• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Imran Khan

ଇମ୍ରାନ୍ ଖାନ୍
Imran Khan's Release: ଖୁବ୍‌ଶୀଘ୍ର ଜେଲରୁ ମୁକୁଳିବେ ଇମ୍ରାନ୍‌ ଖାନ୍...କେଉଁ ମୋଡ଼ ନେବ ପାକ୍ ରାଜନୀତି ?

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୨୦୨୩ ଅଗଷ୍ଟ ୫ ତାରିଖରେ ତୋଷଖାନା ମାମଲାରେ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଥିଲା। ତାଙ୍କୁ ଇସଲାମାବାଦ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଜାମିନ ମିଳିବାର କିଛି ସମୟ ପରେ ପୁଣି ତାଙ୍କୁ ଗିରଫ କରାଯାଇଥିଲା।

India Blocks Social Media Accounts of Pakistani Leader Imran Khan and Celebrities
ପାକିସ୍ତାନ ଉପରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍

ପାକିସ୍ତାନ ଉପରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍ କଲା ଭାରତ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ ବ୍ୟାନ୍ । ଭାରତରେ ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ ବ୍ୟାନ୍ । ପୂର୍ବତନ ମନ୍ତ୍ରୀ ବିଲାୱଲ୍ ଭୁଟ୍ଟୋଙ୍କ ‘X’ ଆକାଉଣ୍ଟ ମଧ୍ୟ ବ୍ୟାନ୍। ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନର ଟପ୍ ଅଭିନେତା ଓ ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ କରିଛି ଭାରତ।

ଇମ୍ରାନ ଖାନ୍‌ଙ୍କ ‘X’ ବ୍ୟାନ୍‌
Imran Khan X accounts blocked: ପାକ୍‌ ଉପରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍‌, ବ୍ୟାନ୍‌ ହେଲା ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ

ଭାରତରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ‘X’ ଆକାଉଣ୍ଟକୁ ବ୍ଲକ୍‌ କରାଯାଇଛି ।

Imran Khan
ଜେଲରେ ଥାଇ ସିଆଣିଆ ଦେଖେଇହେଲେ ଇମ୍ରାନ ଖାନ, ଭାରତକୁ କହିଲେ ଏମିତି

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ନେଇ ଜେଲରେ ଥାଇ ସିଆଣିଆ ଦେଖେଇହେଲେ ଇମ୍ରାନ୍ ଖାନ । ଆକ୍ରମଣ ନେଇ ମିଛ ସହାନଭୂତି ଦେଖାଇଲେ, ଏହାପରେ ନିଜ ଓ୍ୱକାତକୁ ଆସି ମୁହଁ ଫୁଟାଣି ମାରି ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ।

ଇମ୍ରାନ୍‌ ଖାନଙ୍କୁ ୧୪ ବର୍ଷ ଜେଲ୍‌
Imran Khan: ଅଲ୍‌ କାଦିର ଟ୍ରଷ୍ଟ ଦୁର୍ନୀତି ମାମଲା: ଇମ୍ରାନ୍‌ ଖାନ୍‌ଙ୍କୁ ୧୪ ବର୍ଷ ଜେଲ୍‌

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ତାଙ୍କ ପତ୍ନୀ ଅଲ୍-କାଦିର ଟ୍ରଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ୍ୟ ହୋଇଛନ୍ତି । ଏହି ମାମଲା ୧୯୦ ନିୟୁତ ପାଉଣ୍ଡର ଠକେଇ ସହିତ ଜଡିତ । ଯେଉଁଥିପାଇଁ ଉଭୟଙ୍କୁ ୧୪ ଓ ୭ ବର୍ଷର ଜେଲ ଦଣ୍ଡ ଶୁଣାଯାଇଛି ।

Pakistan Election Suspense
ରାଜନୈତିକ ସଂକଟ ମୁହାଁ ପାକିସ୍ତାନ, ଫଳାଫଳ ନେଇ ସସପେନ୍ସ ଜାରି

ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ପାକିସ୍ତାନ ତେହରିକ-ଇ-ଇନସାଫ୍ ପାର୍ଟି ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି। ନିର୍ବାଚନ ଆୟୋଗ କେତେକ ମତଦାନ କେନ୍ଦ୍ରରେ ପୁନଃ ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Imran Khan
ପାକିସ୍ତାନରେ ରାଜନୈତିକ ତାମ୍‌ସା; ଇମ୍ରାନଙ୍କ ଦଳକୁ ବ୍ୟାନ୍, ୮ରେ ହେବ ନିର୍ବାଚନ

ଦୀର୍ଘ ଦିନ ଧରି ଜେଲ୍‌ରେ ସଢୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥାର ଦେଶର ସବୁଠୁ ଲୋକପ୍ରିୟ ନେତା ଇମ୍ରାନ ଖାନ୍ । ତାଙ୍କ ଦଳ ତେହରିକ-ଏ- ପାକିସ୍ତାନକୁ ନିର୍ବାଚନ ଲଢିବାରୁ ବ୍ୟାନ୍ କରାଯାଇଥିବା ବେଳେ ଦଳର ଚିହ୍ନ, କ୍ରିକେଟ ବ୍ୟାଟକୁ ବି ବାତିଲ କରିଦେଇଛନ୍ତି ସେଠିକାର ନିର୍ବାଚନ କମିଶନ ।

Imran Khan
ଉପହାର ନେବା ପଡ଼ିଲା ମହଙ୍ଗା...ଇମ୍ରାନ ଓ ପତ୍ନୀଙ୍କୁ ସଜା ଶୁଣାଇଲେ କୋର୍ଟ

ଗତକାଲି ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ତାଦେଶ ମିଳିଥିବା ବେଳେ ଆଜି ଇମ୍ରାନଙ୍କ ପତ୍ନୀଙ୍କୁ ୧୪ ବର୍ଷ ଜେଲ ଦଣ୍ତାଦେଶ ମିଳିଛି । ଗତକାଲି ଇମ୍ରାନଙ୍କୁ ବିବାଦୀୟ ସାଇଫର୍ ଅର୍ଥାତ ଗୁପ୍ତ ଦସ୍ତାବିଜ ଲିକ ମାମଲାରେ ଜେଲ ଦଣ୍ତ ମିଳିଥିଲା ।

Imran Khan
ନିର୍ବାଚନ ପୂର୍ବରୁ ଇମ୍ରାନଙ୍କୁ ଶକ୍ତ ଝଟକା, ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ସିଫର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ।

Imran Khan
ନିର୍ବାଚନ ପୂର୍ବରୁ ଇମ୍ରାନ୍‌ଙ୍କ ଚେତାବନୀ; ପାକିସ୍ତାନରେ ଆହୁରି ବଢ଼ିବ ଅଶାନ୍ତି

ଇମ୍ରାନ ଖାନଙ୍କ ଦଳ ପିଟିଆଇକୁ ନିର୍ବାଚନ ସଭା କରିବାକୁ ବାରଣ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ନିର୍ବାଚନରେ ଯଦି ତାଙ୍କ ଦଳ ସୁଯୋଗ ନପାଏ ତେବେ ଏପରି ସମସ୍ୟା ଦେଖାଯିବ ବୋଲି ସେ କହିଛନ୍ତି ।

Imran khan reveals body image struggles recalls old pics
କାହିଁକି ବିଗିଡ଼ିଗଲା ସ୍ୱାସ୍ଥ୍ୟ ଅବସ୍ଥା; ନେଉଥିଲେ କି ଡ୍ରଗ୍ସ…ସତ କହିଲେ ଇମ୍ରାନ ଖାନ

ଅଭିନେତା ଇମ୍ରାନ ଖାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ଅଛନ୍ତି। ଶାରୀରିକ ଅବସ୍ଥା ଯୋଗୁଁ ତାଙ୍କୁ ଅନେକ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଛି। କେବଳ ଏତିକି ନୁହେଁ, ସେ ଡ୍ରଗ୍ସ ନେଉଥିବା ଖବର ମଧ୍ୟ ଆଲୋଚନାର ପରିସରକୁ ଆସିଛି। ଏନେଇ ସେ ଖୋଲିଛନ୍ତି ମୁହଁ।

3 Year Jail For Ex Pak PM Imran Khan
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୩ ବର୍ଷ ଜେଲ୍

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି। ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ କୋର୍ଟ ରୋକ୍‌ ଲଗାଇଛନ୍ତି।

Imran Khan
ବିମାନରେ ଏଣିକି ଆଉ ଉଡିପାରିବେନି ଇମ୍ରାନ୍‌ ଖାନ୍‌ !

ଇମ୍ରାନଙ୍କ ପାଇଁ ବଢୁଛି ସମସ୍ୟା । ନୋ ଫ୍ଲାଏ ଲିଷ୍ଟରେ ସାମିଲ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ...ଏବେ ବିଦେଶ ଯିବେ କେମିତି?

Imran Khan May Be Arrest Again
ପୁଣି ଇମ୍ରାନଙ୍କ ଗିରଫ ଆଶଙ୍କା, ଘର ଚାରିପଟେ ଘେରି ରହିଛନ୍ତି ପୋଲିସ

ଗିରଫଦାରୀ ପୂର୍ବରୁ ସମ୍ଭବତଃ ଏହା ମୋର ଶେଷ ଟ୍ୱିଟ୍ କହିଲେ ଇମ୍ରାନ । ଗତ ସପ୍ତାହରେ ଗିରଫ ହୋଇ ଜାମିନରେ ମୁକୁଳିଥିଲେ ଇମ୍ରାନ ।

Former Pak PM Imran Khan Released From Jail
ଜେଲ୍‌ରୁ ମୁକୁଳିଲେ ଇମ୍ରାନ ଖାନ୍‌

ଜେଲ୍‌ରୁ ମୁକୁଳିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଇମ୍ରାନଙ୍କ ଗିରଫଦାରୀ ବେଆଇନ୍, ତାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ପାକିସ୍ତାନ ସୁପ୍ରିମକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ।

Imran Khan
ଇମ୍ରାନଙ୍କୁ ବଡ଼ ଆଶ୍ୱସ୍ତି; ତୁରନ୍ତ ଖଲାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କଲେ ପାକ୍ ସୁପ୍ରିମକୋର୍ଟ।

Pakistan Former PM Imran Khan Arrested
ପାକ୍‌ ସେନାରେ ତେଜିଲାଣି ବିଦ୍ରୋହ, ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବ !

ଏହି ଅଭିଯୋଗକୁ ପାକିସ୍ତାନ ସେନା ପକ୍ଷରୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇ ନାହିଁ, କିନ୍ତୁ କୁହାଯାଇଛି ଯେ, ଯେଉଁମାନେ ବିଦ୍ରୋହ କରିଛନ୍ତି ସେମାନେ ଅବସର ପ୍ରାପ୍ତ ସେନାଧିକାରୀ ।

 imran khan
ମୋତେ ଦିଆଯାଇପାରେ ସ୍ଲୋ ପଏଜନ୍: ଇମ୍ରାନ

ଗିରଫ ହେବା ପରେ ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ବା NAB ହାଜତରେ ଇମ୍ରାନଙ୍କ ପ୍ରଥମ ରାତି ଖୁବ୍ କଷ୍ଟରେ ବିତିଛି। ତାଙ୍କୁ ରାତି ସାରା ଶୋଇବାକୁ ନଦେଇ ନିର୍ଯାତନା ଦିଆଯାଇଥିବା ଏବଂ ଜେରା ବେଳେ ଗାଲକୁ ଚାପୁଡ଼ା ଓ ଗୋଡ଼ରେ ଭୀଷଣ ମାଡ଼ ମରାଯାଇଥିବା ଚର୍ଚ୍ଚା ହେଉଛି।

imran khan arrest social media platforms suspended in parts of pakistan
ଇମ୍ରାନଙ୍କ ଗିରଫ ପରେ ଜଳୁଛି ପାକିସ୍ତାନ: ୟୁଟ୍ୟୁବ୍‌, ଟ୍ୱିଟର ଓ ଫେସ୍‌ବୁକ୍‌ ଉପରେ ଲାଗିଲା କଟକଣା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ପ୍ରବଳ ହିଂସା ଦେଖିବାକୁ ମିଳିଛି। ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ। ବିରୋଧ ପ୍ରଦର୍ଶନ ଯୋଗୁ ମଙ୍ଗଳବାର ରାତିରେ ପାକିସ୍ତାନର ଅଧିକାଂଶ ସ୍ଥାନରେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ- ୟୁଟ୍ୟୁବ୍‌, ଟ୍ୱିଟର ଓ ଫେସ୍‌ବୁକ୍‌ ଉପରେ କଟକଣା ଜାରି ହୋଇଛି।

Imran Khan Arrested
ବେଲ୍ ରିନ୍ୟୁ ପାଇଁ ଆସିଥିଲେ କୋର୍ଟ, ସିଧା ଜେଲ୍ ଗଲେ...

ଶେଷରେ ଗିରଫ ହେଲେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ବେଲ୍ ରିନ୍ୟୁ ପାଇଁ ଆସିଥିବା ବେଳେ ଉଠାଇନେଲେ ପାକ୍ ରେଞ୍ଜର୍ସ ।

Imran Khan
ଇମ୍ରାନ ଖାନଙ୍କ ନାଁରେ ଥିବା ତୋଷଖାନା ମାମଲା କଣ ?

ଇମ୍ରାନକୁ ଜେଲ୍ ପଠାଇବ କି ତୋଷଖାନା ମାମଲା?

Imran Khan
ଇମ୍ରାନଙ୍କ ନାଁରେ ବଢୁଛି ଅଭିଯୋଗର ଫର୍ଦ୍ଦ : 'ତୋଷଖାନା' ପରେ ପୁଣି ଆଉ ୨ଟି ମାମଲା

ପାକ୍ ମିଡିଆରେ ଇମ୍ରାନଙ୍କ ବିବୃତି ପ୍ରସାରଣ ଉପରେ କଟକଣା

Imran Khan
ଗିରଫ ପୂର୍ବରୁ ପୋଲିସକୁ ଚକମା ଦେଇ ଖସିଗଲେ ଇମ୍ରାନ୍ !

ତୋଷଖାନା ମାମଲାରେ ଗତ ଫେବ୍ରୁଆରୀ ୨୮ ତାରିଖରେ ଇମ୍ରାନ କୋର୍ଟରେ ହାଜର ହୋଇନଥିବାରୁ ତାଙ୍କୁ ଗିରଫ କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ଲାହୋରର ସେସନ୍ସ କୋର୍ଟ ।