ବ୍ରାଜିଲର ବଡି ବିଲ୍ଡର ତଥା ଟିକ୍ଟକ୍ ଷ୍ଟାର୍ ଭ୍ଲାଦିର୍ ସେଗାତୋ ମସଲ୍ ବଢ଼ାଇବା ପାଇଁ ଏମିତି କିଛି ଉପାୟ ଆପଣାଇଲେ ଯେଉଁଥିରେ ତାଙ୍କର ଜୀବନ ଚାଲି ଯାଇଛି। ‘ହଲ୍କ’ ନାମରେ ଜଣାଶୁଣା ବ୍ରାଜିଲର ଏହି ବଡି ବିଲ୍ଡର ୨୩ ଇଞ୍ଚ ବାଇସ୍ପେସ୍ କରିବା ପାଇଁ ଏକ ବିପଦପୂର୍ଣ୍ଣ ଅଏଲର ଇଞ୍ଜେକ୍ସନ ନେଇଥିଲେ।
ଆମେରିକା ସିନେଟ୍ର ବାଚସ୍ପତି ତାଇୱାନ୍କୁ ଖୋଲା ସମର୍ଥନ ଜଣାଇଛନ୍ତି। ସବୁବେଳେ, ସବୁ ପରିସ୍ଥିତିରେ ତାଇୱାନ୍ ସହ ଆମେରିକା ଛିଡ଼ା ହୋଇଥିବା ନାନ୍ସି ପେଲୋସି ଆଶ୍ୱାସନା ଦେଇଛନ୍ତି।
୨୧ ବର୍ଷ ତଳେ ଘଟିଥିବା ନିଷ୍ଠୁର ନରସଂହାରର କଡ଼ା ବଦଲା । ୨ ଦଶନ୍ଧିର ଅପେକ୍ଷା ପରେ ଆତଙ୍କୀ ମାଟିରେ ହିଁ ଶତ୍ରୁକୁ ବିନାଶ କଲା ଆମେରିକା ।
ଚୀନ୍ର ଚେତାବନୀ ସତ୍ତ୍ୱେ ତାଇପାଇରେ ପହଞ୍ଚିଲେ ଆମେରିକା ସିନେଟ୍ର ବାଚସ୍ପତି । ନିଆଁରେ ଘିଅ ଢାଲିବା ସଦୃଶ କାମ କରୁଛି ଆମେରିକା ବୋଲି କହିଲା ଚୀନ୍ ।
ଏହି ମିଶାଇଲ୍ଟି ଲେଜର ଭଳି କାମ କରିଥାଏ । ଯେଉଁଠିକୁ ଟାର୍ଗେଟ କରାଯାଇଥାଏ ସେହିଠାରେ ହିଁ କ୍ଷତି ଘଟାଇଥାଏ । ଅର୍ଥାତ ଯାହାକୁ ଟାର୍ଗେଟ କରାଯାଏ, ସେ ବଞ୍ଚିବା ମୁସ୍କିଲ ହୋଇଯାଏ ।
ଜଓ୍ୱାହିରିର ମୃତ୍ୟୁ ଫଳରେ ୨୦୦୧ ଆକ୍ରମଣରେ ପ୍ରାଣ ହରାଇଥିବା ୩,୦୦୦ ଲୋକଙ୍କ ପରିବାରକୁ ନ୍ୟାୟ ମିଳିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ତେବେ ଏହି ଡ୍ରୋନ୍ ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇନଥିବା ସେ କହିଛନ୍ତି।
ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ ରସିକିଆ ପୋଲିସ ବାବୁ...ଧାରୁଆ ଅସ୍ତ୍ରରେ କାନ,ନାକ ଓ ପାଟିକୁ କାଟିଦେଲା ମହିଳାଙ୍କ ସ୍ୱାମୀ...
ସରକାରଙ୍କ ବଡ ପଦକ୍ଷେପ । ନିଶାଖୋରଙ୍କ ପକେଟରୁ ଯିବ ଲକ୍ଷ ଲକ୍ଷ ଟଙ୍କା...
ଆଫଗାନିସ୍ତାନର କାବୁଲରେ ଆମେରିକା ସୈନ୍ୟର ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦା ମୁଖ୍ୟ ଅଲ୍ ଜଓ୍ୱାହିରି ନିହତ ହୋଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି।
ଜେଲ୍ରେ ‘ଯୌନଦାସୀ’ ଭାବେ ରହିବାକୁ ବାଧ୍ୟ କରାଯାଉଥିବାର ଅଭିଯୋଗ ଆଣିଲେ ମହିଳା ଗାର୍ଡ...
ବିନା ପାରାଚ୍ୟୁଟ୍ରେ ବିମାନରୁ କିପରି ଡେଇଁଲେ ପାଇଲଟ୍ ? ହତ୍ୟା ନା ଦୁର୍ଘଟଣା ?
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଲାଲ୍, ନୀଳ ଓ ହଳଦିଆ ରଙ୍ଗର ଚମକ ଭଳି ଦିଶୁଥିବା ଏକ ଜିନିଷ ଆକାଶରେ ଅତିକ୍ରମ କରୁଛି। କିଛି ଲୋକ ହଠାତ୍ ଏହା ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ।
ମା’ ହେବା ଆନନ୍ଦ ସତ କିନ୍ତୁ ଏହା କେତେ ଯନ୍ତ୍ରଣାଦାୟକ ତାହା ଅନୁଭବୀ ହିଁ ଜାଣେ। ଆଜିର ମହିଳାମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହୋଇଯାଉଥିବା ବେଳେ ଏମିତି ବି ଜଣେ ମହିଳା ଅଛନ୍ତି ଯିଏ ୧୨ ସନ୍ତାନର ଜନନୀ ହୋଇ ବି ସନ୍ତୁଷ୍ଟ ନାହାନ୍ତି।
ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି ।
୭ ପ୍ରବାସୀ ଏସୀୟଙ୍କ ମୃତ୍ୟୁ । ଜଳବାୟୁ ପରିବର୍ତ୍ତନ ଓ ଜଳ ନିଷ୍କାସନ ଭିତ୍ତିଭୂମିର ଅଭାବରୁ ବନ୍ୟା ।
ଆଇନ ଆଖିରେ ଧୁଳି ଦେଇ ପ୍ରଧାନମନ୍ତ୍ରୀ ସରିଫ୍ ଜାତୀୟ ସମ୍ପତ୍ତିକୁ ବିକ୍ରି ଓ ବନ୍ଧା ପକାଇବାକୁ ଯାଉଥିବା ସିରିଜ ଅଫ୍ ଟୁଇଟରେ ଉଲ୍ଲେଖ କରିଛନ୍ତି
ବନ୍ଧୁ ଦେଶକୁ ଜି-୨-ଜି ମାଧ୍ୟମରେ ବନ୍ଧକ ଚୁକ୍ତି କରିବ
ପରିବାର ପାଇଁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ ହେଉଛନ୍ତି ସିଂହଳୀ ମହିଳା ।
ତେବେ ୟୁଏଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛି ଉତ୍ତର କୋରିଆ...
କଷ୍ଟ କଲେ କୃଷ୍ଣ ମିଳେ । ସେହିଭଳି ଏକ କାହାଣୀ ରହିଛି, ଯିଏ ଚାକିରି ପାଇଁ ୩୯ ଥର ରିଜେକ୍ସନ ପାଇବା ପରେ ୪୦ ଥରରେ ଗୁଗୁଲ୍ରେ ଚାକିରି ପାଇଥିଲେ ।
ହେଲିକପ୍ଟର ସହ ସେଲ୍ଫି ନେଉ ନେଉ ଜୀବନ ଚାଲିଗଲା ।
ଆଜି ସକାଳୁ ସକାଳୁ ଫିଲିପାଇନ୍ସ(Philippines)ରେ ଭୂକମ୍ପ(Earthquake)ର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି।
ଯୁବକ ବଞ୍ଚାଇଦେଲେ ଦୁଇ ବର୍ଷ କୁନି ଝିଅର ଜୀବନ ।
ୱାର୍ଣ୍ଣରଙ୍କ ଦେହାନ୍ତରେ ହଲିଉଡରେ ଶୋକର ଛାୟା ଖେଳିଯାଇଛି।