ଯୁଦ୍ଧସ୍ଥିତିରେ ପର୍କ୍ୟୁପାଇନ୍ ଷ୍ଟ୍ରାଟେଜି ଆପଣାଇବ ତାଇଓ୍ୱାନ୍
ଚୀନ୍ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ସହ ଦେଶବାସୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ତାଇଓ୍ୱାନ ଅଭିଯୋଗ କରିଛି। ଚୀନ୍ ପକ୍ଷରୁ ତାଇଓ୍ୱାନ ଚାରିପଟେ ଦକ୍ଷିଣ ଚୀନ୍ ସାଗରରେ ସମରାଭ୍ୟାସ ସହ ଘନ ଘନ ରକେଟ୍ ମାଡ଼ କରାଯାଉଛି।
ହୋଟେଲ୍ ରୁମ୍ରୁ ତାଇୱାନ୍ ପ୍ରତିରକ୍ଷା ମନ୍ତ୍ରାଳୟର ଅନୁସନ୍ଧାନ ଓ ବିକାଶ ବିଭାଗର ଡେପୁଟି ମୁଖ୍ୟଙ୍କ ମୃତଦେହ ମିଳିଛି। ଏନେଇ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୃତ୍ୟୁ କାରଣ ଜଣାପଡ଼ିନି।
ତାଇୱାନ୍ ପାଇଁ କାହିଁକି ଆଗକୁ ଆସୁଛି ଆମେରିକା ? ଯୁଦ୍ଧ ହେଲେ ସାରା ବିଶ୍ୱରେ କି କି ପ୍ରଭାବ ପଡ଼ିବ ?
ତାଇଓ୍ୱାନ ପରେ ଜାପାନ ମଧ୍ୟ ଚୀନ୍ର ଶରବ୍ୟ ହୋଇଛି।ଗତକାଲି ଆମେରିକା କଂଗ୍ରେସର ବାଚସ୍ପତି ନାନ୍ସି ପେଲୋସି ଜାପାନରେ ପହଞ୍ଚିବା ପୂର୍ବରୁ ଚୀନ୍ ସେନା ଜାପାନକୁ ଟାର୍ଗେଟ କରିଛନ୍ତି।
ଯୁଦ୍ଧ ଆଶଙ୍କାରେ ପ୍ରସ୍ତୁତି ଆରମ୍ଭ କରିଛି କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର
ଆମେରିକା ସିନେଟ୍ର ବାଚସ୍ପତି ତାଇୱାନ୍କୁ ଖୋଲା ସମର୍ଥନ ଜଣାଇଛନ୍ତି। ସବୁବେଳେ, ସବୁ ପରିସ୍ଥିତିରେ ତାଇୱାନ୍ ସହ ଆମେରିକା ଛିଡ଼ା ହୋଇଥିବା ନାନ୍ସି ପେଲୋସି ଆଶ୍ୱାସନା ଦେଇଛନ୍ତି।