ଅବଶ୍ୟ ଏହି ଦୁର୍ମୂଲ୍ୟ ପେଣ୍ଟିଂଟି ବୁଲେଟ ପ୍ରୁଫ୍ କାଚ ବାକ୍ସ ଭିତରେ ଥିବାରୁ, ତାର କିଛି କ୍ଷତି ହୋଇନାହିଁ । ତେବେ ସୂଚନା ମିଳିଛି ଯେ, ଫ୍ରାନ୍ସ ସରକାରଙ୍କ କୃଷିନୀତିକୁ ବିରୋଧ କରି ଏବଂ ଚାଷୀଙ୍କ ଅଧିକାର ଦାବିରେ ଏହି ପ୍ରତିବାଦ କରାଯାଇଛି ।
ରାଜଧାନୀରେ ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିବା ଗାଁ ସାଥୀ ରାତି ସାରା ବିଧାନସଭା ଆଗରେ ଶୀତ କାକରରେ ପଡିରହିଛନ୍ତି । ସରକାର ଦାବି ଶୁଣୁନଥିବାରୁ ରାତିରେ ଶୋଇଥିଲେ ବିଧାନସଭା ଆଗରେ ।