ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ଗୋଟିଏପଟେ ଆତଙ୍କବାଦୀ ସଂଗଠନ ହମାସ ଘନ ଘନ ରକେଟ୍ ମାଡ଼ କରିଥିବା ବେଳେ ଅନ୍ୟପଟେ ଏହାର ଜବାବରେ ଇସ୍ରାଏଲ୍ ମଧ୍ୟ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି।
ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ୨୦ ମିନିଟ୍ ଭିତରେ ଆତଙ୍କୀ ସଂଗଠନ ହମାସ୍ ପକ୍ଷରୁ ପ୍ରାୟ ୫ ହଜାର ରକେଟ୍ ମାଡ଼ କରାଯାଇଛି।
ଲମ୍ବା ସମୟ ଧରି ଚାଲିଥିବା ୟୁକ୍ରେନ୍-ଋଷ ଯୁଦ୍ଧ ସମୟରେ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଆରମ୍ଭ ହୋଇଥିବା ଏ ଲଢ଼େଇ ବିଶ୍ୱ ପାଇଁ ନୂଆ ସଂକଟ ଭାବେ ଉଭା ହୋଇଛି। ଏପରିସ୍ଥିତିରେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଭାରତ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ହେରାତ ସହର ଠାରୁ ୪୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଛି
ଗାଜା ଷ୍ଟ୍ରିପ୍ରୁ ଭୟାବହ ରକେଟ୍ ଆକ୍ରମଣ ହେବାରୁ ଇସ୍ରାଏଲ୍ ‘ଷ୍ଟେଟ୍ ଅଫ୍ ୱାର୍’ ବା ‘ଯୁଦ୍ଧ ପରିସ୍ଥିତି’ ଘୋଷଣା କରିଥିବା ସୂଚନା ମିଳିଛି।
ନିଷ୍ପେସିତ ଇରାନୀୟ ମହିଳାଙ୍କ ଉତ୍ଥାନ ପାଇଁ କାମ କରନ୍ତି ନର୍ଗେସ ।
ଇଂଲଣ୍ଡ୍ର ଆଗାମୀ ପିଢ଼ି ଆଉ ସିଗାରେଟ୍ କିଣିବା ପାଇଁ ସମର୍ଥ ହେବେ ନାହିଁ । ଏନେଇ କଟକଣା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ରିଷି ସୁନକ ।
ପରମାଣୁ ବୁଡାଜାହାଜଟି ସମୁଦ୍ର ପତ୍ତନଠାରୁ ୩୫୧ ଫୁଟ ତଳେ ଥିବା ସୂଚନା ମିଳିଛି । ଅକ୍ସିଜେନ ସିଷ୍ଟିମ ଫେଲ୍ ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।
ପାକିସ୍ତାନରେ ଏକାଧିକ ଆତଙ୍କୀଙ୍କୁ ହତ୍ୟା..କାନାଡ଼ା ଓ ବ୍ରିଟେନରେ ବି ଆତଙ୍କୀଙ୍କୁ ହତ୍ୟା
ପୋଲ ତଳକୁ ଖସିବା ପରେ ବସ୍ରେ ଅଗ୍ନିକାଣ୍ଡ, ୨୧ ଜୀବନ୍ତ ଦଗ୍ଧ
ଏହି ୩ ବୈଜ୍ଞାନିକ ଭୌତିକ ପଦାର୍ଥର ଇଲେକ୍ଟ୍ରୋନ୍ ଡାଇନାମିକ୍ସ ଅଧ୍ୟୟନ ପାଇଁ ଆଲୋକର ଆଟୋସେକେଣ୍ଡ୍ ପଲ୍ସ ସୃଷ୍ଟି କରିବାର ଉପାୟ ଉଦ୍ଭାବନ କରିଛନ୍ତି । ବିଶ୍ୱ ବ୍ରହ୍ମାଣ୍ଡର ବୟସ ଯେତେ ସେକେଣ୍ଡ୍, ଯଦି ଗୋଟିଏ ସେକେଣ୍ଡକୁ ସେତିକି ଭାଗ କରାଯାଏ, ତେବେ ତାହାର ଗୋଟିଏ ଭାଗକୁ ଆଟୋସେକେଣ୍ଡ କୁହାଯାଏ ।
କୋଭିଡ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ ପାଇବେ ନୋବେଲ ।
ସକାଳ ପ୍ରାୟ ୬ଟା ବେଳେ ଦୁଇ ମହଲା ବିଶିଷ୍ଟ ନାଇଟ୍ କ୍ଲବରେ ନିଆଁ ଲାଗିଥିଲା । ପ୍ରଥମେ ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତି ସମୟରେ ଆଉ ୨ ଜଣଙ୍କ ମୃତଦେହ ମିଳିଥିଲା।
ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ପୋଲିସ୍ ଅଫିସର ହେଉଛନ୍ତି ଡିଏସ୍ପି ନୱାଜ ଗଶ୍କୋରି। ଅନ୍ୟପକ୍ଷରେ ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଲାଇଭ୍ ଟିଭି ଶୋ’ରେ ଏଭଳି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ବି ସମାନ ଘଟଣା ପାକିସ୍ତାନରେ ଘଟିଛି ।
ମିଳିଥିବା ସୂଚନା ଅନୁସାରେ ବିଦେଶରେ ଗିରଫ ହୋଇଥିବା ଭିକାରୀମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନର। ପାକିସ୍ତାନରୁ ବହୁ ସଂଖ୍ୟାରେ ଭିକାରୀ ଏବେ ଇରାନୀ ଓ ସାଉଦି ଆରବ ଜେଲରେ ରହିଛନ୍ତି।
ଆପାର୍ଟମେଣ୍ଟରୁ ମିଳିଲା ଟେକ୍ ସିଇଓଙ୍କ ମୃତଦେହ। ତାଙ୍କ ମୁଣ୍ଡରେ ଆଘାତ ଚିହ୍ନଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ୩୨ ବର୍ଷୀୟ ଯୁବକଙ୍କ ଉପରେ ସନ୍ଦେହ କରାଯାଉଛି।
ଆର୍ଥିକ ସମସ୍ୟାର ସମାଧାନ ଲାଗି ସେନାର ଉଦ୍ୟମ..ନିଷ୍ପତ୍ତି ପଛରେ ସେନାର ପ୍ରକୃତ ଉଦ୍ଦେଶ୍ୟକୁ ନେଇ ଶଙ୍କା
ଖଲିସ୍ଥାନ ପ୍ରସଙ୍ଗରେ ସାଲିସ କରିବନି ଭାରତ ...ବାଣିଜ୍ୟଠୁ ପ୍ରତିରକ୍ଷା, ସବୁରି କେନ୍ଦ୍ରରେ ଭାରତ
ବାହାଘର ଭୋଜି ଚାଲିଥିବା ବେଳେ ୱେଡିଂ ହଲ୍ରେ ନିଆଁ ଲାଗି ଯିବା ଯୋଗୁ ବଡ଼ ଅଘଟଣ ଘଟିଛି। ଜୀଅନ୍ତା ଜଳିଗଲେ ୧୦୦ ଜଣ।
ଆସନ୍ତା ଅକ୍ଟୋବରରେ ଏହାର ଉଦଘାଟନ ହେବାର ଅଛି । ଭାରତୀୟ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟରେ ଏହା ପରିପୂର୍ଣ୍ଣ ।
କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ପୁଣି ଭାରତକୁ ଘେରିଛନ୍ତି।
ମାମାଦୁଙ୍କୁ ମଧ୍ୟ ଏହାର ଶିକାର ହେବାକୁ ପଡ଼ିଛି । ବୁରକା ଫାସୋ ଏବଂ ଟୁଗୋରେ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନାକୁ କରିବାକୁ ପଡ଼ିଥିଲା ।
ହତ୍ୟା ପଛରେ ଭାରତର ହାତ ଥିବା କଥା ଦୋହରାଇଲେ ଟ୍ରୁଡୋ । ନ୍ୟୁୟର୍କରେ କାନାଡା ପ୍ରଧାନମନ୍ତ୍ରୀଙ୍କ ବୟାନ ।
ଆନ୍ତର୍ଜାତୀୟ ସ୍ତରର ଜଣେ ସମ୍ବାଦିକା ଶ୍ରୀ ଟ୍ରୁଡୋଙ୍କୁ ଏହି ଅଭିଯୋଗ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ସେତେବେଳେ ଟ୍ରୁଡୋ କିଛି ନ କହି ଚାଲିଯାଇଥିଲେ ।