ଇସ୍ରାଏଲ୍ ସେନା ହତ୍ୟାକାଣ୍ଡର ଠିକ୍ ପୂର୍ବରୁ ସିନୱାରଙ୍କ ଏକ ଭିଡିଓ କ୍ୟାମେରାରେ କଏଦ କରିଥିଲା । ଶେଷ ମୁହୁର୍ତ୍ତରେ ତାଙ୍କ ଅବସ୍ଥା ଏହି ଭିଡିଓରେ ଦେଖିବାକୁ ମିଳୁଛି ।
ଯୁଦ୍ଧ ସ୍ଥିତିରେ ଥରହର ବିଶ୍ବ। ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ତ୍ରସ୍ତ ହେଲାଣି ପ୍ରକୃତି। ଆଉ ଏତିକି ବେଳେ ଚର୍ଚ୍ଚାକୁ ଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଟୁଇଟ୍। ଏହି ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମେରିକା ଇସ୍ରାଏଲକୁ ସମର୍ଥନ କରୁଛି, କିନ୍ତୁ ଯଦି ଇସ୍ରାଏଲ ଇରାନର ଆଣବିକ ଘାଟି ଉପରେ ଆକ୍ରମଣ କରେ ତେବେ ଆମେରିକା ଏହାକୁ ସମର୍ଥନ କରିବ ନାହିଁ।
ମିଡିଲ୍ ଇଷ୍ଟରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଉପରେ ଇରାନ କରିଛି ମିଶାଇଲ୍ ହମଲା। ଏକାଥରେ ୧୮୦ରୁ ଅଧିକ ମିଶାଇଲ୍ ମାଡ଼।
ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ଗାଜାର ୨.୩ ନିୟୁତ ଲୋକଙ୍କ ମଧ୍ୟରୁ ୮୫% ଲୋକ ବିସ୍ଥାପିତ ହୋଇଛନ୍ତି । ପ୍ରତି ଚାରିଜଣଙ୍କ ମଧ୍ୟରୁ ଜଣେ କ୍ଷୁଧାର୍ତ୍ତ ଅଛନ୍ତି।
ହମାସର ଆତଙ୍କୀ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରାଯାଉଛି । ତା’ସହ ବିଭିନ୍ନ ସ୍ଥାନରେ ଅପହୃତ ହୋଇଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ଚାଲିଛି । ଅନ୍ୟପଟେ ବନ୍ଧକ ରଖିଥିବା ଶହ ଶହ ଇସ୍ରାଏଲ୍ ନାଗରିକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି ହମାସ୍ ।
ପ୍ରାୟ ୯୦ ପ୍ରତିଶତ ମତଗଣନା ସମୟରେ ହିଁ ନେତନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ସ୍ଥିର ହୋଇଥିଲା । ରାତିରେ ତାଙ୍କ ବିଜୟ ଉପରେ ମୋହର ବାଜିଥିଲା ।