ପୋଲିସ ଡାଏରୀରେ ଠକ ପ୍ରେମିକର କଳା କାରନାମା
ଯେଉଁ ରାସ୍ଥା ଦେଇ ଯମ ଯିବାକୁ ଭୟ କରିବ ସେହି ରାସ୍ଥା ହିଁ ଲୋକଙ୍କ ଭରସା । ନିଜ ପଞ୍ଚାୟତକୁ ଯିବାକୁ ନାହିଁ ନିତିଦିନିଆ ରାସ୍ଥା, ରାସନ ସାମଗ୍ରୀ ପାଇଁ ଗାଁ ଲୋକଙ୍କୁ ଚାନ୍ଦା କରି ଟ୍ରାକ୍ଟରରେ ଯିବାକୁ ପଡୁଛି।
ଭେଜ ତଥା ନିରାମିଷ ଖାଉଥିବା ଲୋକଙ୍କ ପାଇଁ ଛତୁ ହେଉଛି ନନଭେଜ୍। ଏହା ବର୍ତ୍ତମାନ ସମୟରେ ଏକ ପ୍ରମୁଖ ଖାଦ୍ୟ । ଆପଣ ହୋଟେଲକୁ ଯାଆନ୍ତୁ ଅବା ରେଷ୍ଟରାଣ୍ଟକୁ ସମସ୍ତଙ୍କ ଥାଳିରେ ମସରୁମ୍ ଚିଲି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମସରୁମ୍ ଡିସ୍ ଦେଖିବାକୁ ପାଇବେ। ତେବେ ଏହି ଛତୁ ଚାଷ ଆଜି ସ୍ୱାବଲମ୍ବୀ କରିପାରିଛି
ଏଠି ପାନ ଖାଇଲେ ଗୀତ ଗାଇବାକୁ ମନ ହୁଏ। ଖାଇକେ ପାନ ବନାରସ ବାଲା…ଖୁଲଯାଏ ବନ୍ଦ ଅକଲ କା ତାଲା…
ଭାରତ ସରକାରଙ୍କ 'ସାଇବର ସାନିଟେସନ୍ ସେଣ୍ଟର', ଯାହା ବୋଟ୍ନେଟ୍ କ୍ଲିନିଂ ଏବଂ ମାଲ୍ୱେର୍ ଆନାଲିସିସ୍ ସେଣ୍ଟର ଭାବରେ ମଧ୍ୟ ଜଣାଶୁଣା, ଏକ ମାଗଣା ବୋଟ୍ନେଟ୍ ଡିଟେକ୍ସନ୍ ଏବଂ ରିମୁଭାଲ ଟୁଲ୍ସ ପ୍ରସ୍ତୁତ କରିଛି। ଏହି ଆପ୍ ଯେକୌଣସି ପ୍ରକାରର ବଟ୍ ଆପ୍, ମାଲ୍ୱେର୍ ଏବଂ ଭାଇରସ୍ ଚିହ୍ନଟ କରିବାରେ ସକ୍ଷମ ହେବ।
ବର୍ଷ ବର୍ଷର ଆଇନର ଲଢେଇ ପରେ ଏବେ ଛାତିଫଟା ଖୁସି ବି ନିଅଣ୍ଟ ପଡୁଛି। ୮ ବର୍ଷରେ ଘଟିଥିବା ଗୋଟି ଗୋଟି କାହାଣୀ କହୁଛନ୍ତି ଜୟପୁରର ନିରଞ୍ଜନ ଦାଶ।
ଯୁଆଡେ ଦେଖିବେ ଖାଲି ବଡ ବଡ କୋଠା। ହେଲେ ନାହିଁ ବର୍ଣ୍ଣ କେୟାର ୟୁନିଟ୍। ଦକ୍ଷିଣ ଓଡ଼ିଶାର ସବୁଠାରୁ ସବୁଠାରୁ ପ୍ରମୁଖ MKCG ମେଡିକାଲରେ ପରିତାପର ବିଷୟ।
ଦାରିଦ୍ରତାର ନଗ୍ନ ଚିତ୍ର । ଜଣେ ହ୍ୱିଲ୍ ଚେୟାରରେ ତ ଆଉ ଜଣେ ଦେଖିପାରୁନାହାନ୍ତି । ସରକାର ଦେଉଥିବା ଚାଉଳ ଗଣ୍ଡେ ହିଁ ଏମାନଙ୍କର ସାହା ଭରସା । ହେଲେ ସେତକରୁ ମଧ୍ୟ ବଞ୍ଚିତ ଏମାନେ ।
ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ । ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିରଳ ଚିତ୍ର । ଏଠି ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ ।
ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ଗାଁର ଅଧିକାଂଶ ଯୁବକ ଦେଶ ସେବାରେ ନିୟୋଜିତ । ଏହି ଗାଁର ସଭିଙ୍କ ମନରେ ଦେଶ ପ୍ରତି ସ୍ନେହ ଓ ଭଲପାଇବା ରହିଛି । ଗାଁରେ ପିଲା ଜନ୍ମ ହେବାକ୍ଷଣି ମନରେ ଦେଶସେବା ପାଇଁ ଉତ୍ସାହ ଭରିଦିଏ ଗାଁର ବାତାବରଣ ।
ମହାପ୍ରଭୁଙ୍କ ଜଗନ୍ନାଥ ବଲ୍ଲଭରେ ଅବସ୍ଥିତ ପ୍ରମୋଦ ଉଦ୍ୟାନର ପରିବେଶ ବଦଳି ଯାଇଛି। ପୂର୍ବପରି ଆଉ ଜଙ୍ଗଲ ଭରା ପରିବେଶ ନାହିଁ। କୋଇଲିର ଶବ୍ଦ ଶୁଭୁ ନାହିଁ କି ଶୁଆ,ସାରିଙ୍କ ବସା ନାହିଁ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ବହୁ ସ୍ଥାନ କଂକ୍ରିଟ ଉଦ୍ୟାନ ପାଲଟିଛି।
ଦାରିଦ୍ରତାର ଏହା ହେଉଛି ନଗ୍ନ ଚିତ୍ର । ଜଣେ ହ୍ୱିଲ୍ ଚେୟାରରେ ତ ଆଉ ଜଣେ ଦେଖିପାରୁନାହାନ୍ତି । ଦୁହେଁ ବାହାରିଛନ୍ତି ୧୫ କିମି ବାଟ ଚାଲିବେ । ଏତକ ବାଟ ଚାଲି ଗଲେ କଟି ଥିବା ରାସନ କାର୍ଡରେ ନା ଆଉ ଥରେ ଯୋଡ଼ିବାକୁ ଅନୁରୋଧ କରିପାରିବେ...
ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ । କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ ।
ଉତ୍ତରପ୍ରଦେଶର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବାବା ବିଶ୍ୱନାଥ। ଯିଏ ସମଗ୍ର ବିଶ୍ୱର ଅଧିପତି ସେ ହେଉଛନ୍ତି ଭଗବାନ ବିଶ୍ୱନାଥ ଶଙ୍କର। ଗଙ୍ଗା ନଦୀର ପାଖରେ ରହିଛି ଭାରତର ଏହି ପ୍ରମୁଖ ତଥା ପ୍ରସିଦ୍ଧ ନଗରୀ । ଜାଣନ୍ତୁ କାଶୀ ବିଶ୍ୱନାଥକୁ ନେଇ ଅନେକ ଅକୁହା କଥା ଓ କାହାଣୀ...
ସରିବ ସରିବ ହେଉଛି , ସରୁନି ଜୟପୁର DHH କାମ । ମନ୍ଥର ଗତିରେ ଚାଲିଛି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାମ । ଆସୁନାହାଁନ୍ତି ପ୍ରଶାସନିକ ଅଧିକାରୀ, ନାହିଁନ୍ତି ବିଶେଷଜ୍ଞ ଡାକ୍ତର
୧୯୧୬ ମାର୍ଚ୍ଚ ୫ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ।
'ମୋଦିଙ୍କୁ ଭେଟିବାକୁ ଯିବା ବେଳେ ପୋଲିସ ନ ଅଟକାଉ' । ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ଦେଲେ ପିହୁର ମାଆ ।
ନା ସେ ଥିଲା ଦେଶର କୌଣସି ସୈନିକ...ନା କୌଣସି ଶତ୍ରୁପକ୍ଷର ଗୁଳିରେ ତା’ର ହୋଇଛି ବୀରଗତି ପ୍ରାପ୍ତ। ତଥାପି ସେ ଯେଉଁ ମହତ୍ କାମ କରି ଆରପାରିକୁ ଚାଲିଯାଇଛି ଆଜି ତାକୁ ସଲାମ୍ ଜଣାଉଛି ପୋଲିସ, ସାବାସୀ ଦେଉଛନ୍ତି ୮ ବର୍ଷର ପୁଅ ଶୁଭଜିତକୁ ସମସ୍ତେ ।
କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ? ୯ ବାଂଲାଦେଶୀଙ୍କ ପାସପୋର୍ଟ ସିଜ୍ କରି ପୁରୀ ପୋଲିସର ତନାଘନା। ଘଟଣା ରୋକିବାକୁ ମନ୍ଦିର ଆଇନରେ ପରିବର୍ତ୍ତନ ଦାବି କଲେ ଭକ୍ତ- ସେବକ। ଶ୍ରୀମନ୍ଦିର ପ୍ରଶାସନ କହିଲା ଘଟଣାକୁ ଗୁରୁତ୍ବର ସହ ନେଇଛୁ ।
ନା ସେ ଥିଲା ଦେଶର କୌଣସି ସୈନିକ । ନା କୌଣସି ଶତ୍ରୁପକ୍ଷର ଗୁଳିରେ ତା’ର ହୋଇଛି ବୀରଗତି ପ୍ରାପ୍ତ । ତଥାପି ସେ ଯେଉଁ ମହତ୍ କାମ କରି ଆରପାରିକୁ ଚାଲିଯାଇଛି ଆଜି ତାକୁ ସଲାମ୍ ଜଣାଉଛି ପୋଲିସ ।
କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ନାମାଙ୍କନ ବେଳେ ଅପରାଧିକ ତଥ୍ୟ ଲୁଚାଇଥିବାରୁ ରାୟ ।
କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ? ୯ ବାଂଲାଦେଶୀଙ୍କ ପାସପୋର୍ଟ ସିଜ୍ କରି ପୁରୀ ପୋଲିସର ତନାଘନା ।
ତ୍ରୁଟି ସଂଶୋଧନ ବା ଅପ୍ଡେଡ୍ କରିବାକୁ ହେଲେ ଆପଣଙ୍କୁ ଅନ୍ଲାଇନ୍ ଜରିଆରେ ନିଜର ଅସଲି ପରିଚୟ ପତ୍ର ଓ ଠିକଣା ପ୍ରମାଣ ପତ୍ର ଦେବାକୁ ପଡ଼ିବ ।
ଦୁର୍ବଳ ହେଲାଣି ଚାନ୍ଦବାଲି ବୈତରଣୀ ସେତୁ । ବ୍ରିଜର ଆପ୍ରୋଚ ରୋଡ୍ରେ ଅଢ଼େଇ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ଚାନ୍ଦବାଲି ବୈତରଣୀ ବ୍ରିଜ୍ ୪ଟି ଜିଲ୍ଲାର ଗମନା ଗମନରେ ମାଧ୍ୟମ ସାଜିଥିବା ବେଳେ ଏବେ ଭାରି ଯାନ ପାଇଁ ବଢ଼ିଲାଣି ବିପଦ ଆଶଙ୍କା ..
ନବୀନ ସରକାରଙ୍କୁ ଗୁହାରୀ କରୁଛି ମୋତେ ଘର ଖଣ୍ଡ ଦିଅ, ମୁଁ ମୋର ଦୁଇ ପିଲାଙ୍କୁ ଧରି ଭଲରେ ରହିବି l ଏଭଳି କହି ସରକାରଙ୍କୁ ଗୁହାରୀ କରିଛନ୍ତି ଜଣେ ୭୦ ବର୍ଷୀୟା ବୃଦ୍ଧା । ଆବାସ ଘର ପାଇଁ ୨୦ ବର୍ଷ ହେଲା ଗୁହାରୀ ଜରି କରି ଥକି ଗଲେଣି ହେଲେ ଆବାସ ଯୋଜନାରେ ଘର ଖଣ୍ଡ ମିଳୁନାହିଁ । ଏଭଳି ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ମାତାକୁପା ଗାଁରେ …