• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Snake

World's biggest Snake
ଜଙ୍ଗଲରେ ବୁଲୁଛି ବିଶ୍ୱର ସବୁଠୁ ବଡ଼ ସାପ; ୨୬ ଫୁଟ୍‌ ଲମ୍ବ, ୨ କ୍ୱିଣ୍ଟାଲ୍ ଓଜନ

ବିଶାଳ ଆନାକୋଣ୍ଡାର ଓଜନ ୨ କ୍ୱିଣ୍ଟାଲ୍ ରହିଛି । ଯାହା ଭାବିଲେ ମଧ୍ୟ ଆପଣଙ୍କୁ ଭୟ ଲଗିବ । କାରଣ ୨୬ ଫୁଟ୍‌ ଲମ୍ବ ସହ ୨ କ୍ୱିଣ୍ଟାଲ୍ ଓଜନର ଆନାକୋଣ୍ଡା କେତେ ଯେ ବଡ଼ ଆପଣ ଅନୁମାନ କରିପାରୁଥିବେ ।

Snake
ଚାଲୁଥିଲା ଗାଡ଼ି, ହଠାତ୍ କାର୍‌ର ଏସି ଜାଲି ଭିତରୁ ବାହାରିଲା ସାପ..ଆଉ ତା’ପରେ…

କାର୍‌ ଭିତରୁ ବାହାରିଲା ସାପ । ସେପୁଣି ଆଉ କେଉଁଠୁ ନୁହେଁ ସାମ୍ନାରେ ଥିବା ଏସି ଜାଲି ଭିତରୁ । ଏପରି ଭୟଙ୍କର ଘଟଣା ଘଟିଛି ଅଷ୍ଟ୍ରେଲିଆରେ ।

Viral Video
ଆଶ୍ଚର୍ଯ୍ୟ ! ଅହିରାଜକୁ ଦେଲେ କିସ୍‌

ଭୟଙ୍କର ଦୃଶ୍ୟ...ଜଙ୍ଗଲ ଭିତରେ ବୁଲୁଥିଲା ଅହିରାଜ । କିସ୍‌ କରିଦେଲେ ଏହି ଯୁବକ । ପୁଣି କିସ୍‌ ସମୟର ଭିଡିଓ କଲେ ଭାଇରାଲ

Dead snake found in mid-day meal
ମଧ୍ୟାହ୍ନ ଭୋଜନରୁ ବାହାରିଲା ବିଷଧର ସାପ, ୧୦୦ ପିଲା ହସ୍ପିଟାଲରେ ଭର୍ତ୍ତି

ସ୍କୁଲରେ ପିଲାଙ୍କୁ ପରିବେଷଣ କରାଯାଉଥିବା ମଧ୍ୟାହ୍ନ ଭୋଜନରେ ବାହାରିଲା ସାପ ।

Man Bites Off Pet Snake's Head
ମହିଳାଙ୍କ ସହ ଝଗଡ଼ା କରି ଅଜଗର ମୁଣ୍ଡକୁ କାମୁଡ଼ିଦେଲା ଯୁବକ

ସାପକୁ ନିର୍ଯାତନା ଦେବା ଅଭିଯୋଗରେ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ୟକ୍ତି ଜଣକ ଘରେ ପାଳନ କରିଥିବା ଏକ ଅଜଗର ସାପର ମୁଣ୍ଡକୁ କାମୁଡ଼ି ଦେଇଥିଲେ । 

snake
ଚପଲ ଚୋରେଇ ସାପ ଫେରାର୍‌, ଭିଡିଓ ଭାଇରାଲ..

କଥାରେ ଅଛି ଯାହା ନହୋଇଥିବ ଅନ୍ୟ ଯୁଗରେ, ତାହା ହେବ କଳିଯୁଗରେ । ତାହାର ସଦ୍ୟତମ ଉଦାହରଣ ହେଉଛି ଏହି ଭିଡିଓ ।

snake
ଆଶ୍ଚର୍ଯ୍ୟ !! ଚପଲ ନେଇ ପଳାଉଛି ସାପ..

ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ରାଗିଗଲା ପରେ ଚପଲ ନେଇ ପଳାଉଛି ସାପ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

Snake
ସାପ ପାଟିରୁ ବାହାରିଲା ୮ଟି ଗୋଟା କୁକୁଡ଼ା ଅଣ୍ଡା ! ଦେଖନ୍ତୁ ଭିଡିଓ..

ମୟୂରଭଂଜ ଜିଲ୍ଲା ଖୁଣ୍ଟା ବନାଞ୍ଚଳ କହ୍ନାଇବନ୍ଧ ଗାଁରୁ ଉଦ୍ଧାର ହୋଇଛି ଏକ ବିରାଟ ଚମ୍ପା ନାଗ ।

Video Of Girl Kissing A Snake Goes Viral
ଫଣା ଟେକିଥିଲା ଅହିରାଜ, ମଥାରେ ଚୁମ୍ବନ ଦେଲେ ଯୁବତୀ

କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଦେଖନ୍ତୁ କେମିତି ବିରାଟକାୟ ଅହିରାଜ ମଥାରେ ଚୁମ୍ୱନ ଦେଉଛନ୍ତି ଏ ଯୁବତୀ ଜଣକ। ଆଉ ସାପଟି କିଛି ନ କରି ଚୁପ୍ ହୋଇ ରହିଛି।

Telkoi
ପୂଜା ଚାଲିଥିବା ବେଳେ ହଠାତ୍‌ ଘରୁ ବାହାରିଲା ତମ୍ବା ନାଗ, ଆଉ ତା’ପରେ...

କାର୍ତିକ ମାସ ପରି ପୁଣ୍ୟ ମାସରେ ଏପରି ଘଟଣାକୁ ନେଇ ଘରେ ସ୍ୱୟଂ ନାଗଦେବତା ଆବିର୍ଭାବ ହୋଇଥିବା ନେଇ ଆଶା କରି ପୂରା ପରିବାର ପୂଜାର୍ଚନାରେ ଲାଗିଥିଲେ। ଏହି ଖବର ପାଇବା ପରେ ଆଖ ପାଖ ଲୋକଙ୍କ ଭିଡ଼ ଏବେ ଦର୍ଶନ ପାଇଁ ଲାଗିଛି

Snake
ଦୋକାନରେ ମୋବାଇଲ ଦେଖୁଥିଲେ ଦୋକାନୀ, ଉପରକୁ ଡ଼େଇଁଲା କଳାନାଗ...

ବେଳେ ବେଳେ ମଣିଷ ଜୀବନ ସହ ଅଜବ ଘଟଣା ଘଟିଥାଏ । ଯାହାକୁ ସେମାନେ କେବେ ହେଲେ ଭାବି ନଥାନ୍ତି । ଏପରି ଏକ ଘଟଣା ଜଣେ ପାନ ଦୋକାନୀଙ୍କ ସହ ଘଟିଥିଲା । ଆଉ ସେହି ଘଟଣାଟି ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି