ଦିଲ୍ଲୀରୁ ପଲ୍ଲୀ, ସବୁଠି ୭୫ତମ ଗଣତନ୍ତ୍ର ଦିବସର ଉଲ୍ଲାସ। ଦିଲ୍ଲୀ କର୍ତ୍ତବ୍ୟ ପଥରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଫ୍ରାନ୍ସରେ ପଢିବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଭିସା ପ୍ରକ୍ରିୟା ସହଜ କରାଯିବ । ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଫ୍ରାନ୍ସରେ ଅଧ୍ୟୟନ କରିବା ପାଇଁ ଫ୍ରାନ୍ସ ସରକାର ପୂର୍ବରୁ ଅନେକ ପଦକ୍ଷେପ ଆପଣାଇଛନ୍ତି ।
ସମସ୍ତ ୩୦୩ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଫ୍ରାନ୍ସର ଶରଣ ନେଇଥିବାବେଳେ, ୨୭୬ ଜଣଙ୍କୁ ଧରି ବିମାନଟି ଭାରତ ଅଭିମୁଖେ ଆସିଛି । ସେଥିରେ ଅଭିଭାବକ ବିହୀନ ୧୧ ନାବାଳକ ଥିବା ମଧ୍ୟ ସୂଚନା ମିଳିଛି ।
ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିଥିଲା। କିନ୍ତୁ ଜାନୁଆରୀ ମାସରେ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଯୋଗୁ ବାଇଡେନ୍ ଭାରତ ଆସିପାରିବେ ନାହିଁ ।
କିଭଳି ସ୍ଥିତିରେ ହେଲା ନାହେଲଙ୍କ ମୃତ୍ୟୁ? ପୋଲିସର କହିବା ଅନୁଯାୟୀ ..୨୦୨୧ ପରେ ନାହେଲଙ୍କୁ ୫ ଥର ପୋଲିସ ଯାଞ୍ଚର ସାମ୍ନା କରିବାକୁ ପଡିଛି।
ଫିଫା ବିଶ୍ୱକପ୍ରେ ବିଜୟୀ ଟିମ୍ ପୁରସ୍କାର ସ୍ୱରୂପ କେତେ ଅର୍ଥରାଶି ମିଳିଲା ଜାଣିଛନ୍ତି କି ?
ଟାଇଟଲ୍ ପାଇଁ ମୁହାଁମୁହିଁ ହେବେ ଫ୍ରାନ୍ସ-ଆର୍ଜେଣ୍ଟିନା । ତୃତୀୟ ଓ ଚତୁର୍ଥ ସ୍ଥାନ ଲାଗି କାଲି ହେବ ମ୍ୟାଚ୍ ।
କ୍ୱାର୍ଟର ଫାଇନାଲ୍ର କର ବା ମର ମ୍ୟାଚରେ ଦଳ ବିଶ୍ୱକପ୍ ଫେଭରାଇଟ ପର୍ତ୍ତୁଗାଲକୁ ୧-୦ ଗୋଲରେ ମାତ୍ ଦେଇଛି । ଫଳରେ ପର୍ତ୍ତୁଗାଲ ଏବଂ ଇଂଲଣ୍ଡ ଟିମ୍ ବିଶ୍ୱକପ୍ରୁ ବିଦା ହୋଇଛନ୍ତି ।
ଏ ବର୍ଷ ମାତ୍ର ୩୫ ପ୍ରତିଶତ ବର୍ଷା ହୋଇଛି ଇଂଲଣ୍ଡରେ । ପୂର୍ବାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳକୁ ମରୁଡ଼ି ଘୋଷଣା ।
ଫ୍ରାନ୍ସ ଉପରେ ପରମାଣୁ ବୋମା ପକାଇବ ଋଷିଆ ! ସିଧାସଳଖ ଯୁଦ୍ଧରେ ସାମିଲ ହେବା ପାଇଁ ଆହ୍ୱାନ କଲେ ଋଷିଆ ନେତା। ନିର୍ଦ୍ଦେଶ ମିଳିବା ମାତ୍ରେ ଆକାଶରୁ ବର୍ଷିବ ବୋମା...
ଋଷିଆ-ୟୁକ୍ରେନ୍ ମଧ୍ୟରେ ବଢୁଛି ତିକ୍ତତା । ଋଷିଆକୁ ଧମକ ଦେଲା ଫ୍ରାନ୍ସ...କହିଲା, କଥା ନମାନିଲେ ଆମେ କରିଦେବୁ ପରମାଣୁ ଆକ୍ରମଣ। ସେପଟେ ଋଷିଆ କହିଲା.....
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜମିବ ହକି ଫିଭର । ଏଥର ବିଶ୍ୱକପରେ ଭାଗ ନେଉଛନ୍ତି ଭାରତ ସମେତ ୧୬ଟି ଟିମ୍ । ସମସ୍ତ ଟିମ୍ ପହଁଚି ସାରିଥିବା ବେଳେ କଳିଙ୍ଗ ଷ୍ଟାଡିୟମର ବ୍ଲୁ ଟର୍ଫରେ ଅଭ୍ୟାସ କରୁଛନ୍ତି ଖେଳାଳି । ତେବେ କରୋନା କଟକଣା ପାଇଁ ଷ୍ଟାଡିୟମକୁ ପ୍ରବେଶ ଅନୁମତି ନଥିବାରୁ ନିରାଶ ହୋଇଛନ୍ତି ହକିପ୍ରେମୀ ।
ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଲାୟନ ସହରରେ ଅନୁଷ୍ଠିତ ରେଷ୍ଟୁରାଣ୍ଟ ଓ ହୋଟେଲ ଟ୍ରେଡ ଫେୟାରକୁ ବୁଲିବାକୁ ଯାଇଥିଲେ। ସେଠାରେ ଲୋକଙ୍କ ସମାଗମ ବିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଅଣ୍ଡାମାଡ଼ କରିଥିଲେ। ବ୍ୟକ୍ତି ଜଣଙ୍କ ମାଡ଼ କରିଥିବା ଅଣ୍ଡା ଇମାନ୍ୟୁଏଲଙ୍କ କାନ୍ଧରେ ବାଜିଥିଲା
ମିରାଜ୍ ୨୦୦ କିଣିବା ପାଇଁ ଭାରତୀୟ ବାୟୁସେନା IAF ଫ୍ରାନ୍ସ୍ ସହ ଏକ ଚୁକ୍ତିନାମା କରିଛି । ମିରାଜ୍ ୨୦୦୦ ବିମାନର ଜାହାଜକୁ ବଜାୟ ରଖିବା ପାଇଁ ଫ୍ରାନ୍ସ ବାୟୁସେନା ଠାରୁ ପର୍ଯ୍ୟାୟକ୍ରମେ ମିରାଜ୍ ବିମାନ କିଣିବା ପାଇଁ ଭାରତୀୟ ବାୟୁସେନା ମଧ୍ୟରେ ଏକ ଚୁକ୍ତିନାମା କରାଯାଇଛି ।
ବହୁ ପରିମାଣରେ ହ୍ୟାକିଂ ଏବଂ ଗୁପ୍ତଚର ଅଭିଯୋଗ ହେବା ପରେ ପେଗାସସ୍ ସ୍ପାଏୱେୟାର ପୁଣି ଥରେ ବିବାଦରେ ପଡିଛି। ଏହି ସମୟରେ ପେଗାସସ୍ ସ୍ପାଏୱେର୍ ହ୍ୟାକିଂ ମାମଲାର ତଦନ୍ତ ପାଇଁ ଫ୍ରାନ୍ସ ଏକ କମିଟି ଗଠନ କରିଛି।
ୱାଶିଂଟନ୍: ସିରିୟା ଉପରେ ଆମେରିକାର ଯୁଦ୍ଧ ଘୋଷଣା। ସିରିୟା ରାଜଧାନୀ ଡାମାସ୍କସ୍ରେ ଆକାଶରୁ ମିସାଇଲ ମାଡ଼ କରିଛି ଆମେରିକାର ଯୁଦ୍ଧ ବିମାନ। ଡାମାସ୍କସ୍ରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ଦେଶକୁ ସମ୍ବୋଧିତ କରି ସିରିୟା ଉପରେ ଯୁଦ୍ଧ ଘୋଷଣା ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିକଟରେ ସିରିୟାରେ ହୋଇଥିବା ରାସାୟନିକ ଆକ୍ରମଣର କଡା ଜବାବ ଦେବାକୁ ଏହି ସୈନ୍ୟ ଅଭିଯାନ ଆରମ୍ଭ କରିଛି ଆମେରିକା। ସିରିୟା ଉପରେ ଆମେରିକାର ଏହି ଆକ୍ରମଣରେ ବ୍ରିଟେନ […]