ଫ୍ରାନ୍ସରେ ପଢିବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଭିସା ପ୍ରକ୍ରିୟା ସହଜ କରାଯିବ । ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଫ୍ରାନ୍ସରେ ଅଧ୍ୟୟନ କରିବା ପାଇଁ ଫ୍ରାନ୍ସ ସରକାର ପୂର୍ବରୁ ଅନେକ ପଦକ୍ଷେପ ଆପଣାଇଛନ୍ତି ।
ସୋସିଆଲ ମିଡିଆରେ ମୋଦିଙ୍କୁ ପ୍ରିୟ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ମାକ୍ରନ୍ ।
ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିଥିଲା। କିନ୍ତୁ ଜାନୁଆରୀ ମାସରେ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଯୋଗୁ ବାଇଡେନ୍ ଭାରତ ଆସିପାରିବେ ନାହିଁ ।
ପରାଜୟ ସ୍ୱୀକାର କଲେ ମରିନ୍ ଲେ ପେନ । ଦ୍ୱିତୀୟ ଥର ପାଇଁ ଇମାନୁଏଲ୍ ମାକ୍ରୋନ୍ ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।
ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଲାୟନ ସହରରେ ଅନୁଷ୍ଠିତ ରେଷ୍ଟୁରାଣ୍ଟ ଓ ହୋଟେଲ ଟ୍ରେଡ ଫେୟାରକୁ ବୁଲିବାକୁ ଯାଇଥିଲେ। ସେଠାରେ ଲୋକଙ୍କ ସମାଗମ ବିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଅଣ୍ଡାମାଡ଼ କରିଥିଲେ। ବ୍ୟକ୍ତି ଜଣଙ୍କ ମାଡ଼ କରିଥିବା ଅଣ୍ଡା ଇମାନ୍ୟୁଏଲଙ୍କ କାନ୍ଧରେ ବାଜିଥିଲା