ସଞ୍ଜ ନଇଁଲେ ଥାନା ପରିସରରେ ରୁଣ୍ଡ ହେଉଛନ୍ତି ପିଲାଏ । କିଏ ଦୋଳି ଖେଳୁଛି ଆଉ କିଏ ସେଲ୍ଫି ନେଉଛି, ଆଉ କିଏ କେତେକ ଖସଡ଼ା, ଚକ୍ର ଘୁରିବାରେ ବ୍ୟସ୍ତ l ଥାନା ପରିସର ପୁରା ଚକାଚକ, ସୁନ୍ଦର ଫୁଲ ଓ ରଙ୍ଗୀନ ଲାଇଟ୍ ବି ରହିଛି । ଗଞ୍ଜାମ ଜିଲ୍ଲାର ଧରାକୋଟ୍ ଥାନା ପରିସରରେ ଲୋକଙ୍କ ଭିଡ଼ ।
Published By: Tanmay Kumar Mahalik
Last updated: 26 February 2024, 09:02 AM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।