• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Two trains collide in Greece
ମଧ୍ୟରାତ୍ରରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଟ୍ରାକ୍‌ ଉପରେ ୨ ଟ୍ରେନ୍‌ ଧକ୍କା, ୨୦ରୁ ଅଧିକ ମୃତ

ଗତକାଲି ବିଳମ୍ବିତ ରାତିରେ ଗ୍ରୀସରେ ଯାତ୍ରୀବାହୀ ଟ୍ରେନ୍‌ ଓ କାର୍ଗୋ ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି। ଏଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୫ ଜଣ ଆହତ ହୋଇଛନ୍ତି।

4 people won lottery of 10 crore rupees but they dont know about it
୧୦ କୋଟି ଟଙ୍କା ଲଟେରୀ ଜିତିଲେ, ହେଲେ ନେବା ପାଇଁ କେହି ନାହାନ୍ତି...ଏବେ ଚାଲିଛି ଖୋଜା !

ଭାବନ୍ତୁ, ଆପଣ ଲଟେରୀ ଜିତି କୋଟିପତି ହୋଇଯାଇଛନ୍ତି, ହେଲେ ଏସମ୍ପର୍କରେ ଆପଣ କିଛିବି ଜାଣି ନାହାନ୍ତି। କିନ୍ତୁ ଆପଣଙ୍କୁ ଖୋଜିବା ଲାଗି ଉଦ୍ୟମ ଚାଲିଛି। ତା’ହେଲେ ପରିସ୍ଥିତି କ’ଣ ହେବ।

Lime Pie
ସାନଭାଇ ମୁହଁକୁ ବଡ଼ଭାଇ ଛାଟିଦେଲା ପାଣି, ଏବେ ୩୦ ବର୍ଷ ଜେଲ୍‌..!

ଫ୍ଲୋରିଡାର ନିୟମ ଅନୁଯାୟୀ ଏଭଳି ଘଟଣାରେ ଜଣେ ବ୍ୟକ୍ତିକୁ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାର ସମ୍ଭାବନା ରହିଛି ।

Pakistan
କି ଅବସ୍ଥା ! ସାଂସଦ ମନ୍ତ୍ରୀଙ୍କ ଦରମା ବନ୍ଦ, ରିଟାର୍ଡ ଜଜ୍‌ଙ୍କ ପେନ୍‌ସନ୍‌ ବନ୍ଦ; ISIକୁ ମିଳିବନି ଖର୍ଚ୍ଚ...

ଦେଶ ବୁଡ଼ିଯିବା ଅବସ୍ଥାକୁ ଆସିଥିବାରୁ ବହୁ ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ମାନେ ନିଜ ଆଡ଼ୁ ଦରମା ଓ ଭତ୍ତା ଆଦି ନେବାକୁ ମନା କରିଦେଇଛନ୍ତି ।

Russia Ukraine war
ବର୍ଷେ ହେଲା ଚାଲିଛି ରୁଷ-ୟୁକ୍ରେନ୍ ଯୁଦ୍ଧ, ତୃତୀୟ ବିଶ୍ୱଯୁଦ୍ଧ ନେଇ ବଢ଼ୁଛି ଆଶଙ୍କା

ପଛଘୁଞ୍ଚା ଦେଉନି କିଭ୍ କି ଯୁଦ୍ଧରେ ପଡୁନି ଯବନୀକା । ଅନିଶ୍ଚିତତା ଭିତରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ।

Vivek Ramaswamy
ଆମେରିକା ରାଷ୍ଟ୍ରପତି ରେସ୍‌ରେ ଦୁଇ ଭାରତୀୟ

ଅନ୍ତର୍ଜାତୀୟ ଟିଭି ଚାନେଲରେ ପ୍ରାଇମ୍ ଟାଇମ୍ ସାକ୍ଷାତକାର ଦେଇ ସେ ନିଜ ରାଷ୍ଟ୍ରପତି ପ୍ରାର୍ଥିତ୍ୱ ଘୋଷଣା କରିବା ପରେ, ରାମସ୍ୱାମୀଙ୍କୁ ମିଳିଛି ଆମେରିକାବାସୀଙ୍କ ବିପୁଳ ସମର୍ଥନ ।

Smallest country of the World
ବିଶ୍ୱର ସବୁଠାରୁ ଛୋଟିଆ ଦେଶ; ରୁହନ୍ତି ମାତ୍ର ୨୭ଜଣ

ଇଂଲଣ୍ଡ ନିକଟରେ ରହିଛି ଦୁନିଆର ସବୁଠାରୁ ଏହି ଛୋଟ ଦେଶ । ଯାହାର ନାଁ ସିଲ୍ୟାଣ୍ଡ । ଏହା ଇଂଲଣ୍ଡ ନିକଟରେ ରହିଥିବା ବେଳେ ଏଠାରେ ମାତ୍ର ୨୭ ଜଣ ରହିଥାଆନ୍ତି ।

  • Thursday, 23 February 2023
  • World
You Can Be Jailed
ଅନ୍ୟକୁ ଚିଡ଼ାଉଥିଲେ ସାବଧାନ ! ଭୋଗିପାରନ୍ତି ଜେଲ୍‌ ଦଣ୍ଡ

କ’ଣ ଆପଣ ଜାଣନ୍ତି କି ? ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ରଗାଉଛନ୍ତି କିମ୍ୱା ଚିଡାଉଛନ୍ତି ଏହା ଆଇନ ଗତ ଅପରାଧ । ଆଉ ଆପଣ ଏହାକୁ ନେଇ ଯଦି ଅଭିଯୋଗ ଆଣିଲେ ବ୍ୟକ୍ତି ଜଣକ ଜେଲ୍‌ ଯାଇପାରନ୍ତି । ଆଜ୍ଞା ହଁ, ଆପଣଙ୍କୁ ଏହି ଆଇନ୍‌ ଅଜବ ଲାଗୁଥିଲେ ମଧ୍ୟ ସତ ।

Earthquake Hits In China
ତୁର୍କୀ ପରେ ଚୀନରେ ଆସିଲା ବଡ଼ ଧରଣର ଭୂକମ୍ପ

ତୁର୍କୀ ପରେ ଚୀନରେ ବଡ଼ ଧରଣର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସୀମାନ୍ତ ଜିନଜିଆଙ୍ଗ ଓ ତାଜିକିସ୍ତାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।

Odia Jawan
ତୁର୍କୀ ଅଭିଯାନର ଅଭୁଲା ଅନୁଭୂତି ବଖାଣିଲେ ଓଡ଼ିଆ ଯବାନ

ଅସଂଖ୍ୟ ଧରାଶାୟୀ କୋଠା ତଳୁ ଅସହାୟତାର ଚିତ୍କାର ଶୁଭୁଥିଲା । ଠିକ୍ ସେତିକି ବେଳେ, ବିପଦ ବେଳର ବନ୍ଧୁ ସାଜି ସେଠି ପହଞ୍ଚିଥିଲେ ଅପରେସନ ଦୋସ୍ତର ଦେବଦୂତ । ଏନଡିଆରଏଫ୍ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ମାତ୍ର ୬ ଘଣ୍ଟା ଭିତରେ ଭାରତୀୟ ସେନା ତିଆରି କରିଦେଇଥିଲା ୩୦ ବେଡ୍ ବିଶିଷ୍ଟ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲ ।

Marriage
ଭାରତ ପ୍ରେମରେ ବିଦେଶୀ ଦମ୍ପତି : ଫ୍ରାନ୍ସରୁ ଆସି ଭାରତରେ କଲେ ଦ୍ୱିତୀୟ ବିବାହ

ଫ୍ରାନ୍ସର ବାସିନ୍ଦା ଏରିକ୍‌ ଏବଂ ଗ୍ରେବିୟଲଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ରାଜସ୍ଥାନର ଟୁରିଷ୍ଟ୍‌ ଗାଇଡ୍‌ଙ୍କ ଏମାନେ ସଂପର୍କୀୟ। ଦମ୍ପତିଙ୍କ ବୟସ ୬୦ ରୁ ଅଧିକ ହେବ । ଉଭୟ ବିବାହ କରିବା ପରେ ପିଲା ବି ଅଛନ୍ତି। ବିଦେଶରେ ଏମାନେ ବେଶ୍‌ ହସଖୁସିରେ ବି ରହୁଥିଲେ। ଏମିତିକି ଉଭୟ ତିନିଥର ଭାରତ ଭ୍ରମଣରେ ବି ଆସିଛନ୍ତି। କାଶୀବିଶ୍ୱନାଥ ସହ ଅନେକ ଧାର୍ମିକ ସ୍ଥାନରେ ସେମାନେ ରହିଛନ୍ତି। ଆଉ ଅତି ପାଖରୁ ଭାରତର ସଂସ୍କୃତି ଓ ପରମ୍ପରାକୁ ଦେଖିଛନ୍ତି।

Turkey Earthquake
ତୁର୍କୀରେ ପୁଣି ଭୂକମ୍ପ ! ଦୁଇ ଦୁଇ ଥର ଥରିଲା...

ଲଗାତାର ଭାବେ ଦୁଇଟି ଝଟ୍‌କା ଅନୁଭୂତ । ୬.୪ ଓ ୫.୮ ତୀବ୍ରତାର ଦୁଇଟି ଭୂକଂପ ଝଟ୍‌କା।

Al Adel is the new face of terror
ଆତଙ୍କର ନୂଆ ଚେହେରା ଅଲ୍ ଆଦେଲ୍; ଆମେରିକା ପାଇଁ କାଳ ହେବ କି ?

ଜବାହିରୀକୁ ଆମେରିକା ସେନା ହତ୍ୟା କରିବା ପରେ ଅଲ୍-କାଏଦାର ନେତୃତ୍ୱ ପଦ ଖାଲି ପଡିଥିଲା। ଏବେ ଯେତେବେଳେ ଆଦେଲକୁ ସଂଗଠନ ମୁଖ୍ୟ ଭାବେ ଅବସ୍ଥାପିତ କରିଛି ଏହାର ସିଧାସଳଖ ଅର୍ଥ ଆମେରିକା ଉପରେ ପୁଣିଥରେ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି।

Pakistan
କାଙ୍ଗାଳ ହେଲାଣି ପାକିସ୍ତାନ, ମଞ୍ଚ ଉପରେ ନିଜେ କହୁଛନ୍ତି ଦେଶର ମନ୍ତ୍ରୀ !

କ୍ଷୀର ଲିଟର ୨୫୦, ଚିକେନ୍ କେଜି ୭୮୦, ମଉଳିବାରେ ଲାଗିଛି IMF ପ୍ୟାକେଜ୍ ଆଶା । ତେଣେ କାଙ୍ଗାଳ ଦେଶକୁ ଲଜ୍ଜିତ କଲା ତୁର୍କୀକୁ ରିଟର୍ଣ୍ଣ ରିଲିଫ ଖୁଲାସା ।

Pakistan- Turkey
କି ଅବସ୍ଥା ! ବର୍ଷେ ତଳର ତୁର୍କୀର ରିଲିଫ୍‌କୁ ନୂଆ ପ୍ୟାକେଟ୍‌ରେ ତାକୁ ହିଁ ରିଲିଫ୍ ଦେଲା ପାକିସ୍ତାନ

ଜାତୀୟ ଓ ଅନ୍ତର୍ଜାତୀୟ ଗଣମାମଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ନିକଟରେ ଭୂକମ୍ପ କ୍ଷତିଗ୍ରସ୍ତ ତୁର୍କୀକୁ ରିଲିଫ୍ ସାମଗ୍ରୀ ପଠାଇଥିଲା ପାକିସ୍ତାନ ।

Latter
ଯେବେ ଠିକଣା ଜାଗାରେ ୧୦୦ ବର୍ଷ ପରେ ପହଞ୍ଚେ ଚିଠି...

ରାଜା ପଞ୍ଚମ ଜର୍ଜଙ୍କ ଚିତ୍ର ଥିବା ଗୋଟିଏ ଏକ ପଇସିଆ ମୂଲ୍ୟର ଡାକ ଟିକେଟ୍‌ ଲଗାଯାଇଥିବା ଏହି ଚିଠିଟିରେ ବେଥ୍ ଓ ସିଡେନ୍‌ହାମ୍‌ ଡାକ ମୋହର ବି ବାଜିଛି । ଏହି ଚିଠିଟିକୁ ୨୦୨୧ରେ ଥି‌ଏଟର୍‌ ନିର୍ଦ୍ଦେଶକ ଫିନ୍‌ଲେ ଗ୍ଲେନ୍‌ଙ୍କ ‘କ୍ରିଷ୍ଟାଲ୍‌ ପାଲେସ୍‌’ ଫ୍ଲାଟ୍‌ରେ ଥିବା ଚିଠି ବାକ୍ସରେ ପକାଯାଇଥିଲା । ହେଲେ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିନଥିଲା ।

  • Sunday, 19 February 2023
  • Letter
Kim Jong Un's daughter
କିମ୍‌ଙ୍କ ଅଜବ ନିର୍ଦ୍ଦେଶ, ‘କେହି ରଖିପାରିବେନି ମୋ ଝିଅର ନାଁ’

ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍‌ ତାଙ୍କ ଝିଅ ସହ ନଜର ଆସିଥିଲେ । ଏକ କାର୍ଯ୍ୟକ୍ରମରେ ପତ୍ନୀ ଓ ଝିଅଙ୍କ ସହ ଯୋଗଦେଇଥିଲେ କିମ୍ ଜଙ୍ଗ ଉନ୍‌ । ସେହି ସମୟରେ ଉତ୍ତର କୋରିଆର ସେନା ଅଧିକାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

These cities to submerge underwater
ଫୁଲୁଛି ସମୁଦ୍ର...ବୁଡିଯିବ ଏଇ ସବୁ ସହର

ଭୟଙ୍କର ଭାବରେ ଫୁଲୁଛି ସମୁଦ୍ର। ଏଇ ସବୁ ସହରକୁ ବଢୁଛି ବିପଦ...କେତବେଳେ ବି ବୁଡିପାରେ ଭାରତର ଏଇ ସବୁ ଅଂଚଳ

  • Friday, 17 February 2023
Pak Hikes Fuel Prices
ପାକ୍‌ରେ ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଓ ଡିଜେଲ୍ ଦର; ଆକାଶ ଛୁଆଁ ଅତ୍ୟାବଶ୍ୟକ ସାମଗ୍ରୀ

ତୈଳଦରରେ ରେକର୍ଡ ବୃଦ୍ଧି ପାକିସ୍ତାନବାସୀଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଆହୁରି ଦୋହଲାଇ ଦେଇଛି । ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨୨ ଟଙ୍କା ବଢ଼ି ୨୭୨ ଟଙ୍କାରେ ପହଞ୍ଚିଛି ।

Company Offer Jobs For Cannabis Tester Salary 88 Lakhs
ଗଞ୍ଜେଇ ଟାଣୁଥିବା ବ୍ୟକ୍ତିଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା

ଏମିତି ଏକ କମ୍ପାନୀ, ଯାହାକି ଧୂମ୍ରପାନ କରୁଥିବା ବ୍ୟକ୍ତି ଅର୍ଥାତ୍‌ ‘ପ୍ରଫେସନାଲ୍‌ ସ୍ମୋକର୍ସ’ଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ଜାରି କରିଛି। ସବୁଠାରୁ ବଡ଼ କଥା, ଦରମା ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। 

Wife Birthday
ସାବଧାନ ସ୍ୱାମୀ !! ଏଣିକି ସ୍ତ୍ରୀଙ୍କ ଜନ୍ମଦିନ ଭୁଲିଲେ ଯିବାକୁ ପଡ଼ିବ ଜେଲ୍‌

ଏମିତି ଏକ ଦେଶ ହେଉଛି ସାମୋଆ। ସୌନ୍ଦର୍ଯ୍ୟପାଇଁ ସାରା ପୃଥିବୀରେ ଜଣାଶୁଣା ଦ୍ୱୀପର ଦେଶ ହେଉଛି ସାମୋଆ। ଯେଉଁଠି ଏମିତି ଆଇନର ପାଳନ କରାଯାଏ। ଯାହାକୁ ନେଇ ବିଶ୍ବରେ ଜୋରଦାର ଚର୍ଚ୍ଚା ବି ହୁଏ। ଏଇ ଦେଶରେ ସ୍ତ୍ରୀଙ୍କ ଜନ୍ମ ଦିନ ଭୁଲିବା ଏକ ବଡ ଅପରାଧ ବୋଲି କୁହାଯାଏ

A heart-wrenching sight from Turkey
ତୁର୍କୀରୁ ଆସିଲା ହୃଦୟ ଥରା ଦୃଶ୍ୟ; କନ୍ଦେଇଲା କୁନି ପୁଅର କଥା

ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପର କରୁଣ ପରିସ୍ଥିତି। କେଉଁଠି ପୂରା ପରିବାର ମାଟିରେ ମିଶିଯାଇଛି ତ ପୁଣି କିଏ ବାପା-ମା ଛେଉଣ୍ଡ ହୋଇଯାଇଛି। ସେହିପରି କିଏ ବିଧବା ହୋଇଯାଇଛି ତ ପୁଣି କିଏ ନିଃସନ୍ତାନ ହୋଇ ଆଖିରୁ ଲୁହ ଗଡଉଛି। ଏବେ ଏକ କୁନି ପୁଅର କଥା ସମସ୍ତଙ୍କ ଆଖିକୁ କରୁଛି ଛଳଛଳ।

Turkey Earthquake
୩୬ ହଜାର ପାର୍‌ ମୃତ୍ୟୁସଂଖ୍ୟା ! ସପ୍ତାହକ ପରେ ବି ମୃତ୍ୟୁ ଉପତ୍ୟକାରେ ମିଳୁଛି ଜୀବନ

ଏତେ ଦିନ ପରେ ଜୀବନକୁ ନେଇ ଆଶ୍ଚର୍ଯ୍ୟ ଚକିତ ଉଦ୍ଧାରକାରୀ ଦଳ ।

Lawyer dies after his hidden gun goes off during MRI scan
ସେପଟେ ଚାଲିଥିଲା ମା’ର ଚିକିତ୍ସା, ଏପଟେ ଚାଲିଗଲା ପୁଅର ଜୀବନ

ହସ୍ପିଟାଲର ସ୍କାନିଂ ରୁମ୍‌ରେ ଫୁଟିଲା ଗୁଳି; ଚାଲିଗଲା ଓକିଲଙ୍କ ଜୀବନ

Earthquake death toll tops 33,000, Turkey
ପ୍ରଳୟଙ୍କାରୀ ଭୂକମ୍ପରେ ତୁର୍କୀ ଛାରଖାର, ଧ୍ୱଂସାବଶେଷ ତଳେ ଏବେ ବି ରାହା ଖୋଜୁଛି ଜୀବନ

ପ୍ରଳୟଙ୍କାରୀ ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିୟା। କେବଳ ତୁର୍କୀରେ ୩୦ ହଜାର ଉପରେ ମୃତ୍ୟୁ ସଂଖ୍ୟା।