ବିବାହ ଉତ୍ସବରେ ଯେଉଁ ଅତିଥିମାନେ ଆସନ୍ତି ସେମାନେ ଉପହାର ଯାହା ବି ଦିଅନ୍ତୁ, କିନ୍ତୁ ସେମାନଙ୍କ ପାଇଁ ଭଲ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥାଏ । ଏମିତି ବ୍ୟବସ୍ଥା ନଥାଏ ଯେ, ଯିଏ ଭଲ ଉପହାର ଦେବ ତାଙ୍କୁ ଭଲ ଖାଇବା, ଆଉ ଯିଏ କମ୍ ଉପହାର ଦେବ ତାଙ୍କୁ ସାଧା ସିଧା ଖାଇବା ।
ବ୍ରାଜିଲର ଜଣେ ମଡେଲ୍ ନିଜର ଏକ ଅଙ୍ଗର ବୀମା କରିଛନ୍ତି। ଏନେଇ ସେ ୧୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମିସ୍ ବଟ୍ ୱାର୍ଲ୍ଡ ୨୦୨୧ ଟାଇଟଲ ଜିତିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।