକାର, ବୀରମହାରାଜପୁର ହେଲା NAC ଘୋଷଣା

ସରକାରଙ୍କ ବଡ଼ ଘୋଷଣା । ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଯାହାଫଳରେ  ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫କୁ ବୃଦ୍ଧି ହୋଇଛି ।

Fire
ଯିଏ ଶୁଣୁଛି ସିଏ କହୁଛି, ଏମିତି ଜୋଇଁ ସମସ୍ତଙ୍କୁ ମିଳୁ..

ନିଆଁ ସିନା ସବୁ ଜାଳିପୋଡ଼ି ସାରିଦେଲା... କିନ୍ତୁ ସଂପର୍କର ବନ୍ଧନ ସାତ ଜନ୍ମ ପାଇଁ ସାଥୀ ହେବାକୁ କଥା ଦେଇଥିବା ମଣିଷ, ବଦଳିଲାନି... କେବଳ ଶାଢୀ ଖଣ୍ଡିଏରେ ସବୁଦିନ ପାଇଁ ହୀରାମଣିଙ୍କୁ ବୋହୂ କରି ନେବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି। ଆଉ ଏ କଥା ଯିଏ ଶୁଣୁଛି ସିଏ କହୁଛି, ଏମିତି ଜୋଇଁ ସମସ୍ତଙ୍କୁ ମିଳୁ।

Koraput
ଆସିଛି ଫଗୁଣ....ସଜେଇ ହୋଇଛି କୋରାପୁଟ

ସଜେଇ ହୋଇଛି କୋରାପୁଟ । ନିର୍ମଳ ଆକାଶ, ପୁଷ୍ପରାଜି, ପକ୍ଷୀ କାକଳିରେ ପୁରି ଉଠୁଛି ପରିବେଶ । ବାଟରେ ଯାଉଥିବା ପଥିକଟିଏ ବି ଅଟକି ଯାଉଛି । ଆମ୍ବ ଗଛରେ ହସୁଥିବା ବଉଳର ବାସ୍ନାରେ ସେ ହେଉଛି ବିମୋହିତ ।

Nuapada
ଭଙ୍ଗା ଘର, ଜରି ପାଲ ତଳେ ଜୀବନ

ଭଙ୍ଗା ଦଦରା ଘରଟିଏ। ଘରର ଅଧା କାନ୍ଥ ମାଟିରେ ମିଶି ଗଲାଣି… ଚାଳ ନଇଁ ତଳେ ଲାଗିଲାଣି। ଦଲକାଏ ପବନ ଅସରାଏ ବର୍ଷାରେ କେତେବେଳେ ବି ମାଟିରେ ମିଶିଯିବ ଠିକ୍ ନାହିଁ।

Doctor
ବିଦେଶରେ ନାମଜାଦା ଡାକ୍ତର, ହେଲେ ମନ ଗାଁରେ

ବିଦେଶରେ ନାମଜାଦା ଡାକ୍ତର, ହେଲେ ମନ ଗାଁରେ । ସୁଦୂର ଲଣ୍ଡନରେ ଜଣେ ଲୋକପ୍ରିୟ ଡାକ୍ତର । ବିପୁଳ ସଫଳତା, ଅର୍ଥ, ପଦମର୍ଯ୍ୟାଦା, ପ୍ରାଚୁର୍ଯ୍ୟର ଗହଳି ଭିତରେ ସହଦେବ ଭୁଲି ନାହାନ୍ତି ନିଜର ଗାଁ ମାଟି, ପ୍ରିୟ ବିଦ୍ୟାଳୟ ଓ ପ୍ରିୟ ପରିଜନଙ୍କୁ । ବିଦ୍ୟାଳୟରେ ପିଲାମାନଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ଖୋଲିଛନ୍ତି ଶୋଭାଦେବୀ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ।

Khandagiri Yatra
ଖଣ୍ଡଗିରି ଯାତ୍ରାରେ ଡବଲ ଶୋ'କୁ ନେଇ ହଙ୍ଗାମା, ରାସ୍ତାକୁ ଓହ୍ଲାଇଲେ ବିଜେପି କର୍ପୋରେଟର

ଏବେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଯାତ୍ରାରେ ଡବଲ ଶୋ’ କିଭଳି ପରିସ୍ଥିତିରେ ହେଉଛି ଏଥିଲାଗି କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି କର୍ପୋରେଟର।

ଅଠରନଳା ଐତିହ୍ୟ ସେତୁରେ ‘ଫାଟ’
ପୁରୀ ଅଠର ନଳାରେ ଫାଟ ଜଳଜଳ; ରିଟେନିଂ ୱାଲ ବି ଦୁର୍ବଳ

ବିପଦରେ ଶ୍ରୀଜଗନ୍ନାଥ ଧାମର ପ୍ରବେଶ ପଥ- ଅଠରନଳା। ଏହି ଐତିହ୍ୟ ସେତୁର ଖମ୍ବ ଫାଟି ଆଁ କଲାଣି, ଭାସ୍କର୍ଯ୍ୟ ଭୁଷୁଡ଼ି ଗଲାଣି। ଏମିତିକି ଆବର୍ଜନା ପାଣି ପଶି ଗନ୍ଧରେ ଫାଟୁଛି ଅଠରନଳା ପରିବେଶ। ଏହାକୁ ନେଇ ବୁଦ୍ଧିଜୀବୀ ଓ ଗବେଷକ ଅସନ୍ତୋଷ ଝାଡ଼ିଥିବା ବେଳେ ASI କହିଛି, ସୃଷ୍ଟି ହୋଇଥିବା ଫାଟ ଯୋଗୁଁ କୌଣସି ବିପଦ ଆଶଙ୍କା ନାହିଁ। ଖୁବ୍‌ଶୀଘ୍ର ମରାମତି କରାଯିବ ।

  • Saturday, 24 February 2024
  • Puri
BMC Commissioner
ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା !

ବିଏମ୍‌ସି, ବିଜୟ ଆଉ ବଦଳି। ଭାରି ପଡ଼ିଲା କର୍ପୋରେଟରଙ୍କ ବୈଠକ ଭତ୍ତା ବୃଦ୍ଧି ଘୋଷଣା। ଗଣମାଧ୍ୟମକୁ ଗତକାଲି ସକାଳେ ବୟାନ ଦେଲେ, ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଉ ଆଜି ସରକାର ସିଧାସଳଖ ବଦଳି କରିଦେଲେ। ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ହଠାତ୍ ବଦଳିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଚର୍ଚ୍ଚା କାହିଁକି ଯେକେହି ବିଏମ୍‌ସି କମିଶନର ବନୁଛନ୍ତି, ତାଙ୍କର ଶନିଦଶା ଆରମ୍ଭ ହୋଇଯାଉଛି।

MV Debi
ଆଇନ ଜାଲରେ ଜାହାଜ MV ଦେବୀ; ବନ୍ଦର ଭଡ଼ା ବାବଦକୁ ଦେଇନାହିଁ ୮ କୋଟି

୨ ଶହ କୋଟିରୁ ଅଧିକ ଟଙ୍କାର କୋକେନ ଜବତ ହୋଇଥିବା ଭିଏତନାମ ଜାହାଜ MV ଦେବୀ ପାଇଁ ନୂଆ ଅଡୁଆ। ପାରାଦୀପ ବନ୍ଦରରେ ଅଟକ ଥିବା ଏହି ଜାହାଜ ଏବେ ସହଜରେ ମୁକୁଳିବାର ସମ୍ଭାବନା କମ୍।

ଅଠରନଳା ଐତିହ୍ୟ ସେତୁରେ ‘ଫାଟ’
ଅଠରନଳା ଐତିହ୍ୟ ସେତୁରେ ‘ଫାଟ’...ଆବର୍ଜନା ପାଣି ଗନ୍ଧରେ ଫାଟୁଛି ପରିବେଶ...

ବିପଦରେ ଶ୍ରୀଜଗନ୍ନାଥ ଧାମର ପ୍ରବେଶ ପଥ- ଅଠରନଳା। ଏହି ଐତିହ୍ୟ ସେତୁର ଖମ୍ବ ଫାଟି ଆଁ କଲାଣି, ଭାସ୍କର୍ଯ୍ୟ ଭୁଷୁଡ଼ି ଗଲାଣି।

BMC Commissioner
ବିଏମ୍‌ସି କମିଶନର ପଦବୀରେ ବୁଲୁଛି ଖଣ୍ଡା, ବିବାଦରେ ପଡି ହଠାତ୍ ବଦଳୁଛନ୍ତି ଅଫିସର୍‌

ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା! ସକାଳେ ଗଣମାଧ୍ୟମକୁ ସୂଚନା ଦେଲେ ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଜି ହଠାତ୍ କୁଲାଙ୍ଗେଙ୍କୁ ବଦଳି କରିଦିଆଗଲା।

English question paper leaked
ପିଛା ଛାଡୁନି ବିବାଦ; ସିସିଟିଭି ଲାଗିଛି, ଏଆଇ ଜଗିଛି...ତଥାପି ଇଂରାଜୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ !

ମାଟ୍ରିକ୍ ପରୀକ୍ଷା ପିଛା ଛାଡୁନି ବିବାଦ। ଇଂରାଜୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ହଇଚଇ। ଅଭିଭାବକଙ୍କ ଉଦବେଗ, ବୋର୍ଡ କର୍ତ୍ତୃପକ୍ଷଙ୍କ ଖଣ୍ଡନ। ସମୟ ଆଗରୁ ପ୍ରଶ୍ନପତ୍ର ଖୋଲାଯାଇଥିବା ଧରିଲା AI ।

Bhubaneswar Municipal Corporation
ନୂଆ BMC କମିଶନର ହେଲେ ରାଜେଶ ପ୍ରଭାକର ପାଟିଲ

ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର । ରାଜେଶ ପ୍ରଭାକର ପାଟିଲ ହେଲେ BMC କମିଶନର । ୨୦୦୫ ବ୍ୟାଚର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ

new Commissioner Rajesh Patil
ନିଜେ ନିଜେ ନିଷ୍ପତ୍ତି ନେବା କୁଲାଙ୍ଗେଙ୍କୁ ପଡ଼ିଲା କି ମହଙ୍ଗା ? ବଦଳିଲେ BMC କମିଶନର... 

ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର । ନୂଆ କମିଶନର ହୋଇଛନ୍ତି ୨୦୦୫ ବ୍ୟାଚର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ୍‌ ।

Matric Exam
ବିଭ୍ରାନ୍ତ ପାଇଁ ଅଭିଯୋଗ, ଲିକ ହୋଇନି ପ୍ରଶ୍ନପତ୍ର: ବୋର୍ଡ ଉପସଭାପତି

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ଉପସଭାପତି । କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନଥିବା କହିଲେ ନିହାର ରଂଜନ ମହାନ୍ତି ।

  • Saturday, 24 February 2024
  • Matric
34 new Notified Area Councils
ଗଠନ ହେଲା ୩୪ଟି ନୂଆ NAC...୫ ଏନ୍‌ଏସି ହେଲା ମ୍ୟୁନିସିପାଲିଟି...

ରାଜ୍ୟରେ ଆଉ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ୫ ଏନ୍‌ଏସିକୁ ମ୍ୟୁନିସିପାଲିଟି ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

Matric Exam
AI କ୍ୟାମେରା ଧରିଲା ମାଟ୍ରିକ ପରୀକ୍ଷାରେ ତ୍ରୁଟି

ମାଟ୍ରିକ ପରୀକ୍ଷା ଇଂରାଜୀ ବିଷୟରେ ପରୀକ୍ଷା ବେଳେ ବିଭ୍ରାଟ ଓ ତ୍ରୁଟି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି । ଭଦ୍ରକର ମଦନମୋହନ ହାଇସ୍କୁଲରେ ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟର ପୂର୍ବରୁ ଖୋଲାଯାଇଥିଲା ।

Rainfall in several parts of Odisha
ଓଃ କି ଶାନ୍ତି...ନିଦାଘ ତାତିରୁ ମିଳିଲା ନିସ୍ତାର...ଆକାଶରୁ ଝରିଲା ଜୀବନ ବିନ୍ଦୁ...

ବଢୁଥିବା ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ମେଘୁଆ ପାଗ ସହ ଗତକାଲି ରାତିରୁ ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ହୋଇଛି ବର୍ଷା । ଫଳରେ ତଳ ମୁହାଁ ହୋଇଛି ପାରଦ । ଆଜିଠୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।