• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: South Indian Stars

These two south actresses escaped death
ବିମାନ ଦୁର୍ଘଟଣାରୁ ବଞ୍ଚିଗଲେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଆଗଧାଡିର ଅଭିନେତ୍ରୀ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଅଭିନେତ୍ରୀ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ଜଣେ ଅଭିନେତ୍ରୀ ବିମାନ ଭିତରୁ ଏକ ଫଟୋ ଶେୟାର କରି କହିଥିଲେ ଯେ ସେ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ବିମାନଟି ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା କିନ୍ତୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।

rajinikanth radiates exuberance in new pic from vettaiyan set
ଦମଦାର ଭୂମିକାରେ ଆସୁଛନ୍ତି ରଜନୀକାନ୍ତ; ଭାଇରାଲ ହେଉଛି ଫଟୋ

ଦମଦାର ଭୂମିକା ନେଇ ଆସୁଛନ୍ତି ସୁପରଷ୍ଟାର ରଜନୀକାନ୍ତ। ପୁଣି ବକ୍ସ ଅଫିସ୍‌ରେ ହେବ ହଇଚଇ। ସେ ବର୍ତ୍ତମାନ ‘ଜୟ ଭୀମ’ ନିର୍ଦ୍ଦେଶକ ଟିଜେ ଜ୍ଞାନଭେଲଙ୍କ ନିର୍ଦ୍ଦେଶିତ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଭେଟ୍ଟାୟାନ’ ପାଇଁ ସୁଟିଂ କରୁଛନ୍ତି।

singer chinmayi sripaada takes dig again on kamal haasan
‘ମି ଠୁ’କୁ ନେଇ ଗାୟିକା ବଖାଣିଲେ ଯନ୍ତ୍ରଣା, କମଲ୍ ହାସନ୍‌ଙ୍କୁ କଲେ ଟାର୍ଗେଟ୍

ଗାୟିକା ଚିନ୍ମୟୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଶେୟାର କରି କମଲ୍ ହାସନ୍‌କୁ ଟାର୍ଗେଟ୍ କରିଛନ୍ତି। ଏଥିରେ ସେ ‘ମି ଠୁ’ କଥା ଉଠେଇଛନ୍ତି। କମଲ୍ ହାସନ୍‌କୁ ଏମିତି କହିଛନ୍ତି ଚିନ୍ମୟୀ।

Kantara a legend chapter 1 first glimpse make fans speechless
Teaser Release: ରହସ୍ୟ ଆଉ ରୋମାଞ୍ଚରେ ଭରା 'କାନ୍ତାରା ଚାପ୍ଟର ୧' ର ପ୍ରଥମ ଝଲକ

'କାନ୍ତାରା: ଏ ଲିଜେଣ୍ଡ'ର ସିକ୍ୱେଲ୍ ଲାଇନ୍‌ରେ ଅଛି। ନିକଟରେ ଫିଲ୍ମର ଏକ ଝଲକ ସାମ୍ନାକୁ ଆସିଛି ଏବଂ ଏହା ଅତ୍ୟନ୍ତ ରୋମାଞ୍ଚକର ଏବଂ ସ୍ୱତନ୍ତ୍ର ହେବ ବୋଲି ଅନୁମାନ କରାଯାଉଛି। କୁହାଯାଉଛି ଫିଲ୍ମ କେଜିଏଫ ଏବଂ ବାହୁବଲୀ ଭଳି ଫିଲ୍ମକୁ କଡ଼ା ଟକ୍କର ଦେଇପାରେ।

south actor prakash raj target to Modi
ନରେନ୍ଦ୍ର ମୋଦି ମାଟିକୁ ମଥାରେ ମାରିବାରୁ ଏମିତି ଥଟ୍ଟା କଲେ ପ୍ରକାଶ ରାଜ

ପ୍ରକାଶ ରାଜ ଯେତେବେଳେ 'ଚନ୍ଦ୍ରଯାନ'ନୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ସେତେବେଳେ ତାଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ଏବେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏହି କାରଣରୁ ସେ ପୁଣି ଥରେ ସୋସିଆଲ ମିଡିଆରେ ଆଲୋଚନର କେନ୍ଦ୍ର ପାଲଟିଛନ୍ତି।

Veteran Actor Kazan Khan Dies
ଚାଲିଗଲେ ଖତରନାକ୍ ଭିଲେନ୍ କଜାନ ଖାନ୍

ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର କଜାନ ଖାନଙ୍କ ଦେହାନ୍ତ ହେବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ଭିଲେନ୍ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଜାନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି।

Jr ntr fans arrested for allegedly sacrificed two goats
ଜୁନିଅର୍‌ ଏନ୍‌ଟିଆର୍‌ଙ୍କ ଜନ୍ମଦିନକୁ ଏମିତି ପାଳିଲେ ଯେ, ୯ ପ୍ରଶଂସକଙ୍କୁ ଗିରଫ କଲା ପୋଲିସ୍

ଜୁନିଅର୍‌ ଏନ୍‌ଟିଆର୍‌ଙ୍କ ଜନ୍ମଦିନ ପାଳନ କରିଥିବା ନଅ ଜଣ ପ୍ରଶଂସକଙ୍କୁ ପୋଲିସ ଗିରଫ କରିଛି। ବଳି ସହିତ ଜଡିତ କିଛି କାର୍ଯ୍ୟରେ ସମ୍ପୃକ୍ତ ଥିବାରୁ ଅଭିନେତାଙ୍କ ଏହି ନଅ ଜଣ ପ୍ରଶଂସକଙ୍କୁ ପୋଲିସ ଗିରଫ କରିଛି।