
ସେ ଖୁଲାସା କରିଛନ୍ତି ଯେ ଅପରେସନ୍ ସିନ୍ଦୂର ସମୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ବେଳେ ଇସ୍ରାଏଲରୁ ମିଳିଥିବା ଅସ୍ତ୍ରଶସ୍ତ୍ର ବହୁତ କାମରେ ଆସିଥିଲା। ସେ କହିଛନ୍ତି ଯେ କାର୍ଗିଲ ଭଳି ଅପରେସନ୍ ସିନ୍ଦୂରରେ ମଧ୍ୟ ଇସ୍ରାଏଲର ଅସ୍ତ୍ରଶସ୍ତ୍ର ଭାରତୀୟ ସେନା ପାଇଁ ବଡ଼ ଶକ୍ତି ହୋଇଥିଲା।
ହମାସର କ୍ରୁରତା ଏବଂ ଗାଜାରେ ଇସ୍ରାଏଲ ବନ୍ଧକଙ୍କ ଉପରେ ଅମାନବୀୟ ଅତ୍ୟାଚାର ପୁଣି ଥରେ ସାମ୍ନାକୁ ଆସିଛି। ଏହି ଭିଡିଓ ଇସ୍ରାଏଲବାସୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଚିନ୍ତାରେ ପକାଇଦେଇଛି।
ଆମେରିକାର ଇସ୍ରାଏଲ ନୀତିକୁ ଏହାର ଜାତୀୟ ପ୍ରାଥମିକତା କୁହାଯାଏ। ଏହାର ଅର୍ଥ ପଶ୍ଚିମ ଏସିଆରେ ଇସ୍ରାଏଲର ସୁରକ୍ଷା, ଅସ୍ତିତ୍ୱ ଏବଂ ସାମରିକ ଶ୍ରେଷ୍ଠତାକୁ କୌଣସି ବି ସ୍ଥିତିରେ ବଜାୟ ରଖିବା ପାଇଁ ଚେଷ୍ଟା କରେ ଆମେରିକା । ଏହି ନୀତି ଆମେରିକୀୟ ସରକାରମାନଙ୍କ ପାଇଁ ଏକ ଜାତୀୟ ପ୍ରାଥମିକତା ପାଲଟିସାରିଛି।
ଯେତେବେଳେ ଯାଏ ଇସ୍ରାଏଲ ଆକ୍ରମଣ ଜାରୀ ରଖିବ ସେବେଯାଏ ଆମେରିକା ସହ କଥା ହେବାର ପ୍ରଶ୍ନ ଉଠୁନି ବେ।ଲି ଇରାନ ବିଦେଶ ମନ୍ତ୍ରୀ କହିଛନ୍ତି । ଇରାନ ଏବେ ନିଜର ଆତ୍ମରକ୍ଷା କରୁଛି । ନିଜକୁ ରକ୍ଷା କରିବାର ଅଧିକାର ଇରାନର ଅଛି ବେ।ଲି ମଧ୍ୟ କହିଛନ୍ତି ।
କ୍ଷେପଣାସ୍ତ୍ର ମାଡ଼ର ଆଶଙ୍କା ଥିବାରୁ ମୋ ପୁଅ ଅବନେର୍ ବର୍ତ୍ତମାନ ପାଇଁ ବାହାଘରକୁ ବାତିଲ୍ କରିଛି । ତାର ପ୍ରେମିକାକୁ ମଧ୍ୟ ଏଥିପାଇଁ ମୂଲ୍ୟ ଦେବାକୁ ପଡିଛି । ସେ କହିଛନ୍ତି, ମୁଁ ତ କହିବି ମୋ ପତ୍ନୀ ଜଣେ ହିରୋ । ସେ ମଧ୍ୟ ଏଥିପାଇଁ ବ୍ୟକ୍ତିଗତ ଭାବେ ବହୁତ କିଛି ସହୁଛନ୍ତି ।
ଇସ୍ରାଏଲ୍ ସେନା ହତ୍ୟାକାଣ୍ଡର ଠିକ୍ ପୂର୍ବରୁ ସିନୱାରଙ୍କ ଏକ ଭିଡିଓ କ୍ୟାମେରାରେ କଏଦ କରିଥିଲା । ଶେଷ ମୁହୁର୍ତ୍ତରେ ତାଙ୍କ ଅବସ୍ଥା ଏହି ଭିଡିଓରେ ଦେଖିବାକୁ ମିଳୁଛି ।
ଯୁଦ୍ଧ ସ୍ଥିତିରେ ଥରହର ବିଶ୍ବ। ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ତ୍ରସ୍ତ ହେଲାଣି ପ୍ରକୃତି। ଆଉ ଏତିକି ବେଳେ ଚର୍ଚ୍ଚାକୁ ଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଟୁଇଟ୍। ଏହି ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମେରିକା ଇସ୍ରାଏଲକୁ ସମର୍ଥନ କରୁଛି, କିନ୍ତୁ ଯଦି ଇସ୍ରାଏଲ ଇରାନର ଆଣବିକ ଘାଟି ଉପରେ ଆକ୍ରମଣ କରେ ତେବେ ଆମେରିକା ଏହାକୁ ସମର୍ଥନ କରିବ ନାହିଁ।
ମିଡିଲ୍ ଇଷ୍ଟରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଉପରେ ଇରାନ କରିଛି ମିଶାଇଲ୍ ହମଲା। ଏକାଥରେ ୧୮୦ରୁ ଅଧିକ ମିଶାଇଲ୍ ମାଡ଼।
ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ଗାଜାର ୨.୩ ନିୟୁତ ଲୋକଙ୍କ ମଧ୍ୟରୁ ୮୫% ଲୋକ ବିସ୍ଥାପିତ ହୋଇଛନ୍ତି । ପ୍ରତି ଚାରିଜଣଙ୍କ ମଧ୍ୟରୁ ଜଣେ କ୍ଷୁଧାର୍ତ୍ତ ଅଛନ୍ତି।
ହମାସର ଆତଙ୍କୀ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରାଯାଉଛି । ତା’ସହ ବିଭିନ୍ନ ସ୍ଥାନରେ ଅପହୃତ ହୋଇଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ଚାଲିଛି । ଅନ୍ୟପଟେ ବନ୍ଧକ ରଖିଥିବା ଶହ ଶହ ଇସ୍ରାଏଲ୍ ନାଗରିକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି ହମାସ୍ ।
ପ୍ରାୟ ୯୦ ପ୍ରତିଶତ ମତଗଣନା ସମୟରେ ହିଁ ନେତନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ସ୍ଥିର ହୋଇଥିଲା । ରାତିରେ ତାଙ୍କ ବିଜୟ ଉପରେ ମୋହର ବାଜିଥିଲା ।