• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Clash

Maldives Parliament
ସଂସଦ ଗୃହ ନା ରେସଲିଂ ରିଂ ! ଶାସକ-ବିରୋଧୀ ଭିତରେ ବିଧା, ଗୋଇଠା, ଚୁଟି ଝିଙ୍କାଝିଙ୍କି... ଦେଖନ୍ତୁ ଭିଡିଓ

୪ ମନ୍ତ୍ରୀଙ୍କ ନିଯୁକ୍ତିକୁ ମାନିବାକୁ ସିଧାସିଧା ମନା କରିଦେଇଥିଲା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ନେତୃତ୍ୱାଧୀନ ବିରୋଧୀ ଦଳ MDP ।

Balasore police
ଭସାଣ ବେଳେ ପୋଲିସ କଲା ଲାଠି ଚାର୍ଜ; ଲୋକେ ପକାଇଲେ ଟେକା

ଡିଜେ ବନ୍ଦ କରିବାକୁ ପୋଲିସ ପକ୍ଷରୁ ବାରମ୍ବାର କୁହାଯିବା ସତ୍ତ୍ୱେ ଏହା ବନ୍ଦ ହୋଇନଥିଲା । ତେଣୁ ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଲାଠି ଚାର୍ଜ କରାଯାଇଥିବା ଜଣାପଡ଼ିଛି ।

Clash
ଗଣେଶ ଭସାଣିରେ ପୋଲିସ-ଜନତା ଖଣ୍ଡ ଯୁଦ୍ଧ

ଯୁବକ ମାନେ ଥାନା ପରିସରରେ ପଶି ହୋହଲ୍ଲା କରିଥିଲେ ।

arrested
ଥାନାରେ ଗଣ୍ଡଗୋଳ ଘଟଣା: ବିଜେପି ନେତାଙ୍କ ସମେତ ୩ ଗିରଫ

ନରସିଂହପୁର ଥାନାରେ ଗଣ୍ଡଗୋଳ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ହେଲେ ନରସିଂହପୁରର ବିଜେପି ନେତା ବିଜୟ ଦଳବେହେରା, ତାଙ୍କ ଭାଇ ଓ ସହଯୋଗୀ। ଥାନା ଗେଟ୍‌ରେ ତାଲା ପକାଇ ଲୋକମାନେ ଧାରଣା ଦେଇଥିଲେ। ଫଳରେ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

kangaroo court
ପିଲାଙ୍କ କଳି ସମାଧାନ କରୁଛି କଙ୍ଗାରୁକୋର୍ଟ

କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍‌ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ। ପିଲାଙ୍କ କଳି ସମାଧାନ କରୁଛି କଙ୍ଗାରୁକୋର୍ଟ।