• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Help

Writing 'HELP' On Beach
ନିର୍ଜନ ଦ୍ୱୀପରେ କାଟିଲେ ଗୋଟିଏ ରାତି; ଖଜୁରୀ ପତ୍ରରେ ଲେଖିଲେ HELP, ମିଳିଲା ପୁନର୍ଜନ୍ମ

ନିର୍ଜନ ଦ୍ୱୀପରେ ଫସି ରହିଥିଲେ । କେହି କୁଆଡ଼େ ନଥିଲେ । ନା ଖାଇବାକୁ ଥିଲା ନା ପିଇବାକୁ । ପରିସ୍ଥିତି ଆଣି ସେମାନଙ୍କୁ ମୃତ୍ୟୁମୁଖରେ ଛିଡ଼ା କରାଇଥିଲା । ଏହା ସତ୍ତ୍ୱେ ସେମାନେ ହାରିନଥିଲେ । ହାର ମାନିନଥିଲେ ।

Dog
ନଥିଲା ମୃତ୍ୟୁର ଡର କି ଥଣ୍ତାର ଭୟ...ମାଲିକକୁ ବଞ୍ଚାଇବାକୁ ଦୌଡ଼ିଗଲା କୁକୁର

କୁକୁର ହିଁ ହେଉଛି ମଣିଷର ବିଶ୍ୱସ୍ତ ବନ୍ଧୁ । ମଣିଷ ସହ କୁକୁର ସମ୍ପର୍କ କାହିଁ କେଉଁ କାଳରୁ । ଅନାବିଳ ସ୍ନେହ ଦ୍ୱାରା ପଶୁକୁ ମଧ୍ୟ ବାନ୍ଧି ଦିଆଯାଇପାରେ, ଏହା ପ୍ରମାଣ କରିସାରିଛି ମଣିଷ । ମଣିଷ ଓ କୁକୁରର ସଂପର୍କକୁ ନେଇ ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

Madhusudan Patra
ବାପା-ମାଆ ଛେଉଣ୍ଡ ଦୁଇ ଛୁଆଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି ଗଂଜାମର ମଧୁସୂଦନ ପାତ୍ର

ଅନାଥ ଶିଶୁଙ୍କୁ ଭେଟି ଦେଇଛନ୍ତି ୧୦ ହଜାର ଟଙ୍କାର ସହାୟତା । ୭୦ ବର୍ଷିୟ ବୃଦ୍ଧ ମଧୁସୂଦନଙ୍କ ଏଭଳି ସାହସ ଓ ପରୋପକାରିତା ଚକିତ କରିଛି ସମସ୍ତଙ୍କୁ ।

ଆମ୍ୱୁଲାନ୍ସ ଡ୍ରାଇଭର
ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଫେରାଇଦେଲେ ଆମ୍ବୁଲାନ୍ସ ଡ୍ରାଇଭର

ସଚ୍ଚୋଟପଣିଆକୁ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

Apana Eka Nuhanti । Ailing Youth From Cuttack Niali Seeks Help
ପାରାଲିସିସ୍‌ ରୋଗରେ ପଡ଼ିଛି ଭେଣ୍ଡିଆ ପୁଅ।ସାହାଯ୍ୟ ମାଗୁଛି ବୁଢୀ ମାଆ

ବୋଝ ବୋହି ବୋହି ନିଜେ ବୋଝ ପାଲଟିଗଲେ ଅକ୍ଷୟ। ୨ ବର୍ଷ ହେଲାଣି ପାରାଲିସିସ୍‌ ପୀଡ଼ିତ। ଚିକିତ୍ସା ପାଇଁ ବାସନକୁସନ, ସୁନାଗହଣା ସବୁ ବିକି ସାରିଲେଣି। କଥା କହୁନାହାନ୍ତି କି ଚାଲୁନାହାନ୍ତି...ବୁଢୀ ମାଆ କେମିତି ଭେଣ୍ଡିଆ ପୁଅର ଚିକିତ୍ସା କରିବ ତାହାକୁ ଚିନ୍ତା କରି କାନ୍ଦୁଛି ମାଆ। ଆପଣ ସାହାଯ୍ୟ କଲେ ଅକ୍ଷୟଙ୍କର ହେବ ଚିକିତ୍ସା

Cut-Off Odisha Village Gets Bridge After Two Children Seek PM Modi, CM Naveen\'s Help
ବଡ଼ ହାରିଗଲେ, କୁନି ଭାଇ-ଭଉଣୀ ପାରିଲେ

ଦୁଇ ଜିଲ୍ଲାର ସୀମା ବିବାଦ ପାଇଁ ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି, ଆପତ୍ତି, ଅଭିଯୋଗ ସତ୍ତ୍ୱେ ନାଳ ଉପରେ ପୋଲଟିଏ ହୋଇପାରୁନଥିଲା.. ସବୁ ଚେଷ୍ଟା ପରେ ବି କେହିଶୁଣିଲେନି.. ହେଲେ ଗାଁର ଦୁଇ କୁନି ଭାଇଭଉଣୀ ଏନେଇ ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି.. ଉତ୍ତର ବି ମିଳିଲା.. ପୋଲ ନିର୍ମାଣ ହେଲା