• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Alien

Telescope Will Discover Alien
ଏଲିଅନଙ୍କ ସହ ଯୋଗାଯୋଗ ହେବ ସହଜ; ଏହି ଦେଶ ନିର୍ମାଣ କରୁଛି ଟେଲିସ୍କୋପ

ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ସ୍ପେକ୍ଟ୍ରାଲ୍ ଟେଲିସ୍କୋପ୍। ଏହା ଚୀନ୍ ଏବଂ ବିଶ୍ୱର ଅନ୍ୟ ବୈଜ୍ଞାନିକମାନଙ୍କୁ ମହାକାଶର ରହସ୍ୟ ଭେଦ କରିବାରେ ସାହାଯ୍ୟ କରିବ।

Blue Aliens
‘ମୁଁ ଏଲିୟନଙ୍କ ବଂଶଜ, ସେଥିପାଇଁ ସେମାନେ ମୋତେ ଭେଟିବାକୁ ଆସିଥିଲେ’

କୋଲିୟ କହିଛନ୍ତି ଯେ, ସେହି ଏଲିୟନ୍‌ମାନେ ବିସିୟସ୍‌ ଓ ମୋରୋନେୟ ନାମକ ଏଣ୍ଡ୍ରୋମିଡିଅନ୍‌ ଭାବେ ଜଣାଶୁଣା ।

କାର ପଛ ସିଟ୍‌ରେ ଲୁଚି ବସିଥିଲା ଏଲିଏନ, ଫଟୋ ନେଲେ ଗୁଗୁଲ ଅର୍ଥ ୟୁଜର

ଏଲିଏନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। ଅନେକ ସମୟରେ ଏଲିଏନ ପୃଥିବୀକୁ ଆସିଥିବା, କେହି କେହ ଏହାକୁ ଦେଖିଥିବା ନେଇ ମଧ୍ୟ ଦାବି କରିଥାନ୍ତି।  ନିକଟରେ ଜଣେ ଗୁଗୁଲ ଅର୍ଥ ୟୁଜର ଦାବି କରିଛନ୍ତି ଯେ, ସେ କାରର ପଛସିଟରେ ଏଲିଏନ ଲୁଚି ବସିଥିବା ଦେଖିବାକୁ ପାଇଛନ୍ତି।

America hostaged aliens in area 51
ଏଲିଏନ୍‌ମାନଙ୍କୁ କଏଦ କରି ରଖିଛି ଆମେରିକା

ଆମେରିକାର ଏରିଆ ୫୧କୁ ଯିବା କାହାକୁ ଅନୁମତି ନାହିଁ। ଏଠାରେ ଏଲିଏନମାନଙ୍କୁ କଏଦ କରି ରହିଛି ଆମେରିକା। ଏରିଆ ୫୧ରେ କାମ କରିଥିବା ଜଣେ ଇଞ୍ଜିନିୟର ଏମିତି କହିଛନ୍ତି।

Woman In Love Aith Alien
ଏଲିଏନ୍‌ ପ୍ରେମରେ ଯୁବତୀ, ବୟଫ୍ରେଣ୍ଡ୍‌କୁ ନେଇ ରହିଛି ଏହି ଭୟ...

ଏଲିଏନ୍ ସହ ପ୍ରେମ। ବିଶ୍ୱାସ ହେଉନଥିଲେ ବି ସତ। ଏଭଳି ଏକ ପ୍ରେମ କାହାଣୀର ଖୁଲାସା କରିଛନ୍ତି ଲଣ୍ଡନର ଜଣେ ମହିଳା। ଏଲିଏନ୍ ବୟଫ୍ରେଣ୍ଡ୍‌କୁ ଏତେ ପସନ୍ଦ କରନ୍ତି ଯେ, ସେ ଏଲିଏନ୍‌ର ଏକ କଣ୍ଢେଇକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଛି।

Human will contact with Aliens
ଖୁବ ଶୀଘ୍ର ଏଲିଏନ୍‌କୁ ଭେଟିବ ମଣିଷ : ନାସା

ଦୁନିଆଁରେ କ’ଣ ଖାଲି ପୃଥିବୀରେ ଜୀବ ଅଛନ୍ତି? ପୃଥିବୀ ଛଡା କ’ଣ ଆଉ କେଉଁ ଗ୍ରହରେ ଜୀବନ ନାହିଁ? ନା ଅନ୍ୟ ଗ୍ରହରେ ବି ପୃଥିବୀ ଭଳି ଜୀବ ଅଛନ୍ତି? ଅଲଗା ଦୁନିଆର ଜୀବ ଅର୍ଥାତ୍ ଏଲିଏନ୍ସକୁ ନେଇ ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରେ, ଯାହାର ଉତ୍ତର ଏବେ ବି ରହସ୍ୟରେ ରହିଛି। ଏମିତିରେ ବି ଅନେକ ବୈଜ୍ଞାନିକ ଏଲିୟନ୍ସ ଥିବା ସମ୍ଭାବନାକୁ ଏଡେଇ ଦେଇ ନାହାନ୍ତି। କିନ୍ତୁ ଏହାକୁ ନେଇ ଏନେଇ କଳ୍ପନା ଜଳ୍ପନା ଲାଗିରହିବାର କାରଣ ହେଉଛି, ଏଲିୟନ୍ସ ଥିବା ନେଇ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳି ନାହିଁ।