କେତେବେଳେ ସଫଳତା... ପୁଣି କେତେ ସମାଲୋଚନା; ବୋଧ ହୁଏ ଜୀବନର ଆଉ ଏକ ନାଁ ଥିଲେ ମନମୋହନ । ବର୍ତ୍ତମାନର ନିର୍ଦ୍ଦୟତାକୁ ମୁରୁକି ହସରେ ଲିଭାଇ ଦେଇ, ଯିଏ ସଦୟ ଇତିହାସର ଆଶା ରଖିଥିଲେ...ସେମିତି ଜଣେ ଆଶାବାଦୀ ଥିଲେ ମନମୋହନ...।
ସବୁବେଳେ ସିଧା ସିଧା ଉତ୍ତର ଦେଉଥିବା ମନମୋହନଙ୍କ କଥା ବା ଭାଷଣରେ କେବେ ସାଏରୀ..କବିତା ଶୁଣିବାକୁ ମିଳି ନ ଥାଏ । ୧୫ତମ ଲୋକସଭା ଚାଲିଥାଏ । ଶାସକ ଦଳରେ କଂଗ୍ରେସ ଆଉ ବିରୋଧୀ ଆସନରେ ବିଜେପି । ମନମୋନହ ସିଂହ ପ୍ରଧାନମନ୍ତ୍ରୀ ଏବଂ ସ୍ୱର୍ଗତ ସୁଷମା ସ୍ୱରାଜ ବିରୋଧୀ ଦଳ ନେତ୍ରୀ । ସଂସଦରେ ଅନେକ ସମୟରେ ଉଭୟ ଦଳ ମଧ୍ୟରେ ବାକଯୁଦ୍ଧ ସ୍ଥିତି ଦେଖିବାକୁ ମିଳେ ।
୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ।
ସିଫର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ।
ସାଂସଦ ଭାବେ ହେଉ ଅବା ବିରୋଧୀ ଦଳ ନେତା ଅବା ଦଳ ସଭାପତି କିମ୍ବା ପ୍ରଧାନମନ୍ତ୍ରୀ...ସବୁବେଳେ ସବୁ ପରିସ୍ଥିତିରେ ଅଟଳ ରହିବା ବି ତାଙ୍କୁ ଅନ୍ୟ ନେତାଙ୍କଠୁ ଭିନ୍ନ କରିଥିଲା।