ନିକଟରେ ଆମେରିକାରେ ଜଣେ ହତ୍ୟାକାରୀକୁ ନାଇଟ୍ରୋଜେନ ଗ୍ୟାସ ଦେଇ ମୃତ୍ୟୁଦଣ୍ତ ଦିଆଯାଇଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ତ ଟେକିଛି । ଅମ୍ଳଜାନ ବିନା ବ୍ୟକ୍ତି ଜଣକ ଛଟପଟ ହୋଇ ଜୀବନ ତ୍ୟାଗ କରିଛନ୍ତି ।
ଆପଣ ଜାଣନ୍ତି କି ଏମିତି ଏକ ମାଛ ରହିଛି । ଯାହା ପାଣିରୁ ମାସ ମାସ ଧରି ବାହାରେ ରହିବା ପରେ ତା’ର ମୃତ୍ୟୁ ହୁଏ ସିନା ହେଲେ ସେ ପୁଣି ଜୀବିତ ହୋଇଉଠେ ।
କେବଳ ଦହିପଖାଳ ନୁହେଁ ନବମୀ ଅବସରରେ ମାଛ ଭୋଗର ରହିଛି ଅନନ୍ୟ ପରମ୍ପରା । କଟକ ଅଲିଶାବଜାର ପୂଜା ମଣ୍ଡପରେ ଆଜକୁ ୨୦୦ ଶହ ବର୍ଷ ଧରି ନବମୀ ଦିନ ମା’ଙ୍କ ପାଖରେ ମାଛ ଭୋଗ ଲାଗି କରାଯାଇଥାଏ ।
ଇଲିସି କିଲୋ ପିଛା ଦର ୧୫ ଶହରୁ ୨ହଜାର । ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁଁ ଟନ୍ ଟନ୍ ଇଲିସି ପଡୁଛି ।
ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାଛ ଧରା ନିଶା ଏମିତି ପାଗଳ କରିଥିଲା ଯେ ନିଜ ବାହାଘର ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଦେଇନଥିଲେ ପଛଘୁଞ୍ଚା । ଦେଖନ୍ତୁ କେମିତି ଘୁଞ୍ଚିଥିଲା ବିବାହର ତାରିଖ...
ମାଛ କିଲୋ ହେଲା ୨ ଟଙ୍କା। ମାତ୍ର ୧୦ ମିନିଟ୍ରେ ପୂରା ବଜାରରୁ ଉଭାନ ହୋଇଗଲା ମାଛ...ସ୍ଥିତି ଏମିତି ହେଲା ଯେ ଶତାଧିକ ଲୋକ ମାଛ ନପାଇ ମନଦୁଃଖରେ ଘରକୁ ଫେରିଥିଲେ, ଜାଣନ୍ତୁ କେଉଁଠି ଘଟିଲା ଏମିତି ଘଟଣା...
ଇଆଡ଼େ ଆସ ଇଆଡେ ଆସ...ବଢିବା ମାଲ୍...ଜିଅନ୍ତା ମାଛ...ଆରେ...ପୂରା ବରଫଦିଆ ଧରିଛୁ, ପୂରା ଦେଶୀ ବୋଲି କହୁଛୁ...ତୁ ପୂରା ମାରିଦେବୁରେ ନାରଣ...
ଆବଶ୍ୟକୀୟ ସାମଗ୍ରୀ: ଚୂନା ମାଛ, ବୋଇତି କଖାରୁ ପତ୍ର, ଚାଉଳ, ସୋରିଷ, ରସୁଣ, ଜିରା, ଶୁଖିଲା ଲଙ୍କା, ସୋରିଷ ତେଲ, ଲୁଣ ଓ ହଳଦୀ। ପ୍ରସ୍ତୁତି ପ୍ରଣାଳୀ: ଚୂନା ମାଛକୁ ଭଲ ଭାବରେ ବାଛି ନିଅନ୍ତୁ। ଚାଉଳକୁ ପାଣିରେ ଭିଜାଇ ବାଟି ନିଅନ୍ତୁ। ସୋରିଷ, ଜିରା, ଲଙ୍କାକୁ ବାଟି ନିଅନ୍ତୁ। ଏହି ମସଲା ବଟାରେ ଚୂନା ମାଛ, ରସୁଣ କୋଲା, ତେଲ, ଲୁଣ, ହଳଦୀ ମିଶାଇ ରଖନ୍ତୁ। ବୋଇତି କଖାରୁ ପତ୍ର ମଝିରେ ଗୋଳା ମାଛରୁ ଅଳ୍ପ […]
ପାରୀଦୀପ: ପାରାଦୀପରେ ମାଛ ମଡ଼କ। ସ୍ଥାନୀୟ ବଟ ନଦୀର ବାଲିଝରା ପଠାରେ ଅସଂଖ୍ୟ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଗତକାଲି ନଦୀରୁ ପ୍ରାୟ ୨ ଟନ୍ ମଲା ମାଛ ସ୍ଥାନୀୟ ଲୋକେ ଗୋଟେଇ ଥିବା ଅଭିଯୋଗ ହୋଇଛି। ତେବେ ମାଛ ମଡ଼କର ସଠିକ୍ କାରଣ ଜଣା ପଡ଼ିନଥିବା ବେଳେ ନଦୀରେ କେହି ବିଷ ପ୍ରୟୋଗ କି ମାଛମରା ଔଷଧ ପକାଇଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ନଦୀରୁ ମାଛ ଚୋରି ହେଉଥିବା ଯୁବ ପରିଷଦ […]