• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kabul Blast

Kabul Blast
କାବୁଲରେ ବଡ଼ ଧରଣର ବିସ୍ଫୋରଣ ! ୮ ମୃତ, ୧୮ ଗୁରୁତର

ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ ଆଇଏସ୍ ।

Kabul Blast
ସ୍କୁଲ ଛୁଟି ବେଳେ ଫୁଟିଲା ଗୋଟିଏ ପରେ ଗୋଟିଏ ବୋମା ! ଆତଙ୍କବାଦୀ ଆକ୍ରମଣ ସନ୍ଦେହ

କେତେ ମରିଛନ୍ତି ହିସାବ ନାହିଁ ! କୁହାଯାଉଛି ଯେ ପାଶ୍ମିମ କାବୁଲର ଦାସ୍ତ-ଏ-ବାର୍ଚ୍ଚି ଅଞ୍ଚଳରେ ଥିବା ଏକ ସ୍କୁଲରେ ପ୍ରଥମେ ବିସ୍ଫୋରଣ ଘଟିଥିଲା । ପରେ ଆଉ ଦୁଇଟି ବସ୍ଫୋରଣ ଘଟିଥିଲା ।

Kabul airport
ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଆଲର୍ଟ ଜାରି କଲା ଆମେରିକା : ଆକ୍ରମଣ ଆଶଙ୍କା କରି ତୁରନ୍ତ କାବୁଲ ଏୟାରପୋର୍ଟ ଫାଟକ ଛାଡିବାକୁ ଅପିଲ

କାବୁଲ ଏୟାରପୋର୍ଟରେ ପୁଣି ଆତଙ୍କୀ ଆକ୍ରମଣ ଆଶଙ୍କା । କାବୁଲରେ ହୋଇଥିବା ବିସ୍ଫୋରଣ ପରେ ଆମେରିକା ଶୁକ୍ରବାର ଦିନ ନାଗରିକମାନଙ୍କୁ ବିମାନ ବନ୍ଦର ଫାଟକ ଛାଡିବାକୁ ଅପିଲ କରିଛି । ସୁରକ୍ଷା ତଥା ଆସନ୍ନ ବିପଦ କାରଣରୁ ବିମାନ ବନ୍ଦରକୁ ନଯିବାକୁ ଦୂତାବାସ କର୍ମଚାରୀ ଓ ଆମେରିକୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି ।

Taliban
ଆତଙ୍କାବଦୀ ଆକ୍ରମଣରୁ ବର୍ତ୍ତି ପାରିଲାନି ତାଲିବାନ୍ : କାବୁଲ ବିସ୍ଫୋରଣରେ ୨୮ ତାଲିବାନୀ ମୃତ

ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୧୦୩ ଜଣ ପ୍ରାଣ ହରାଇଛନ୍ତି । ଏହି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି, ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ତେବେ ଏହାରି ଭିତରେ କାବୁଲ ବିମାନବନ୍ଦର ବିସ୍ଫୋରଣରେ ୨୮ ତାଲିବାନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଖବର ଆସିଛି ।

islamic-state-kp
କାବୁଲ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍ : ଆକ୍ରମଣକାରୀର ଫଟୋ ଜାରି

କାବୁଲ ଆନ୍ତର୍ଜାତିକ ବିମାନବନ୍ଦର ବାହାରେ ଗୁରୁବାର ସନ୍ଧ୍ୟାରେ ତିନୋଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ତେବେ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ନିଜର ସମ୍ପୃକ୍ତ ଥିବା ନେଇ ଦାବି କରିଛି ଇସଲାମିକ ଷ୍ଟେଟ ଖୋରାସାନ ପ୍ରାନ୍ତ (ଆଇଏସକେପି) ।

Joe Biden
’ତ୍ରାହି ପାଇବେ ନାହିଁ ଆତଙ୍କୀ ! ଯେଉଁଠି ଲୁଚିଲେ ବି ଖୋଜି ଖୋଜି ମୃତ୍ୟୁ ଦଣ୍ଡ ଦେବ ଆମେରିକା’

ବାଇଡେନ କହିଛନ୍ତି, ମିଶନ ଜାରି ରହିବ । ଆବଶ୍ୟକ ହେଲେ ପୁଣି ଥରେ ଆଫଗାନିସ୍ତାନକୁ ଅତିରିକ୍ତ ଆମେରିକୀୟ ସୈନ୍ୟ ପଠାଯିବ । ଏହାପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରଥମ ବୈଠକକୁ ସ୍ଥଗିତ ରଖିଥିଲା ହ୍ୱାଇଟ ହାଉସ । ଏହାସହ ଆଫଗାନିସ୍ତାନ ଶରଣାର୍ଥୀଙ୍କ ପ୍ରସଙ୍ଗରେ ଗଭର୍ଣ୍ଣରଙ୍କ ସହ ହେବାକୁ ଥିବା ଏକ ଭିଡିଓ ସମ୍ମିଳନୀ ମଧ୍ୟ ବାତିଲ କରାଯାଇଛି

Kabul Blast
ଏୟାରପୋର୍ଟ ନିକଟରେ ତୃତୀୟ ବିସ୍ଫୋରଣରେ ଥରିଲା କାବୁଲ : ୭୨ ମୃତ, ୧୨୦ ରୁ ଅଧିକ ଆହତ 

ପ୍ରଥମ ଦୁଇଟି ବିସ୍ଫୋରଣ ସନ୍ଧ୍ୟା ସମୟରେ କିଛି ମିନିଟ୍ ବ୍ୟବଧାନରେ ହୋଇଥିବାବେଳେ ତୃତୀୟ ବିସ୍ଫୋରଣ ବିଳମ୍ବିତ ରାତିରେ ହୋଇଥିଲା । ​​ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୭୨ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।