• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Entrepreneurs

Berhampur Entrepreneur
ଯୁବ ଉଦ୍ୟୋଗୀ ଚନ୍ଦନଙ୍କ ବଡ଼ ପ୍ରୟାସ; କର୍ମଚାରୀଙ୍କ ସୁରକ୍ଷା ପାଇଁ ଡେଭଲପ୍ କଲେ ଆପ୍

କର୍ମକ୍ଷେତ୍ରରେ କର୍ମଚାରୀଙ୍କୁ ସୁରକ୍ଷା ଲାଗି ବିକଶିତ ହୋଇଛି ଏକ ସ୍ବତନ୍ତ୍ର ଆପ୍। ଏହି ଆପ ଡେଭଲପ କରିଛନ୍ତି ବ୍ରହ୍ମପୁରର ଯୁବ ଉଦ୍ୟୋଗୀ ଚନ୍ଦନ ରାଉତ ।

MSME Minister
କାହା ସ୍ବାର୍ଥରେ ଓଡ଼ିଆ ଉଦ୍ୟୋଗୀଙ୍କୁ କରାଯାଇଛି ଅଣଦେଖା ?

ଓଟିଭିର ଆଉ ଏକ ବଡ଼ ପ୍ରଭାବ। ବାଜିଲା ଓ-ହବରେ ଓଡ଼ିଆ ଯୁବ ଉଦ୍ୟୋଗୀଙ୍କୁ ଅଣଦେଖାର ଖବର। ଆକ୍ସନ ମୋଡକୁ ଆସିଲେ ମୋହନ ସରକାର। ଗ୍ରାଉଣ୍ଡ ଜିରୋକୁ ଯାଇ ରିୟଲିଟି ଚେକ୍ କରିଛନ୍ତି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

MSME Minister
ଓଟିଭିର ଇଫେକ୍ଟ: ଆକ୍ସନ ମୋଡରେ ସରକାର; କାହିଁକି ଅଣଦେଖା ଓଡ଼ିଆ ଉଦ୍ୟୋଗୀ ? 

ଓ-ହବରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା ଅଭିଯୋଗ ଘଟଣା । ଓଟିଭିରେ ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ରାଜ୍ୟ ସରକାର । ୧୧ଟି ପ୍ରଶ୍ନ ତାଲିକା ଧରି ଓ-ହବ ପ୍ରତିଷ୍ଠାନରେ ମନ୍ତ୍ରୀଙ୍କ ଖୋଳତାଡ଼ ।

Odia entrepreneurs
ବଡ଼ଙ୍କୁ ରେଡ୍ କାର୍ପେଟ୍, ଛୋଟଙ୍କୁ ଛି

ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା। ଏଭଳି ଅଭିଯୋଗ ଆଣି ଯୁବ ଉଦ୍ୟୋଗୀ ସାକ୍ୟସିଂହ ମହାପାତ୍ର ନିକଟରେ ସୋସିଆଲ୍ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେବଳ ଓଡ଼ିଆ ଉଦ୍ୟୋଗୀ ନୁହେଁ, ରାଜ୍ୟରେ ବଡ଼ ଶିଳ୍ପକୁ ଛାଡ଼ିଦେଲେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବି ଲାଞ୍ଛିତ ହେଉଥିବା ନେଇ ଉଦବେଗ୍ ପ୍ରକାଶ କରିଛି ଶିଳ୍ପସଂଘ.

Special Story | Lady Entrepreneure In Rourkela Excels In Poultry Farming - OTV Report
ସ୍ୱାମୀ ଦେଖିଥିଲେ ସୁନା ଫସଲର ସ୍ୱପ୍ନ, ସାକାର କଲେ ସ୍ତ୍ରୀ

ରାଉରକେଲାର ୟେ ହେଉଛନ୍ତି ଜଣେ ସଫଳ ମହିଳା ଚାଷୀ। ତାଙ୍କ ସ୍ୱାମୀ ଗତବର୍ଷ କରୋନାରେ ଆରପାରିକୁ ଚାଲିଯାଇଛନ୍ତି। ସ୍ୱାମୀଙ୍କର ସ୍ୱପ୍ନ ଥିଲା ଯେ, ସେ ଏକ ସୁନ୍ଦର ଫାର୍ମ ହାଉସ୍ ତିଆରି କରିବେ।