ମୋମୋ ଖାଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଆଉ ୨୦ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।
ମସଲାରେ ରଙ୍ଗ ମିଶାଇବାକୁ ଅନୁମତି ଦିଆଯାଇ ନଥାଏ । ରଙ୍ଗ ମିଶାଇଲେ ମସଲା ବିଷାକ୍ତ ହୋଇଯାଇପାରେ। ଏମିତି କରିବା ଗୁରୁତର ଅପରାଧ। ରଙ୍ଗ ମିଶାଇବା ଦ୍ବାରା ମସଲା ଅଧିକ ଉଜ୍ଜ୍ବଳ ଦେଖାଯିବା ସହ ଓଜନ ବି ବଢୁଥିଲା।
ବାହାଘର ଭୋଜି ଖାଇ ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଏଭଳି ଦୁଃଖଦ ଘଟଣା ଘଟିଛି।
ମହଙ୍ଗା ପଡ଼ିଲା ଚଟପଟି ଖାଇବା । କାହାକୁ ଜ୍ୱର ତ କିଏ ଡାଇରିଆରେ ଆକ୍ରାନ୍ତ । ଚଟପଟି ଖାଦ୍ୟ ଖାଇ ଗୋଟିଏ ଗାଁର ୪୦ରୁ ଉର୍ଦ୍ଧ୍ୱ ଲୋକେ ଅସୁସ୍ଥ । କାମ କରୁନି ମେଡିସିନ୍, ସ୍ଥାନୀୟ ମେଡିକାଲକୁ ଚାଲି ଚାଲି ନୟାନ୍ତ ହେଲେଣି ଲୋକେ ।
ଅଷ୍ଟ ପ୍ରହରୀ ଭୋଜି ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକରେ ଏହି ଘଟଣା ଘଟିଛି।
ଅନ୍ଲାଇନ୍ରେ ବିରିୟାନୀ ଅର୍ଡର କରିଥିଲେ, ହେଲେ ଏହାକୁ ଖାଇବାର ମାତ୍ର କିଛି ଘଣ୍ଟା ପରେ ଚାଲିଗଲା ଜୀବନ। ବିଷାକ୍ତ ଖାଦ୍ୟ ଯୋଗୁ ୨୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଏଥିରେ ବାପା,ମା’ଙ୍କ ଜୀବନ ଚାଲି ଯାଇଥିବା ବେଳେ ପୁଅ ଓ ଝିଅଙ୍କ ମୃତ୍ୟୁ ଘଟିଛି।
ବିଷାକ୍ତ ଖାଦ୍ୟ ଖାଇ ୫୧ ଜଣ ପିଲାଙ୍କ ସମେତ ୧୦୦ ଜଣ ରୋଗାଗ୍ରସ୍ତ ହୋଇଛନ୍ତି । ଗତକାଲି ଛତିଶଗଡର ମହା ସମୁନ୍ଦ ଜିଲ୍ଲାର ଅଂଶୁଲା ଗାଁରେ ୫୧ଟି ଶିଶୁଙ୍କ ସହ ପ୍ରାୟ ୧୦୦ ଜଣ ଲୋକ ବିଷାକ୍ତ ଖାଦ୍ୟ ଖାଇ ରୋଗରେ ପଡିଛନ୍ତି ।