• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Aul

Doctor
ବିଦେଶରେ ନାମଜାଦା ଡାକ୍ତର, ହେଲେ ମନ ଗାଁରେ

ବିଦେଶରେ ନାମଜାଦା ଡାକ୍ତର, ହେଲେ ମନ ଗାଁରେ । ସୁଦୂର ଲଣ୍ଡନରେ ଜଣେ ଲୋକପ୍ରିୟ ଡାକ୍ତର । ବିପୁଳ ସଫଳତା, ଅର୍ଥ, ପଦମର୍ଯ୍ୟାଦା, ପ୍ରାଚୁର୍ଯ୍ୟର ଗହଳି ଭିତରେ ସହଦେବ ଭୁଲି ନାହାନ୍ତି ନିଜର ଗାଁ ମାଟି, ପ୍ରିୟ ବିଦ୍ୟାଳୟ ଓ ପ୍ରିୟ ପରିଜନଙ୍କୁ । ବିଦ୍ୟାଳୟରେ ପିଲାମାନଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ଖୋଲିଛନ୍ତି ଶୋଭାଦେବୀ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ।

Accident
ଦେଖାଗଲାନି ରାସ୍ତା ! ପିଟି ହୋଇଗଲେ ବସ୍-ଟ୍ରକ୍, ଲିଭିଗଲା ୩ ଜୀବନ ଦୀପ

ଅବେଳରେ ଆଖି ବୁଜିଲେ ୩ ଜଣ, ମୃତ୍ୟୁସହ ଲଢୁଛନ୍ତି ଆଉ ୩ ।

Bees
ଭିନ୍ନ ମଣିଷ : ମହୁମାଛିଙ୍କୁ ଖୁଆଇବା ପରେ ଖୋଲନ୍ତି ଦୋକାନ

ନିଆରା ମଣିଷ । ଦୋକାନ ଖୋଲିବା ପୂର୍ବରୁ ଆସି ଅପେକ୍ଷା କରନ୍ତି ମହୁମାଛି...ପ୍ରଥମେ ସେମାନଙ୍କୁ ଖାଇବାକୁ ଦେଲେ ପାନ ଭାଙ୍ଗିବା ସିଏ ଆରମ୍ଭ କରନ୍ତି । ଶହଶହ ସଂଖ୍ୟାରେ ମହୁମାଛି ଉଡୁଥିଲେ ବି କାହାର କିଛି କ୍ଷତି କରନ୍ତି ନାହିଁ

Aul Bridge Problem
ସ୍ୱପ୍ନ ପୂରଣ କରିବାକୁ ଲାଗିଗଲା ୪୦ ବର୍ଷ ! ଜାଣନ୍ତୁ କ'ଣ ଥିଲା ଘଟଣା ?

କେନ୍ଦ୍ରାପଡା ରାଜକନିକା ବ୍ଲକ ପେଗରପଡ଼ା ଓ ଓଳାଭର ପଂଚାୟତରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ପୋଲଟିଏ ନିର୍ମାଣ କରିବାକୁ ଦୀର୍ଘଦିନ ହେବ ଦାବି କରୁଥିଲେ ଲୋକେ । ହେଲେ ପ୍ରଶାସନ ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିଲା । ସେଇଥି ଲାଗି ତ ଏକାଠି ହୋଇ ପୋଲ ନିର୍ମାଣ କରିବାକୁ ଅଂଟା ଭିଡିଲେ ଗାଁ ଲୋକେ । ଖାଲି ଏକାଠି ହେଲେ ତାହା ନୁହେଁ ପୋଲ ନିର୍ମାଣର ଶୁଭ ବି ଦେଲେ ।

2 missing
ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ

ଆଳି: ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ । ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼ ଯାଉଥିବା ବେଳେ ଅଘଟଣ ।

Irrigation
ଦୁଃଖ ବୁଝିବ କିଏ ? କ’ଣ କରୁଛନ୍ତି ସରକାର ? ଧାନ ବଦଳରେ ଅଗାଡ଼ି କାଟୁଛନ୍ତି ଚାଷୀ !

ଜଳସେଚନ ବ୍ୟବସ୍ଥା ନଥିବାରୁ ଶୁଖିଯାଉଛି ଫସଲ । ଅମଳ ସମୟରେ ଚାଷୀଙ୍କୁ ଘାରୁଛି ଫସଲ ଚିନ୍ତା ।

 Successful Farmer
ଲକଡାଉନ୍ ସମୟର ସଦୁପଯୋଗ : ଭଳିକି ଭଳି ଫଳ ଓ ପନିପରିବାରେ ହସୁଛି ରାଜେନ୍ଦ୍ରଙ୍କ ବଗିଚା

ରାଜେନ୍ଦ୍ରଙ୍କ ପରିବା ଉଦ୍ୟାନ ଭରିଯାଇଛି, ଜହ୍ନି, କଲରା, ଭେଣ୍ଡି, ଝୁଡଙ୍ଗ, ଶିମ୍ବ, ବିନ୍ସ, କାକୁଡି । ପୁଞ୍ଜାପୁଞ୍ଜା ଝୁଡଙ୍ଗ,କଲରା, ଭେଣ୍ଡି ଗଛରେ ଶୋଭା ପାଉଥିବା ବେଳେ ଛୋଟିଆ ଛୋଟିଆ କଲମୀ ଗଛରେ ପିଜୁଳି, ସପେତା,କାଗିଜି ଝୁଲୁଛି ।