ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ସ୍ପେକ୍ଟ୍ରାଲ୍ ଟେଲିସ୍କୋପ୍। ଏହା ଚୀନ୍ ଏବଂ ବିଶ୍ୱର ଅନ୍ୟ ବୈଜ୍ଞାନିକମାନଙ୍କୁ ମହାକାଶର ରହସ୍ୟ ଭେଦ କରିବାରେ ସାହାଯ୍ୟ କରିବ।
କୋଲିୟ କହିଛନ୍ତି ଯେ, ସେହି ଏଲିୟନ୍ମାନେ ବିସିୟସ୍ ଓ ମୋରୋନେୟ ନାମକ ଏଣ୍ଡ୍ରୋମିଡିଅନ୍ ଭାବେ ଜଣାଶୁଣା ।
ଏଲିଏନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। ଅନେକ ସମୟରେ ଏଲିଏନ ପୃଥିବୀକୁ ଆସିଥିବା, କେହି କେହ ଏହାକୁ ଦେଖିଥିବା ନେଇ ମଧ୍ୟ ଦାବି କରିଥାନ୍ତି। ନିକଟରେ ଜଣେ ଗୁଗୁଲ ଅର୍ଥ ୟୁଜର ଦାବି କରିଛନ୍ତି ଯେ, ସେ କାରର ପଛସିଟରେ ଏଲିଏନ ଲୁଚି ବସିଥିବା ଦେଖିବାକୁ ପାଇଛନ୍ତି।
ଆମେରିକାର ଏରିଆ ୫୧କୁ ଯିବା କାହାକୁ ଅନୁମତି ନାହିଁ। ଏଠାରେ ଏଲିଏନମାନଙ୍କୁ କଏଦ କରି ରହିଛି ଆମେରିକା। ଏରିଆ ୫୧ରେ କାମ କରିଥିବା ଜଣେ ଇଞ୍ଜିନିୟର ଏମିତି କହିଛନ୍ତି।
ଏଲିଏନ୍ ସହ ପ୍ରେମ। ବିଶ୍ୱାସ ହେଉନଥିଲେ ବି ସତ। ଏଭଳି ଏକ ପ୍ରେମ କାହାଣୀର ଖୁଲାସା କରିଛନ୍ତି ଲଣ୍ଡନର ଜଣେ ମହିଳା। ଏଲିଏନ୍ ବୟଫ୍ରେଣ୍ଡ୍କୁ ଏତେ ପସନ୍ଦ କରନ୍ତି ଯେ, ସେ ଏଲିଏନ୍ର ଏକ କଣ୍ଢେଇକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଛି।
ଦୁନିଆଁରେ କ’ଣ ଖାଲି ପୃଥିବୀରେ ଜୀବ ଅଛନ୍ତି? ପୃଥିବୀ ଛଡା କ’ଣ ଆଉ କେଉଁ ଗ୍ରହରେ ଜୀବନ ନାହିଁ? ନା ଅନ୍ୟ ଗ୍ରହରେ ବି ପୃଥିବୀ ଭଳି ଜୀବ ଅଛନ୍ତି? ଅଲଗା ଦୁନିଆର ଜୀବ ଅର୍ଥାତ୍ ଏଲିଏନ୍ସକୁ ନେଇ ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରେ, ଯାହାର ଉତ୍ତର ଏବେ ବି ରହସ୍ୟରେ ରହିଛି। ଏମିତିରେ ବି ଅନେକ ବୈଜ୍ଞାନିକ ଏଲିୟନ୍ସ ଥିବା ସମ୍ଭାବନାକୁ ଏଡେଇ ଦେଇ ନାହାନ୍ତି। କିନ୍ତୁ ଏହାକୁ ନେଇ ଏନେଇ କଳ୍ପନା ଜଳ୍ପନା ଲାଗିରହିବାର କାରଣ ହେଉଛି, ଏଲିୟନ୍ସ ଥିବା ନେଇ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳି ନାହିଁ।