• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Pakistan
ପାକିସ୍ତାନର କୁମ୍ଭୀର କାନ୍ଦଣା ! ବିରାଡ଼ି ବୈଷ୍ଣବ ଭଳି ଜପୁଛି ଶାନ୍ତି ଓ ସୁସଂପର୍କର ମନ୍ତ୍ର

ଏବେ ଘୋର ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ। ଲୋକେ ଭୋକରେ ଡହଳବିକଳ ହେଉଥିବା ବେଳେ, ଖାଦ୍ୟଦର ଆକାଶଛୁଆଁ ।

China children's
CAC ଜାରିକଲା ନିର୍ଦ୍ଦେଶାବଳୀ; ୧୮ ବର୍ଷରୁ କମ୍‌ ପିଲାଙ୍କୁ ଅଧିକ ସମୟ ମୋବାଇଲ୍‌ ମନା

୮ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଦିନକୁ ମାତ୍ର ଏକ ଘଣ୍ଟା ମୋବାଇଲ୍‌ ବ୍ୟବହାର କରିବାକୁ ଅନୁମତି ମିଳିବ । ତାହା ସହିତ ୮ବର୍ଷରୁ କମ୍ ପିଲାମାନଙ୍କୁ କେବଳ ୮୦ ମିନିଟ୍ ମୋବାଇଲ୍‌ରେ ସମୟ ଅତିବାହିତ କରିପାରିବେ ବୋଲି କୁହାଯାଇଛି । ଚାଇନାର ସାଇବର ସ୍ପେସ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

3 Year Jail For Ex Pak PM Imran Khan
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୩ ବର୍ଷ ଜେଲ୍

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି। ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ କୋର୍ଟ ରୋକ୍‌ ଲଗାଇଛନ୍ତି।

Worlds fattest kids
ଦୁନିଆର ସବୁଠାରୁ ମୋଟା ବାଳକ ! ଖାଦ୍ୟ ଖାଆନ୍ତି ଆବଶ୍ୟକ ଠାରୁ ପ୍ରାୟ ୬ ଗୁଣା ଅଧିକ

ମୋଟାପଣ ପାଇଁ ୨୦୧୭ ଏପ୍ରିଲ୍ ମାସରେ ଆର୍ଯ୍ୟଙ୍କ ବାରିଆଟ୍ରିକ୍ ସର୍ଜରୀ ହୋଇଥିଲା । ଜାକର୍ତ୍ତାର ଓମନି ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସେ ବଡି ବିଲଡିଂ ଚାମ୍ପିଅନ୍ ଆଡେ ରାୟଙ୍କୁ ଭେଟିଥିଲେ ।

Accident
ହାଇ-ୱେରୁ ଖସିଗଲା ବସ୍‌, ୧୩୧ ଫୁଟ୍‌ ତଳେ ପଡ଼ିଲା !

ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

King
ଇଏ ଟାଟା କି ଅମ୍ବାନୀ ନୁହଁନ୍ତି ! କିନ୍ତୁ ରଖିଛନ୍ତି ୨୧ ହେଲିକପ୍ଟର, ୪ ଯୁଦ୍ଧ ଜାହାଜ, ୩ ଶହ ଦାମୀ କାର୍

ରାଜାଙ୍କର ହଜାର ହଜାର ଏକର ଜମି ରହିଛି, ଯେଉଁଥିରେ ଅନେକ କମ୍ପାନୀ ଛିଡ଼ା ହୋଇଛି । ଏହାସହିତ କିଛି ଜମିରେ ଭଡ଼ାଟିଆ ମଧ୍ୟ ରୁହନ୍ତି ।

  • Thursday, 03 August 2023
heaviest rainfall
ଚୀନ୍‌ରେ ୧୪୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା : ବେଜିଂ ଉପରେ ପ୍ରକୃତିର କୋପ,୨୧ ମୃତ

ବର୍ଷାର କରାଳ ରୂପରେ ଅସ୍ତବ୍ୟସ୍ତ ଚୀନ୍‌ । ୧୮୮୩ ମସିହା ପରେ ସର୍ବାଧିକ ବର୍ଷା ହୋଇଛି ।

Glacier, Body Rescued
ଗ୍ଲାସିୟର ତରଳିଲା ! ସାମ୍ନାକୁ ଆସିଲା ୩୭ ବର୍ଷ ପୂର୍ବେ ନିଖୋଜ ପର୍ବତାରୋହୀଙ୍କ ମୃତଦେହ

ଯେତେବେଳେ ସ୍ୱିଜରଲ୍ୟାଣ୍ଡର ଜେର୍ମେଟର ଦକ୍ଷିଣରେ ଥିବା ଥିଓଡୁଲ ଗ୍ଲାସିଅର ସାମାନ୍ୟ ତରଳିଲା, ସେତେବେଳେ ଏହି ପର୍ବତାରୋହୀଙ୍କ ମୃତଦେହର ଅଂଶ ବିଶେଷ ସାମ୍ନାକୁ ଆସିଥିଲା ।

Body In Lift
ଲିଫ୍ଟ ନେଇଗଲା ମହିଳାଙ୍କ ଜୀବନ ! ୯ ମହଲାରେ ରହିଗଲା, ୩ ଦିନ ପରେ ଖୋଲିଲା

ଜଣେ ମହିଳା ଲିଫ୍ଟରେ ଯାଉଥିବା ବେଳେ ହଠାତ୍ ଲିଫ୍ଟ ଖରାପ ହୋଇଥିଲା । ସେ ପାଖାପାଖି ତିନିଦିନ ପର୍ଯ୍ୟନ୍ତ ସେହି ଲିଫ୍ଟରେ ଫସିରହିଥିଲେ । କାରଣ ଲିଫ୍ଟ ଆଉ ଖୋଲିନଥିଲା ।

  • Thursday, 03 August 2023
23 year old man
୨୩ ବର୍ଷ ବୟସରେ କୋଟିପତି; କହିଲେ ଏହି ୩ଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଲୁକ ଲିଣ୍ଟଜ ବର୍ତ୍ତମାନ ତାଙ୍କ ଦୁଇ ଭାଇ ଜୋର୍ଡାନ୍ ଏବଂ ଜ୍ୟାକସନଙ୍କ ସହ ସମ୍ପର୍କରେ ରହିଛନ୍ତି । କମ୍ପାନୀର କାମକୁ ନେଇ ସେ କେବଳ ତାଙ୍କ ସହ ଆଲୋଚନା କରନ୍ତି ।

Vegan Raw Food Influencer
ଭୋକରେ ଚାଲିଗଲା ଇନଫ୍ଲୁଏନ୍ସରଙ୍କ ପ୍ରାଣ,କୁପୋଷଣ ଓ ଅନାହାରରୁ ଅକାଳରେ ମୃତ୍ୟୁ

ରୁଷୀୟ ଭେଗାନ୍ ଡାଏଟ୍ ଇନଫ୍ଲେଏନ୍ସର ଝନ୍ନା...୧୦ ବର୍ଷ ହେଲା ଖାଉଥିଲେ କେବଳ କଞ୍ଚା ଫଳ ଓ ପରିବା..କଞ୍ଚା ଫଳ ଓ ପନିପରିବା ଖାଇ ନିଜର ଯୌବନକୁ ଅତୁଟ ରଖିବାକୁ ଚାହୁଁଥିଲେ ଝନ୍ନା..

Typhoon Doksuri
ଟାଇଫୁନ୍ ମାଡ଼ରେ ଘାଇଲା ଚୀନ୍, ତାଣ୍ଡବ ରଚିଲା ଡୋକସୁରି

ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଏଥିଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

pakistan blast
ପାକିସ୍ତାନରେ ପ୍ରତିମାସ ଫୁଟୁଛି ବୋମା, ଆତଙ୍କୀ ହମଲାରେ ଲହୁଲୁହାଣ ଆତଙ୍କବାଦର ପ୍ରାୟୋଜକ 

ଚଳିତବର୍ଷ ଶେଷ ଆଡ଼କୁ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଦେଶର ପଲିଟିକାଲ୍ ମାହୋଲ୍ ବି ସରଗରମ ହେଉଛି। ତେବେ ରାଜନୈତିକ ସଭାରେ ଏଭଳି ଆତଙ୍କୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି ।

Bomb Blast In Pakistan
ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪୦ ମୃତ, ୮୦ରୁ ଅଧିକ ଆହତ

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ। ବିସ୍ଫୋରଣରେ ୪୦ ମୃତ, ୮୦ ଆହତ। ଖାଇବର ପଖତୁନଖ୍ୱାରେ ବିସ୍ଫୋରଣ ହୋଇଛି।

tweet button
ଲୋଗୋ ପରେ ବଦଳିଯିବ ‘ଟ୍ୱିଟ୍‌’ର ନାଁ ! ୟୁଜର୍ସଙ୍କ ପ୍ରଶ୍ନର ସିଧା ଉତ୍ତର ଦେଲେ ଏଲନ୍‌

ସୂଚନା ଅନୁସାରେ ଉପଭୋକ୍ତା ବା ୟୁଜର୍ସମାନେ ଗୁଗଲ ପ୍ଲେ-ଷ୍ଟୋରରେ ଟ୍ୱିଟରକୁ ଯଦି ସର୍ଚ୍ଚ କରନ୍ତି, ତେବେ ଟ୍ୱିଟର ମିଳିବ ନାହିଁ । ସେମାନେ ଟ୍ୱିଟର ବଦଳେରେ ‘X’କୁ ପାଇପାରିବେ ।

drone attack
ଋଷ ଉପରେ ୟୁକ୍ରେନ୍‌ର ବଡ଼ ଡ୍ରୋନ୍ ଆକ୍ରମଣ, ବନ୍ଦ କରାଗଲା ମସ୍କୋ ଏୟାରପୋର୍ଟ

ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ଋଷର ୨ଟି କୋଠା ନଷ୍ଟ ହୋଇଯାଇଛି ।

Twitter, Elon Musk
ଆହୁରି ଅନେକ କିଛି ବଦଳିବ ! ଏବେ କେବଳ ଡାର୍କ ମୋଡ୍‌ରେ ଆସିବ ‘X’

ଏବେ ଟ୍ୱିଟର ବ୍ୟବହାରକାରୀଙ୍କୁ ଦୁଇଟି ମୋଡ୍ ବାଛିବା ପାଇଁ ବିକଳ୍ପ ରହିଛି । ଏଥିରେ ଏକ 'ଡିମ୍' ମୋଡ୍ ରହିଛି, ଯାହା ନୀଳ ରଙ୍ଗକୁ ଗାଢ଼ କରିଥାଏ ।

Ship carrying nearly 3,000 cars ablaze off Dutch coast, crew member dead
ମଝି ସମୁଦ୍ରରେ ଜଳିଗଲା ଜାହାଜ; ଜଣଙ୍କର ମୃତ୍ୟୁ, ୩ହଜାର BMW-ମର୍ସିଡିଜ୍‌ ପୋଡ଼ି ପାଉଁଶ !

ଜାହାଜରେ ହଠାତ୍‌ ନିଆଁ ବ୍ୟାପିଯିବାରୁ ଅନେକ କ୍ରୁ ମେମ୍ବର ସମୁଦ୍ରକୁ ଡେଇଁପଡ଼ିଥିଲେ । ଫଳରେ ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ, ଜାହାଜରେ ଥିବା ସମସ୍ତ କ୍ରୁ ମେମ୍ବର ଭାରତୀୟ ବୋଲି ସୂଚନା ମିଳିଛି ।

Rice Shortage Panic
ଭାରତର ଗୋଟିଏ ନିଷ୍ପତ୍ତି, ଆମେରିକା ଓ କାନାଡାରେ ଚାଉଳ ପାଇଁ ବାଡ଼ିଆପିଟା

ପ୍ରବାସୀ ଭାରତୀୟଙ୍କୁ ଘାରିଛି ଭାତ ଚିନ୍ତା । ଚାଉଳ ବସ୍ତା ନେବାକୁ ଠେଲାପେଲା ସ୍ଥିତି । ସୁପରମାର୍କେଟରେ ଲମ୍ବା ଲାଇନ୍

  • Thursday, 27 July 2023
Elon Musk
'X' ଅକ୍ଷର ପ୍ରତି ମସ୍କଙ୍କ ଅହେତୁକ ଦୁର୍ବଳତା : ଖାଲି କଂପାନୀ ନୁହେଁ, ପିଲାଙ୍କ ନାଁରେ ବି ରହିଛି 'ଏକ୍ସ'

ଟ୍ୱିଟରକୁ 'ଏକ୍ସ' ଭାବେ ନାମିତ କରିବା ପରେ ଚର୍ଚ୍ଚା ଜୋର ଧରିଛି। 'ଏକ୍ସ' ଲେଟର୍ ପ୍ରତି ଏଲନ ମସ୍କଙ୍କ ଅହେତୁକ ଦୁର୍ବଳତା ରହିଛି । ଏଲନ ମସ୍କଙ୍କର ଅନେକ କଂପାନୀର ନାଁରେ ଯୋଡ଼ି ହୋଇଛି 'ଏକ୍ସ' ।

China
ବଡ଼ ଅଘଟଣ : ଭୁଶୁଡ଼ି ପଡ଼ିଲା ଜିମ୍‌ର ଛାତ, ୧୦ ମୃତ

ଗତକାଲି ପାଖାପାଖି ୧୦ ଜଣ ଲୋକ ଜିମ୍‌ରେ ଥିବାବେଳେ ଏହି ଅଘଟଣ ଘଟିଛି ।

  • Monday, 24 July 2023
  • Gym
Twitter
ଆଜିଠୁ ବଦଳିଯିବ ଟ୍ୱିଟରର ନାଁ ଓ ଠିକଣା

ୱେବସାଇରେ ଏକ୍ସ ଡଟ କମ୍‌ ଟାଇପ କଲେ ଏବେ ଟ୍ୱିଟର ପେଜ୍ ଖୋଲୁଛି ।

17 killed as bus plunges into pond in Bangladesh
ପୋଖରୀକୁ ଖସିଲା ବସ୍‌, ଗାଡ଼ିରେ ଥିଲେ ୭୦ ଜଣ ଯାତ୍ରୀ...

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସିଲା ବସ୍। ଏଥିରେ ୭ ଜଣ ଶିଶୁଙ୍କ ସମେତ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

Jim Arrington, 90-year-old world's oldest bodybuilder
ବୟସ ସିନା ୯୦, ଆଜି ବି ଫିଟ୍‌; ଜାଣନ୍ତୁ କିଏ ବିଶ୍ୱର ବୟସ୍କ ବଡିବିଲ୍ଡର

ଦୈନନ୍ଦିନ ରୁଟିନ୍‌ରେ ରହିଛି ଜିମ୍‌ । ଏଥି ସହ ଡାଏଟ୍‌ ମଧ୍ୟ କରନ୍ତି ସେ । ବର୍ତ୍ତମାନ ଫିଟନେସ୍ ଉତ୍ସାହୀମାନଙ୍କ ପାଇଁ ପ୍ରକୃତ ପ୍ରେରଣା ପାଲଟିଛନ୍ତି ଅରିଙ୍ଗଟନ୍‌ ।

  • Saturday, 22 July 2023
cocaine
ସମୁଦ୍ରରେ ଭାସୁଥିଲା ୫.୩ ଟନ୍‌ ଓଜନ୍‌ର କୋକେନ୍, ଯାହାର ମୂଲ୍ୟ ୯୪୬ ମିଲିଅନ୍

ସିସୀଲି ଉପକୂଳକୁ ଚାଲାଣ ହେଉଥିଲା ବୋଲି ଶୁକ୍ରବାର ପୋଲିସ ସୂଚନା ଦେଇଛି । ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି।