• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chandbali

allegations against son
ପୁଅ ସ୍କୁଲ ଆଗରେ ଠିଆ ହେଇଛି ମାଆ

ନ୍ୟାୟ ପାଇଁ ପୁଅ ଚାକିରି କରିଥିବା ସ୍କୁଲ ଆଗରେ ଠିଆ ହେଇଛି ମାଆ...କାରଣ ଯେଉଁ ଭରସା, ବିଶ୍ୱାସରେ ନିଜ ପୁଅକୁ ଛୋଟରୁ ବଡ଼ କରିଥିଲା । ସେ ପୁଅ ଆଜି ଚଞ୍ଚକତା କରି ବାପା ମାଆଙ୍କ ସମ୍ପତ୍ତିକୁ ନିଜ ନାଁରେ କରେଇ ନେଇଛି । ନିଜର ଅନ୍ୟ ଭାଇମାନେ ଥିଲେ ବି ସ୍ୱାର୍ଥପର ହୋଇପଡ଼ିଛି ବଡ଼ପୁଅ । ଏପରିକି ବାପା ରୋଗରେ ଶଯ୍ୟାରେ ପଡ଼ିଥିଲେ ବି ବିଚାର କରିନି ଶିକ୍ଷକ ପୁଅ ।

scarcity of doctors
ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ

ଆୟୁଷ ଡାକ୍ତରଙ୍କ ଭରସାରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ଡାକ୍ତର ଅଭାବରୁ ରୋଗୀ ସେବା ବିପର୍ଯ୍ୟସ୍ତ । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ୩୬ ପଞ୍ଚାୟତ ସମେତ କେନ୍ଦ୍ରାପଡ଼ାର ଜିଲ୍ଲାର ଆଳି ଓ ରାଜକନିକା ଅଞ୍ଚଳର ୨୦ରୁ ଅଧିକ ପଞ୍ଚାୟତର ଲୋକେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି । ବିଭିନ୍ନ ବିଭାଗର ମୋଟ ୨୦ ଜଣ ଡାକ୍ତର ଆବଶ୍ୟକ ରହିଥିବାବେଳେ ଆୟୁଷ ଡାକ୍ତରଙ୍କୁ ମିଶାଇ ମାତ୍ର ୬ ଜଣ ଡ଼ାକ୍ତର ନିୟୋଜିତ ଅଛନ୍ତି ।

illegal brick kiln
ସବୁ ଦେଖି ବି ପ୍ରଶାସନ ଚୁପ୍

ଗ୍ରୀଷ୍ମର ଡହ ଡହ ଖରାରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବାବେଳେ ଭଦ୍ରକ ଚାନ୍ଦବାଲିରେ ସ୍ଥିତି କିନ୍ତୁ ଆହୁରି ସାଙ୍ଗାତିକ । ଜିଲ୍ଲା ଚାନ୍ଦବାଲି ବ୍ଲକ ତହସିଲ ଅଧିନରେ ଗଢ଼ି ଉଠିଥିବା ବେଆଇନ ଇଟା ଭାଟି ଗରମ ଗୁଳୁଗୁଳିକୁ ଯେମିତି ଦ୍ୱିଗୁଣିତ କରୁଛି । ଇଟା ଭାଟିରେ ବ୍ୟବହୃତ କାଠ କୋଇଲାରୁ ନିର୍ଗତ ଧୂଆଁ କେବଳ ପରିବେଶ ପ୍ରଦୂଷଣ କରୁନାହିଁ ବରଂ ଅତ୍ୟନ୍ତ ଖରା,ଗରମରେ ସ୍ଥାନୀୟ ଲୋକଙ୍କୁ ଏମିତି ଵେହାଲ କରୁଛି ଯେ ଏବେ ସାଧାରଣ ଲୋକେ ସ୍ଵର ଉଠାଇବାକୁ ବାଧ୍ୟ ହୋଇଛନ୍ତି ।

Fire
ଯିଏ ଶୁଣୁଛି ସିଏ କହୁଛି, ଏମିତି ଜୋଇଁ ସମସ୍ତଙ୍କୁ ମିଳୁ..

ନିଆଁ ସିନା ସବୁ ଜାଳିପୋଡ଼ି ସାରିଦେଲା... କିନ୍ତୁ ସଂପର୍କର ବନ୍ଧନ ସାତ ଜନ୍ମ ପାଇଁ ସାଥୀ ହେବାକୁ କଥା ଦେଇଥିବା ମଣିଷ, ବଦଳିଲାନି... କେବଳ ଶାଢୀ ଖଣ୍ଡିଏରେ ସବୁଦିନ ପାଇଁ ହୀରାମଣିଙ୍କୁ ବୋହୂ କରି ନେବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି। ଆଉ ଏ କଥା ଯିଏ ଶୁଣୁଛି ସିଏ କହୁଛି, ଏମିତି ଜୋଇଁ ସମସ୍ତଙ୍କୁ ମିଳୁ।

Locals suffer
ଥଇଥାନ ପାଇଁ ଗୁହାରୀ କରୁଛନ୍ତି କ୍ଷତିଗ୍ରସ୍ତ

ଚାନ୍ଦବାଲି ତହସିଲ ପ୍ରଶାସନର ପାତରଅନ୍ତର ନୀତି ... ଜବରଦଖଲ ଉଚ୍ଛେଦରେ କାହାର ଘର ଭାଙ୍ଗିଲେ ତ ଆଉ କାହା ଘରେ ହାତ ବି ମାରିଲେନି ପ୍ରଶାସନିକ ଅଧିକାରୀ ...ଏ ନେଇ ଲୋକଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ...

Odisha Politics, Sattara Satranj
ବାପିଙ୍କୁ ରିପିଟ୍‌ କରିବ କି ବିଜେଡି ? ଦଳରେ ଆଶାୟୀଙ୍କ ତାଲିକା ଖୁବ୍‌ ଲମ୍ବା

୨୦୧୯ରେ ସେ ବିଜେପିର ଏବେକା ରାଜ୍ୟ ସଭାପତି ତଥା ହେଭିୱେଟ୍ ମନମୋହନ ସାମଲଙ୍କୁ ୮୦୮୦ ଭୋଟରେ ହରାଇ ବିଜେଡିର ବିଜୟ ଧାରାକୁ ଅବ୍ୟାହତ ରଖିଥିଲେ। ଆଉ ଏଥର ବି ତୃତୀୟ ଥର ପ୍ରାର୍ଥୀ ହୋଇ ବିଜୟ ପାଇଁ ଆଶାୟୀ ବ୍ୟୋମକେଶ।

Displaced locals in Odisha’s Chandbali yet to receive compensation
ଧୋକା ଦେଲା ‘ଆଦାନୀ’.. କେମିତି ଭୁଲିଗଲା ୧୦ ବର୍ଷ ତଳର କଥା !

ଗରିବଙ୍କୁ ପ୍ରତିଶ୍ରୁତି ଦିଅ.. ସେମାନେ ଭୋଳିଯିବେ.. ପ୍ରତିଶ୍ରୁତି ପୂରା ନ କଲେ ଲଢିପାରିବେନି..ହୁଏତ ଏୟା ଭାବି ଗରିବ ଲୋକଙ୍କୁ ପ୍ରଶାସନଠାରୁ ନେଇ ସରକାର, ନେତାଙ୍କ ଠାରୁ ନେଇ ପ୍ରାଇଭେଟ୍ କମ୍ପାନୀ ସମସ୍ତେ ମିଛ ପ୍ରତିଶ୍ରୁତି ଦେଇ ନିଜ ଫାଇଦା ହାସଲ କରିଥାନ୍ତି..

corruption
ମହଙ୍ଗା ଯୁଗରେ ଲାଞ୍ଚ ନ ଦେଲେ ମିଳୁନି ଆବାସ

ଆଵାସ ଯୋଜନା ତାଲିକାରେ ନାଁ ଥାଇ ବି ମିଳୁନାହିଁ ପକ୍କା ଘର ।  ଥିଲା ବାଲାଙ୍କୁ ମିଳୁଛି  ଆଵାସ, ନଥିଲା ବାଲା ଏଠି ରହୁଛନ୍ତି ମାଟି କାନ୍ଥ ଓ ଚାଳ ଛପର ଘରେ।

Loosely hanging electric wires pose threat in Chandbali
ଏଡ଼ାଇ ହେବନି ଅଘଟଣ; ବିପଦ ସଙ୍କୁଳ ଅବସ୍ଥାରେ ଗାଁ ସାହି ଦେଇ ଯାଇଛି ବିଦ୍ୟୁତ ତାର

ଏଡ଼ାଇ ହେବନି ଅଘଟଣ; ବିପଦ ସଙ୍କୁଳ ଅବସ୍ଥାରେ ଗାଁ ସାହି ଦେଇ ଯାଇଛି ବିଦ୍ୟୁତ ତାର

PDS
କିଲେ ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚ ହେଉଛି ୨ ଶହ ଟଙ୍କା

ବାଃବାଃରେ ବ୍ୟବସ୍ଥା। ଟଙ୍କିକିଆ କିଲେ ଚାଉଳ ପାଇବା ଲାଗି ଖର୍ଚ୍ଚ କରିବାକୁ ପଡୁଛି ୨ଶହ ଟଙ୍କା...ଚାଲିବାକୁ ପଡୁଛି ୧୫ କିମିର ରାସ୍ତା...

Chandbali Bus Stand
ଏତେ ବଡ଼ ସହର, ପୁଣି ରାଜ୍ୟର ଚର୍ଚ୍ଚିତ ବିଧାୟକ ବି ଅଛନ୍ତି ! ତଥାପି ବସ୍‌ଷ୍ଟାଣ୍ଡ ଖଣ୍ଡେ ନାହିଁ

ଦିନେ ନୁହେଁ କି ଦୁଇଦିନ ନୁହେଁ ବରଂ ୭ ବର୍ଷ ହେଲା ଏମିତି ରାଜରାସ୍ତାରେ ଚାଲିଛି ବସ୍‌ଷ୍ଟାଣ୍ଡ । ଚାନ୍ଦବାଲିକୁ ଦୈନିକ ହଜାର ହଜାର ଲୋକ ବସ୍‌ରେ ଆସୁଥିବା ପରେ ବି ସ୍ଥାୟୀ ବସ୍‌ଷ୍ଟାଣ୍ଡଟିଏ ହୋଇପାରିଲା ନାହିଁ ।