ନିର୍ଜନ ଦ୍ୱୀପରେ ଫସି ରହିଥିଲେ । କେହି କୁଆଡ଼େ ନଥିଲେ । ନା ଖାଇବାକୁ ଥିଲା ନା ପିଇବାକୁ । ପରିସ୍ଥିତି ଆଣି ସେମାନଙ୍କୁ ମୃତ୍ୟୁମୁଖରେ ଛିଡ଼ା କରାଇଥିଲା । ଏହା ସତ୍ତ୍ୱେ ସେମାନେ ହାରିନଥିଲେ । ହାର ମାନିନଥିଲେ ।
କୁକୁର ହିଁ ହେଉଛି ମଣିଷର ବିଶ୍ୱସ୍ତ ବନ୍ଧୁ । ମଣିଷ ସହ କୁକୁର ସମ୍ପର୍କ କାହିଁ କେଉଁ କାଳରୁ । ଅନାବିଳ ସ୍ନେହ ଦ୍ୱାରା ପଶୁକୁ ମଧ୍ୟ ବାନ୍ଧି ଦିଆଯାଇପାରେ, ଏହା ପ୍ରମାଣ କରିସାରିଛି ମଣିଷ । ମଣିଷ ଓ କୁକୁରର ସଂପର୍କକୁ ନେଇ ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଅନାଥ ଶିଶୁଙ୍କୁ ଭେଟି ଦେଇଛନ୍ତି ୧୦ ହଜାର ଟଙ୍କାର ସହାୟତା । ୭୦ ବର୍ଷିୟ ବୃଦ୍ଧ ମଧୁସୂଦନଙ୍କ ଏଭଳି ସାହସ ଓ ପରୋପକାରିତା ଚକିତ କରିଛି ସମସ୍ତଙ୍କୁ ।
ସଚ୍ଚୋଟପଣିଆକୁ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବୋଝ ବୋହି ବୋହି ନିଜେ ବୋଝ ପାଲଟିଗଲେ ଅକ୍ଷୟ। ୨ ବର୍ଷ ହେଲାଣି ପାରାଲିସିସ୍ ପୀଡ଼ିତ। ଚିକିତ୍ସା ପାଇଁ ବାସନକୁସନ, ସୁନାଗହଣା ସବୁ ବିକି ସାରିଲେଣି। କଥା କହୁନାହାନ୍ତି କି ଚାଲୁନାହାନ୍ତି...ବୁଢୀ ମାଆ କେମିତି ଭେଣ୍ଡିଆ ପୁଅର ଚିକିତ୍ସା କରିବ ତାହାକୁ ଚିନ୍ତା କରି କାନ୍ଦୁଛି ମାଆ। ଆପଣ ସାହାଯ୍ୟ କଲେ ଅକ୍ଷୟଙ୍କର ହେବ ଚିକିତ୍ସା
ଦୁଇ ଜିଲ୍ଲାର ସୀମା ବିବାଦ ପାଇଁ ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି, ଆପତ୍ତି, ଅଭିଯୋଗ ସତ୍ତ୍ୱେ ନାଳ ଉପରେ ପୋଲଟିଏ ହୋଇପାରୁନଥିଲା.. ସବୁ ଚେଷ୍ଟା ପରେ ବି କେହିଶୁଣିଲେନି.. ହେଲେ ଗାଁର ଦୁଇ କୁନି ଭାଇଭଉଣୀ ଏନେଇ ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି.. ଉତ୍ତର ବି ମିଳିଲା.. ପୋଲ ନିର୍ମାଣ ହେଲା