• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Ministers Fake Promises

Locals allege negligence work
ଭୋଟ୍ ସରିଗଲେ କିଏ କାହାର

ଭୋଟ୍ ପାଖେଇଲେ ପ୍ରତିଶ୍ରୁତିର ପାହାଡ଼, ଭୋଟ୍ ସରିଗଲେ କିଏ କାହାର। ନେତାଙ୍କୁ ଜନତାଙ୍କ ଏଇ ଆକ୍ଷେପ ସାରା ରାଜ୍ୟରେ। ତେବେ ଏ ଆକ୍ଷେପ ମନଗଢ଼ା ନୁହେଁ, ଜୀବନ୍ତ ପ୍ରମାଣ ସହ ଦେଉଛନ୍ତି। କେମିତି ଜାଣିବାକୁ ଯିବ ଚୌଦ୍ବାର ଓ କେନ୍ଦ୍ରାପଡ଼ାକୁ। ପିଇବା ପାଣିରୁ ପୋଲ ଯାଏଁ ସବୁଠି ମୌଳିକ ସୁବିଧା ପୂରଣରେ ଅବହେଳାକୁ ନେଇ ଅଭିଯୋଗ-କହିଥିଲେ,କଲେନି..

Odisha Ministers Fake Promises
ପଞ୍ଚାୟତ ପ୍ରଚାରବେଳେ କାହିଁକି ହଟହଟା ଶାସକଦଳ ନେତା-ମନ୍ତ୍ରୀ ?

କେଉଁଠି ଅଣ୍ଡାମାଡ଼ ତ କେଉଁଠି ପ୍ରଶ୍ନବାଣରେ ହେଉଛନ୍ତି ଘାଇଲା I ଭୋଟରଙ୍କୁ ଧମକାଇବା ସହ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ I ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସୋକଜ୍ ନୋଟିସ୍ ଜାରି I ସୋରରେ ପୂର୍ବତନ ବିଧାୟକଙ୍କୁ ବର୍ତ୍ତମାନର ବିଧାୟକଙ୍କ ଦୁର୍ବ୍ୟବହାର I ବିଜେଡି ସାଂସଦ ରମେଶ ମାଝୀଙ୍କ ବିରୋଧରେ ଜନତାଙ୍କ ରଣହୁଙ୍କା