• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Trained dolphins
କୃଷ୍ଣ ସାଗରରେ ପୁତିନଙ୍କ ଡଲଫିନ ସେନା : ରୁଷୀୟ ଯୁଦ୍ଧପୋତ ଓ ନୌସେନା ଘାଟିକୁ ଜଗିଛନ୍ତି ଜଳଚର ପ୍ରାଣୀ

ଯୁଦ୍ଧ ପୋତକୁ ସମ୍ଭାବ୍ୟ ଅଣ୍ଡର୍ ଓ୍ୱାଟର୍ ବା ସମୁଦ୍ର ତଳ ଆକ୍ରମଣରୁ ସୁରକ୍ଷା ପ୍ରଦାନ ଲାଗି, ଋଷର ନୂଆ କୌଶଳ । ଶତ୍ରୁପକ୍ଷଙ୍କ ମାରଣାସ୍ତ୍ର ଉପରେ ନଜର ରଖିଛନ୍ତି ଡଲଫିନ୍

Twitter and Elon Musk
ଏଲନ ଏତେ ଟଙ୍କା ଆଣିଲେ କେଉଁଠୁ?

ଟ୍ୱିଟରକୁ ଯେତିକି ଟଙ୍କାରେ ଏଲେନ ମସ୍କ କିଣିଲେ ସେତିକି ଟଙ୍କାରେ ଇଣ୍ଡିଆରେ ୧୫୦ ଏମ୍ସ, ୩୫୦ ଷ୍ଟାଡ଼ିୟମ୍‌ ସହ ୨ ବର୍ଷ ପର୍ଯ୍ୟନ୍ତ ମିଳିପାରିଥାଆନ୍ତା ମାଗଣା ରାସନ। ଜାଣନ୍ତୁ କେତେ ଟଙ୍କାରେ ଟ୍ୱିଟରକୁ କିଣିଲେ ମସ୍କ

Elon Musk Says He'll Buy Coca-Cola Next
ଟ୍ୱିଟରକୁ କିଣିବା ପରେ ଏଲନ ମସ୍କଙ୍କ ନୂଆ ଟ୍ୱିଟ୍‌, କହିଲେ- ଏବେ Coca Cola ପାଳି...

ଟ୍ୱିଟରକୁ କିଣିବା ପରେ ଏଲନ ମସ୍କ ସୋସିଆଲ ମିଡିଆରେ ଆହୁରି ସକ୍ରିୟ ରହୁଥିବା ନଜର ଆସିଛି। ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରିବାରେ  ଲାଗିଛନ୍ତି।

Elon Musk twitter deal equivalent with 150 aiims
ଏଲନ ମସ୍କ ଯେତିକି ଟଙ୍କାରେ ଟ୍ୱିଟର କିଣିଲେ, ସେଥିରେ ୧୫୦ AIIMS ଓ ୩୫୦ ବଡ ଷ୍ଟାଡିୟମ ହୋଇଥାନ୍ତା

୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଲେ ଏଲନ ମସ୍କ। ଏହି ଟଙ୍କାରେ ଶ୍ରୀଲଙ୍କା ଋଣମୁକ୍ତ ହୋଇପାରେ। ଦୁଇ ବର୍ଷ ପାଇଁ ଭାରତରେ ୮୦ କୋଟି ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଇପାରେ। AIIMS ପରି ୧୫୦ଟି ଡାକ୍ତରଖାନା ନିର୍ମାଣ ହୋଇପାରେ।

China Reports 1st Human Case Of H3N8 Bird Flu
ପ୍ରଥମଥର ପାଇଁ ମଣିଷ ଶରୀରରେ ମିଳିଲା H3N8 ବାର୍ଡ ଫ୍ଲ୍ୟୁ ସଂକ୍ରମଣ; ଜାଣନ୍ତୁ, ଏହା କେତେ ଭୟାନକ...

ପ୍ରଥମ ଥର ପାଇଁ ମଣିଷ ଶରୀରରେ H3N8 ବାର୍ଡ ଫ୍ଲ୍ୟୁ ଷ୍ଟ୍ରେନ୍‌ ଚିହ୍ନଟ କରାଯାଇଛି। ଚୀନର ଜଣେ ୪ ବର୍ଷୀୟ ବାଳକ H3N8 ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି।

Blasting
ପାକିସ୍ତାନ କରାଚୀରେ ବିସ୍ଫୋରଣ; ୪ ମୃତ

ପାକିସ୍ତାନର କରାଚୀ ବିଶ୍ୱବିଦ୍ୟାଳୟ ପରିସରରେ ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିବାର ସୂଚନା ମିଳିଛି ।

Elon Musk Tweet
୨୦୧୭ରେ ଟ୍ୱିଟର୍‌କୁ ପ୍ରପୋଜ କରିଥିଲେ ଏଲନ ମସ୍କ

ସ୍ମିଥଙ୍କ ପ୍ରତିଉତ୍ତରରେ ଏହାର ଦାମ୍ କେତେ ହେବ ବୋଲି ପଚାରିଥିଲେ।

Twitter Revolution
ଟ୍ୱିଟରରେ ଆସିପାରିବ ୪ ପରିବର୍ତ୍ତନ

ପବ୍ଲିକ୍ ପ୍ଲାଟ୍‌ଫର୍ମ ଭାବେ ଟ୍ୱିଟର ଉପରେ ଆମର ଭରସା ଦୃଢ଼ ହେବା ଦରକାର

Elon Musk to acquire Twitter
ଟ୍ୱିଟରକୁ କିଣିଲେ ଏଲନ ମସ୍କ

କାହିଁକି ଟ୍ୱିଟରକୁ କିଣିବାକୁ ଚାହୁଁଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ?

Gautam Adani Overtakes Warren Buffett To Become World's 5th Richest Person
ଅମ୍ୱାନୀଙ୍କୁ ପଛରେ ପକାଇ ଆଦାନୀ ହେଲେ ବିଶ୍ୱର ୫ମ ଧନୀ ବ୍ୟକ୍ତି

ଆଦାନୀ ହେଲେ ବିଶ୍ୱର ୫ମ ଧନୀ ବ୍ୟକ୍ତି । ଦୁନିଆର ବହୁ ବଡ଼ ବଡ଼ ଧନୀକଙ୍କୁ ପଛରେ ପକାଇ ଦେଇଛନ୍ତି ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ।

Russia Ukraine War
ଆମେରିକାକୁ ନାଲି ଆଖି ଦେଖାଇଲା ଋଷ; କହିଲା ୟୁକ୍ରେନ୍‌କୁ ସହାୟତା ମହଙ୍ଗା ପଡ଼ିବ

ପୁଣିଥରେ ଆମେରିକାକୁ ଚେତାବନୀ ଦେଲା ଋଷ । ଆମେରିକା ୟୁକ୍ରେନ୍‌କୁ ସାମରିକ ସହାୟତା ଯୋଗାଇ ଦେଉଥିବା ଅଭିଯୋଗ କରିଛି ଋଷ । ଯଦି ଆମେରିକା ବାରମ୍ବାର ୟୁକ୍ରେନ୍‌କୁ ଉନ୍ନତ ଅସ୍ତ୍ରଶସ୍ତ୍ର ପଠାଇବ, ତେବେ ଏହାର ପରିଣାମ ଖୁବ୍‌ ଖରାପ ହେବ ବୋଲି ଋଷ ଆମେରିକାକୁ ଚେତାଇ ଦେଇଛି ।

Emmanuel Macron
ଲଗାତାର ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ମଙ୍ଗ ଧରିଲେ ଇମାନୁଏଲ୍ ମାକ୍ରୋନ

ପରାଜୟ ସ୍ୱୀକାର କଲେ ମରିନ୍‌ ଲେ ପେନ । ଦ୍ୱିତୀୟ ଥର ପାଇଁ ଇମାନୁଏଲ୍ ମାକ୍ରୋନ୍ ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।

Dubai man buys car number plate for a whopping Rs 70 crore
ଆଶ୍ଚର୍ଯ୍ୟ ! ୭୦ କୋଟିରେ ବିକ୍ରି ହେଲା କାର୍‌ ନମ୍ବର ପ୍ଲେଟ୍‌

AA8(ଏଏ୮) ଲେଖାଥିବା ଏହି ନମ୍ବର ପ୍ଲେଟ୍‌କୁ ନିକଟରେ ନିଲାମ ଡକାଯାଇଥିଲା। ଏହାକୁ ଦୁବାଇର ଜଣେ ବ୍ୟକ୍ତି ପ୍ରାୟ ୭୦ କୋଟି ଟଙ୍କାରୁ ଅଧିକ ଦେଇ କିଣିଥିଲେ।

marriage
ବିବାହକୁ ସ୍ମରଣୀୟ କରିବାକୁ ନୂଆ ଉପାୟ : ମଣ୍ଡପକୁ ବେଲୁନରେ ଉଡ଼ି ଉଡ଼ି ଆସିଲା କନିଆ...

ଆପଣ ଅନେକ ବାହାଘର ଦେଖିଥିବେ। କେଉଁଠି ବର ଘୋଡା ଚଢି ଆସେ ତ ଆଉ କେଉଁଠି ଗାଡିରେ। ହେଲେ ଏବେ କନିଆର ମଣ୍ଡପ ଏଣ୍ଟ୍ରି ନିଆରା ହୋଇ ପଡିଛି। ଏକ ଭିଡିଓ ଭାଇରାଲ ହେଉଛି । ବେଲୁନରେ ଉଡି ଉଡି ଆସିଲା କନିଆ ।

titanic tragedy
କଳା ରାତିର କଳା କାହାଣୀ : ଟାଇଟାନିକ୍ ଟ୍ରାଜେଡିକୁ ପୂରିଛି ୧୧୦ ବର୍ଷ

ବିଭିନ୍ନ ସମୟରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିଛି, ହେଲେ ସତ କଣ ତାହା ଜଣାପଡ଼ିନାହିଁ । ସେତେବେଳେ ଅତ୍ୟାଧୁନକି ଜ୍ଞାନକୌଶଳରେ ନିର୍ମିତ ଟାଇଟାନିକ୍ କେବେ ବି ବୁଡ଼ିବ ନାହିଁ ବୋଲି ଦାବି ହୋଇଥିଲା । ଇଶ୍ୱର ଚାହିଁଲେ ବି ଏହାକୁ ବୁଡ଼ାଇ ପାରିବେ ନାହିଁ ବୋଲି ଦାବି କରୁଥିଲେ ଇଞ୍ଜିନିୟରମାନେ

pakistan
‘ପଶୁ ପରି ନହୋଇ ମଣିଷ ପରି ହୁଅ’

ସଂସଦ ହଲ ଭିତରେ ମନ୍ତ୍ରୀ ଜଣକ ଧଳା କୁର୍ତ୍ତା ଟେକି ପେଟକୁ କୁଣ୍ଡାଇ ହୋଇଥିଲେ। ଯାହାକୁ ନେଇ ଖୁବ ବର୍ଷିଲେ ଅଭିନେତ୍ରୀ।

tallest family
ଦୁନିଆର ସବୁଠୁ ଡେଙ୍ଗା ପରିବାର : ଗିନିଜ୍ ୱାର୍ଲଡ ରେକର୍ଡରେ ପାଇଲେ ସ୍ଥାନ

ଆପଣ ଅନେକ ଡେଙ୍ଗା ଲୋକଙ୍କୁ ଦେଖିଥିବେ। ହେଲେ ଡେଙ୍ଗା ପରିବାରକୁ କେବେ ହେଲେ ଦେଖିନଥିବେ। ଏମିତି ଏକ ପରିବାର ଅଛି, ଯେଉଁଠି ସମସ୍ତଙ୍କ ଉଚ୍ଚତା ୬ ଫୁଟରୁ ଅଧିକ

Elon Musk trolls Bill Gates with a meme
ପ୍ରେଗ୍‌ନାଣ୍ଟ୍‌ ଇମୋଜି ଶେୟାର କରି ବିଲ୍‌ ଗେଟ୍ସଙ୍କ ମଜାକ ଉଡ଼ାଇଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି...

ଟ୍ୱିଟରରେ ପ୍ରେଗ୍‌ନାଣ୍ଟ୍‌ ଇମୋଜି ସହ ବିଲ୍‌ ଗେଟ୍ସଙ୍କ ଫଟୋ ଶେଆର କରି ଏଲନ ମସ୍କ ମଜାକ ଉଡ଼ାଇଛନ୍ତି। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଏଭଳି ମଜାଳିଆ ଟ୍ୱିଟ୍‌କୁ ଅନେକ ନାପସନ୍ଦ କରିଛନ୍ତି।

Special Story
ଝାଲମୁଢ଼ି ପ୍ରେମରେ ବିଦେଶୀ : ଲଣ୍ଡନ ଗଳିରେ ଭାରତୀୟ ବ୍ୟଞ୍ଜନ ପାଇଁ ଭିଡ଼

ବିଦେଶରେ ମଧ୍ୟ ମିଳୁଛି ଝାଲମୁଢ଼ି । ଝାଲମୁଢ଼ି ଖାଇବା ପାଇଁ ଲୋକଙ୍କ ଲମ୍ବା ଧାଡ଼ି ଲାଗୁଛି ।

Putin test-fired Sarmart missile
ସରମାର୍ଟ କ୍ଷେପଣାସ୍ତ୍ର ପରୀକ୍ଷଣ କଲେ ପୁଟିନ୍, ଭୟରେ ଥରହର ବିଶ୍ୱ

ସାରା ବିଶ୍ୱକୁ ଏକ ପ୍ରକାର ଡରାଇ ରଖିଛି ଋଷ। କେତେବେଳେ ପରମାଣୁ ଅସ୍ତ୍ର କଥା କହି ଡରାଉଛି ତ ଆଉ କେତେବେଳେ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଥରାଇ ଦେଉଛି ବିଶ୍ୱକୁ। ତେବେ ଦୁନିଆର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ସରମାର୍ଟ’ ପରୀକ୍ଷଣ କରି ସବୁ ଦେଶର ନିଦ ହଜେଇ ଦେଇଛି

 Russia-Ukraine War
ଥମୁନି ୟୁକ୍ରେନ୍-ରଷିଆ ଯୁଦ୍ଧ; ୟୁକ୍ରେନ୍‌ର ଚେର୍ଣ୍ଣିହିବ୍‌ରୁ ଜୀବନ୍ତ ବୋମା ଉଦ୍ଧାର

ଗତକାଲି ୟୁକ୍ରେନ୍‌ର ଚେର୍ଣ୍ଣିହିବ୍‌ରୁ ଏକ ଜୀବନ୍ତ ବୋମା ଉଦ୍ଧାର ହୋଇଛି । ପ୍ରାୟ ୫ ଶହ କିଲୋ ଓଜନ୍‌ର ଏହି ବୋମାକୁ ଚେର୍ଣ୍ଣିହିବ୍ ସହରର ଜନବସତିରୁ ଉଦ୍ଧାର କରାଯାଇଛି ।

Elon Musk
କାହିଁକି ଟ୍ୱିଟରକୁ କିଣିବାକୁ ଚାହୁଁଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ?

କାହିଁକି ଟ୍ୱିଟରକୁ କିଣିବାକୁ ଚାହୁଁଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ? ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

 PM Modi, Boris Johnson  ,
‘ମୋଦି ମୋର ଖାସ୍ ବନ୍ଧୁ ’

ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ଭାରତର ସ୍ୱାଗତ ସମ୍ବର୍ଦ୍ଧନାରେ ଅଭିଭୂତ ହୋଇ ଏହା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ।

russian flagship Moskva
ମସ୍କଭାକୁ କାହିଁକି ଦିଆଯାଇ ପାରିଲାନି ସୁରକ୍ଷା ? ଅନୁଧ୍ୟାନ କରିବ ଭାରତୀୟ ନୌସେନା

କ୍ଷେପଣାସ୍ତ୍ର ମାଡ଼ କରି ଏଭଳି ଅତ୍ୟାଧୁନିକ ଓ୍ୱାରସିପକୁ ଏତେ ସହଜରେ ଧ୍ୱଂସ କରିଦିଆଯାଇ ପାରୁଛି, ତେବେ ଯୁଦ୍ଧ ବେଳେ ଏଗୁଡ଼ିକ କେତେ ନିର୍ଭରଯୋଗ୍ୟ ହେବ? ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

PM, President, SC and polls in PoK: How Pakistan runs its ‘Azad Kashmir’ propaganda
ପାକ୍‌ର ନୂଆ ଷଡ଼ଯନ୍ତ୍ର ! ସ୍ଵାଧୀନ କାଶ୍ମୀର ରାଷ୍ଟ୍ର ଗଠନ ପ୍ରୟାସରେ ପାକିସ୍ତାନ

ପାକ୍‌ର ନୂଆ ଷଡ଼ଯନ୍ତ୍ର । ସ୍ୱାଧୀନ କାଶ୍ମୀର ରାଷ୍ଟ୍ର ଗଠନ ପାଇଁ ପ୍ରୟାସ କରୁଛି ପାକିସ୍ତାନ ।