କ୍ଷଣିକରେ ଦୁନିଆର ସର୍ବାଧିକ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋଇଗଲେ ଆମେରିକୀୟ ଯୁବକ
ଯେତେବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିଲା, ସେତେବେଳେ ଏହି ପ୍ରେମୀ ଯୁଗଳ ନିଜ ନିଜ ଦେଶ ଛାଡ଼ି ଚାଲି ଆସିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଏବେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
କୋରିଆ ପାଣିପାଗ ପ୍ରଶାସନ(KMA) ସୂଚନା ଅନୁସାରେ ସୁପର ଟାଇଫୁନ୍ ହିନ୍ନାମନୋର ଲ୍ୟାଣ୍ଡଫଲ୍ କରିବା ପରେ ବ୍ୟାପକ କ୍ଷତି ଘଟାଇଛି।
କର୍ମଚାରୀଙ୍କୁ ଛଟେଇ କରିବା ପରେ ମନସ୍ତାପରେ ରହୁଥିଲେ । ଏତେ ଲୋକ ରୋଜଗାର ହରାଇବା ପରେ କମ୍ପାନୀର ସିଏଫ୍ଓ ଜୀବନ ହାରିଦେଲେ ।
ଜଣେ ଚାକିରି କରିବା ଯେତିକି ସ୍ୱପ୍ନ ହୋଇଥାଏ, ତାଠୁ ପ୍ରଥମ ଦରମା ଆସିଲେ କର୍ମଚାରୀଙ୍କୁ ଅଧିକ ଖୁସି ଦେଇଥାଏ।
ଭୂମିକମ୍ପରେ ୨୧ ଜଣଙ୍କର ମୃତ୍ୟୁ ।
ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ପଛରେ ପକାଇଲେ ଟ୍ରସ୍।
ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ବଡ ଧରଣର ବିସ୍ଫୋରଣ
ଦ୍ୱିତୀୟ ଥର ପାଇଁ NASAର ମୁନ୍ ମିଶନ୍କୁ ସ୍ଥଗିତ ରଖିବାକୁ ପଡ଼ିଛି। ରକେଟ୍ରେ ଇନ୍ଧନ ଲିକେଜ୍ ହେବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
୯୮ ମିଟର ଉଚ୍ଚର ଶକ୍ତିଶାଳୀ ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ଦ୍ୱାରା ହେବ ଉତ୍କ୍ଷେପଣ । ମଣିଷ ବଦଳରେ ତିନିଟି ମାନେକୁଇନ ବା ପିତୁଳା ପଠାଯିବ ।
ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଏବେ ବି ସକ୍ରିୟ ଥିବା NIAର ସୂଚନା । ଛୋଟା ସକିଲ୍ ସଂପର୍କରେ ସୂଚନା ଦେଲେ ୨୦ ଲକ୍ଷ ପୁରସ୍କାର ।
ସ୍ପେନ୍ରେ ଜମିଲା ଟମାଟୋ ପର୍ବ, ନଷ୍ଟ ହେଲା ୧୩୦ ଟନ୍ ଟମାଟୋ।
ଭୁଲରେ ଆସିଥିବା ଟଙ୍କାକୁ କେବେ ଖର୍ଚ୍ଚ କରିବା କଥା ନୁହେଁ, କାରଣ ଶେଷରେ ଟଙ୍କା ଶୁଝିବା ଥୟ ।
ଚୀନ୍ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ରିଜ୍ ମଝିରେ ୧୫ ମିଟରର ଫାଙ୍କ ରହିଛି । ନିର୍ମାଣ କାର୍ଯ୍ୟ ଜୋରସୋର୍ରେ ଚାଲିଥିବା ସତ୍ତ୍ୱେ ଏହି ଫାଙ୍କ ପୂରଣ କରାଯାଉନାହିଁ ।
ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ଘଣ୍ଟାପ୍ରତି ବେଗ ୨୫୭ କିମି ୧୬୦ ମାଇଲ୍ସ ରହିଛି।
ଜଣେ ଧାର୍ମିକ ନେତାଙ୍କ ରାଜନୈତିକ ଜୀବନରୁ ସନ୍ୟାସ ଘୋଷଣା ପରେ ଅସ୍ଥିର ଇରାକ୍
ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ଲୋକଙ୍କ ଭବିଷ୍ୟତ
ବ୍ରାଜିଲ୍ରେ ରହୁଥିବା ଶେଷ ଆଦିମାନବଙ୍କ ମୃତ୍ୟୁ ହୋଇଛି। ବାହାର ସମାଜ ସହ ତାଙ୍କର କୌଣସି ସଂପର୍କ ନଥିବା ବେଳେ ସେ ଜଙ୍ଗଲରେ ହିଁ ରହୁଥିଲେ। ଜାଣନ୍ତୁ ସେ କିପରି ରହୁଥିଲେ ଓ କ’ଣ ଖାଉଥିଲେ।
ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।
ଏହି ଯୁବତୀ ସୁନ୍ଦର ଦିଶିବା ପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଏବେ ତାଙ୍କର ଏମିତି ଅବସ୍ଥା, ବୟଫ୍ରେଣ୍ଡ୍ କିମ୍ବା ରିଲେଶନଶିପ୍ ତ ଦୂରର କଥା ଲୋକମାନେ ତାଙ୍କୁ ମଣିଷ ଭାବେ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି।
ବଲୁଚିସ୍ତାନ ଓ ସିନ୍ଧ ପ୍ରଦେଶ ଅଧିକ ପ୍ରଭାବିତ ହୋଇଛି ।
ବନ୍ୟା ପରେ ସଙ୍ଗୀନ ସ୍ଥିତିରେ ପାକିସ୍ତାନ। ଟମାଟୋ କିଲୋ ୫୦୦ ବେଳେ ପିଆଜ କିଲୋ ୪୦୦...କଣ ଖାଇବେ? କେମିତି ଖାଇବେ? ଚିନ୍ତାରେ ପାକ୍ବାସୀ..
ବିନା ମେକଅପରେ ସୌନ୍ଦର୍ଯ୍ୟ ପ୍ରତିଯୋଗୀ ହୋଇ ଇତିହାସ ରଚିଛନ୍ତି Melisa Raouf ।
ସୁଇମିଂ ପୁଲରେ ଥାଇ ଚିତ୍କାର କରୁଥିଲେ ଯୁବତୀ, ହେଲେ କେହି ଆସିଲେନି । ଶେଷରେ ଜୀବନ ଚାଲିଗଲା ।
ପୁଅ ଦୁନିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତି, ତଥାପି ଗ୍ୟାରେଜରେ ଶୁଅନ୍ତି ମା’ ।