• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: England

butler
Buttler Resigns: ବିଦା ହେଲା ଇଂଲଣ୍ଡ, ଇସ୍ତଫା ଦେଲେ ଅଧିନାୟକ

ଚାମ୍ପିୟନ୍ସ ଟ୍ରଫି ୨୦୨୫ ଚାଲିଥିବା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ ପରେ ପଦ ଛାଡ଼ିଛନ୍ତି ଅଧିନାୟକ । ପୂର୍ବତନ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋସ ବଟଲର ଇସ୍ତଫା ଦେଇଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ଦଳର ଖରାପ ପ୍ରଦର୍ଶନ ପରେ ବଟଲର ଏଭଳି ଘୋଷଣା କରିଛନ୍ତି।

ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ବାଜିଲା ଜନ ଗଣ ମନ...
ଅଷ୍ଟ୍ରେଲିଆ ମ୍ୟାଚରେ ବାଜିଲା ଜନ ଗଣ ମନ...

ଟ୍ରୋଲ୍ ହେଉଛି ପାକିସ୍ତାନ କ୍ରିକେଟ ବୋର୍ଡ (PCB)। ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମ୍ୟାଚ୍ ଚାଲିଥିବା ବେଳେ ଜନ ଗଣ ମନ... ବଜାଇଥିଲା ଆୟୋଜକ ଦେଶ ପାକିସ୍ତାନ।

National Anthem Played
ICC Champions Trophy 2025: ପାକିସ୍ତାନ ମାଟିରେ ଚାମ୍ପିଅନ୍ସ ଟ୍ରଫି ବେଳେ ବିରାଟ ଭୁଲ୍, ବାଜିଲା ଭାରତର ଜାତୀୟ ସଙ୍ଗୀତ

ଏମିତି କିଛି ଘଟିଲା ଯାହାକୁ ନେଇ ଫ୍ୟାନମାନେ ଚକିତ ହୋଇଯାଇଥିଲେ । ଖେଳ ଆରମ୍ଭ ପୂର୍ବରୁ ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ଗାନ କରାଯିବାର ଥିଲା । କିନ୍ତୁ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ବଦଳରେ ଭାରତର ଜାତୀୟ ସଙ୍ଗୀତ ବାଜିବାକୁ ଲାଗିଲା ।

ବାଜ୍‌ବଲ୍‌ର ଏସିଡ୍ ଟେଷ୍ଟ
Sports: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ‘ବାଜ୍‌ବଲ୍‌’ ଦୃଷ୍ଟିକୋଣର ଘଟିବ କି ଅନ୍ତ ?

ପ୍ରଦର୍ଶନରେ ନିରନ୍ତରତାର ଅଭାବ, ଦୁର୍ବଳ ଫର୍ମ ଓ ନକାରାତ୍ମକ ଫଳାଫଳ କ’ଣ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ଇଂଲଣ୍ଡ ଟିମ୍‌ର ‘ବାଜ୍‌ବଲ୍‌’ ଦୃଷ୍ଟିକୋଣର ଅନ୍ତ ଘଟାଇବ? ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ‘ବାଜ୍‌ବଲ୍‌’ ପାଇଁ ହୋଇପାରେ ଏସିଡ୍ ଟେଷ୍ଟ । କ୍ରିକେଟ୍ ଜଗତରେ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।

UK
4-Day Work Week: କର୍ମଚାରୀଙ୍କ ପାଇଁ ଖୁସି ଖବର: ଏଣିକି ସପ୍ତାହକୁ ୪ ଦିନ କାମ କରିବେ...

୪ ଦିନିଆ କାର୍ଯ୍ୟଦିବସକୁ ସମର୍ଥନ କରୁଥିବା 4 Day Week Foundationର ନିର୍ଦ୍ଦେଶକ Joe Ryleଙ୍କ କହିବା ଅନୁସାରେ ଦିନକୁ ୯ ଘଣ୍ଟା ହିସାବରେ ୫ ଦିନ କାମ କରିବା ପଦ୍ଧତି ୧୦୦ ବର୍ଷ ତଳେ ତିଆରି ହୋଇଥିଲା।

ବିଚ୍ଛିନ୍ନତାବାଦୀଙ୍କୁ କାଉଣ୍ଟର
Pro-Khalistani Protest Countered: ଲଣ୍ଡନରେ ଶକ୍ତି ପ୍ରଦର୍ଶନ କଲେ ଭାରତୀୟ, ବିଚ୍ଛିନ୍ନତାବାଦୀଙ୍କୁ ଦେଲେ ଜବାବ

ବିଚ୍ଛିନ୍ନତାବାଦୀଙ୍କର ଦାବି ଆଦୌ ଠିକ୍ ନୁହେଁ ବୋଲି ବିଦେଶରେ ଖୋଲାଖୋଲି କହିଛନ୍ତି । ହାତ ଗଣତି କିଛି ଲୋକ ଏପରି କରୁଥାଇପାରନ୍ତି, କିନ୍ତୁ ଭାରତ ଉପରେ ତାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ।

Durga Puja Celebrated
Special Story: ଇଂଲଣ୍ଡରେ ଓଡ଼ିଆ ସଂସ୍କୃତିର ଝଲକ୍; ଧୂମଧାମରେ ପାଳନ ହେଲା ନବରାତ୍ରୀ...

ଶାରଦୀୟ ଦୁର୍ଗାପୂଜାରେ ମା’ଙ୍କ ଆବାହନ ପରେ ଉତ୍ସବମୁଖର ହୋଇ ଉଠିଥିଲା ଇଂଲଣ୍ଡର ବାଥ୍ ସହରରେ ଥିବା ଜଗନ୍ନାଥ ମନ୍ଦିର । 

James Anderson
ଟେଷ୍ଟ କ୍ରିକେଟରୁ ଅବସର ନେବେ ଆଣ୍ତରସନ୍, ଏହି ଦିନ ଖେଳିବେ ନିଜର ଶେଷ ମ୍ୟାଚ୍

ପ୍ରଖ୍ୟାତ ଇଂଲଣ୍ତ ବୋଲର ଜେମ୍ସ ଆଣ୍ତରସନଙ୍କ ଅବସର । ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଆଣ୍ତରସନ ।

Ind vs Eng
ଜୟସ୍ୱାଲଙ୍କ ପରେ ବୁମ୍ରାଙ୍କ ଜଲୱା, ଦ୍ୱିତୀୟ ଟେଷ୍ଟରେ ମଜବୁତ୍‌ ସ୍ଥିତିରେ ଭାରତ

ବିଶାଖାପାଟଣାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଆଜି ଥିଲା ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଯଶ୍ୱସୀ ଜୟସ୍ୱାଲ ଦମଦାର ଦ୍ୱିଶତକ ହାସଲ କରି ଭାରତକୁ ଭ୍ରମଣକାରୀ ଦଳ ବିପକ୍ଷରେ ଏକ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲେ।

England
ଇଂଲଣ୍ଡକୁ ଡବଲ ଝଟକା, ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିପାରିବନି ଇଂଲଣ୍ଡ !

୨୦୨୫ରେ ପୁଣି ଫେରୁଛି ଆଇସିସି ଚାମ୍ପିଅନ୍ସ ଟ୍ରଫି। ଏହାକୁ ଆୟୋଜିତ କରିବାର ଅଧିକାର ମିଳିଛି ପାକିସ୍ତାନକୁ। ତେବେ ଏହି ଚାମ୍ପିଅନ୍ସ ଟ୍ରଫି କ୍ୱାଲିଫାଏକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି।

Afghanistan Win
ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ, ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସାମ୍ନାରେ ୨୮୫ ରନ୍‌ର ଟାର୍ଗେଟ ରଖିଥିଲା ଆଫଗାନିସ୍ତାନ। ତେବେ ଏହି ଟାର୍ଗେଟକୁ ପୂରଣ କରିପାରିନଥିଲା ଇଂଲଣ୍ଡ। ମାତ୍ର ୨୧୫ ରନ୍‌ କରି ଅଲଆଉଟ ହୋଇଥିଲା ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ।

England
ଭାରତ ଆସିବେ ସୁନକ, ଦେଖିବେ ବିଶ୍ବକପ ମ୍ୟାଚ

ଭାରତ-ଇଂଲଣ୍ତ ମ୍ୟାଚ ଦେଖିବେ ଇଂଲଣ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ । ଆସନ୍ତା 29 ରେ ଲକ୍ଷ୍ନୌରେ ଖେଳାଯିବ ଭାରତ ଓ ଇଂଲଣ୍ତ ମଧ୍ୟରେ ବିଶ୍ବକପ ମ୍ୟାଚ ।

Eng vs Nz
୪ ବର୍ଷ ପରେ ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ, କନୱେ ଓ ରବୀନ୍ଦ୍ରଙ୍କ ବ୍ୟାଟିଂରେ ଧରାଶାୟୀ ଇଂଲଣ୍ଡ

ଆଜି ପ୍ରଥମ ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୨୮୨ ରନ୍ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌ ୭୭ ରନ୍‌ କରିଥିବାବେଳେ ଅଧିନାୟକ ଜୋଶ୍ ବଟଲର ୪୩ ରନ୍ କରିଥିଲେ।

England Drought
ଇଂଲଣ୍ଡରେ ବଡ଼ ମରୁଡ଼ି ! ଫ୍ରାନ୍ସରେ ଜୁଆଡ଼େ ଦେଖିବ ଖାଲି ନିଆଁ

ଏ ବର୍ଷ ମାତ୍ର ୩୫ ପ୍ରତିଶତ ବର୍ଷା ହୋଇଛି ଇଂଲଣ୍ଡରେ । ପୂର୍ବାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳକୁ ମରୁଡ଼ି ଘୋଷଣା  ।

BOLBAM
ଇଂଲଣ୍ଡରେ ବି କାଉଡ଼ିଆଙ୍କ ବୋଲବମ୍‌ ଯାତ୍ରା

ଭକ୍ତମାନେ ଯେଉଁ ସ୍ଥାନରୁ ଜଳ ଉଠାଇଥିଲେ ତାହାର ନାମ ହେଉଛି ରୋମାନ୍ ବାଥ୍ । ଏହା ଏକ ଉଷ୍ମ ପ୍ରସ୍ରବଣ ।

MonkeyPox
କରୋନା ବେଳେ ଆଉ ଏକ ଆତଙ୍କ 'ମଙ୍କିପକ୍ସ' !

୪ ବ୍ୟକ୍ତିଙ୍କ ଉପରେ ଅଧିକ ତଦନ୍ତ ଚାଲିଥିବା ନେଇ UKHSA କହିଛି।

China
ବିଶ୍ୱର ଧନୀ ରାଷ୍ଟ୍ର ତାଲିକାରେ ଆମେରିକାକୁ ବାଦ୍‌ ଦେଇ ଶୀର୍ଷରେ ଚୀନ୍‌

ରିପୋର୍ଟରେ କୁହାଯାଇଛି ଯେ ଧନୀ ତାଲିକାର ପ୍ରଥମ ସ୍ଥାନରେ ଥିବା ଚାଇନା ଓ ଦ୍ୱିତୀୟ ସ୍ଥାନରେ ଥିବା ଆମେରିକାରର ମୋଟ ସମ୍ପତ୍ତିର ଗୋଟିଏ ବଡ଼ ଅଂଶ କେବଳ କିଛି ଧନୀ ଲୋକଙ୍କ ମଧ୍ୟରେ ସୀମିତ ରହିଛି ।

T20 World Cup | New Zealand, England To Lock Horns In First Semi Final Today
ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ବନାମ୍ ନ୍ୟୁଜିଲାଣ୍ଡ

ଟି-୨୦ ବିଶ୍ୱକପ୍ର ଆଜି ପ୍ରଥମ ସେମିଫାଇନାଲ୍..ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ..

Online Baby
ମହିଳା ଜନ୍ମ ଦେଲେ ‘ଅନ୍‌ଲାଇନ୍ ଶିଶୁ’

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ବିଚିତ୍ର ଖବର ଭାଇରାଲ ହୋଇଥାଏ। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜିକାଲି ଏପରି ଏକ ଅଜବ ଖବର ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖବରଟି ଜଣେ ମହିଳାଙ୍କ ସହ ଜଡିତ, ଯିଏ ତାଙ୍କର ଏକ 'ଅନ୍‌ଲାଇନ୍ ଶିଶୁ' କୁ ଜନ୍ମ ଦେଇଛନ୍ତି। ଏହି ମହିଳା ଅନଲାଇନ୍ ସହଯୋଗରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

Scorched child
ଶସ୍ତା ସାବୁନ ହେଲା କାଳ : ପୋଡିଗଲା ୪ ବର୍ଷର ଶିଶୁ

ଛୋଟ ପିଲାମାନଙ୍କର ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ। ଏନେଇ ସେମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ। କିନ୍ତୁ ଅନେକ ସମୟରେ ପିତାମାତା ଶସ୍ତା ସ୍ୱାର୍ଥରେ ଉତ୍ପାଦର ଗୁଣ ଉପରେ ଆପୋଷ ବୁଝାମଣା କରିନିଅନ୍ତି, ଯାହା ବେଳେବେଳେ ପିଲାମାନଙ୍କ ଜୀବନ ପ୍ରତି ବିପଦ ଆଣିଥାଏ। ଇଂଲଣ୍ଡରୁ ଏଭଳି ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଜଣେ ୪ ବର୍ଷର ଶିଶୁକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାର ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଛି।

woman gave birth birth four kids in a year
ବର୍ଷକ ଭିତରେ ୨ ଥର ପ୍ରସବ, ୪ ସନ୍ତାନର ମା’ ହେଲେ ମହିଳା

ଦେଢବର୍ଷ ଧରି କରୋନା ମହାମାରୀ ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ବିପର୍ଯ୍ୟସ୍ତ କରି ଦେଇଛି। ଅନେକ ଦୁଃଖ ଦେଇଛି, ଅନେକ ଯନ୍ତ୍ରଣା ଦେଇଛି। କାହାର ଆର୍ଥିକ ସ୍ଥିତି ଉଜାଡି ଦେଇଛି ତ କାହାର ପରିବାର ଶୂନ୍ୟ କରି ଦେଇଛି। ହେଲେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ କରୋନା ଅନେକ ଖୁସି ଆଣି ଦେଇଛି।