• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Gotabaya Rajapaksa
ଗୋଟାବାୟାଙ୍କ ବଡ଼ ବାର୍ତ୍ତା, ଖୁବ୍‌ଶୀଘ୍ର ଦେଶରେ ନୂଆ ପ୍ରଧାନମନ୍ତ୍ରୀ

ସମ୍ବିଧାନ ସଂଶୋଧନ କରି ସଂସଦକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଗୋଟାବାୟା । ଘୋର ଆର୍ଥିକ ସଂକଟ ପାଇଁ ସାରା ଦେଶରେ ଲାଗି ରହିଛି ହିଂସାକାଣ୍ଡ ।

china
ଚୀନ୍ କ’ଣ କଲା? ହଠାତ୍‌ ନୀଳରୁ ନାଲି ହୋଇଗଲା ଆକାଶ...

ସବୁବେଳେ ଚର୍ଚ୍ଚାରେ ରହିବାକୁ ଚାହେଁ ଚୀନ୍। ଏଇ ସୋମବାର ଦିନ ହଠାତ୍ ଚୀନର ଆକାଶ ହୋଇଗଲା ଲାଲ୍। ଯାହାକୁ ଦେଖି ତାଜୁବ ହୋଇଗଲେ ଲୋକେ। କାହିଁକି ଏମିତି ହେଲା?  

Elon Musk, Donald Trump,
ଡୋନାଲ୍ଡ ଟ୍ରମ୍ପଙ୍କୁ ଏଲୋନ୍‌ ମସ୍କଙ୍କ ଉପହାର : ଟ୍ୱିଟରରୁ ବ୍ୟାନ୍‌ ହଟାଇବାକୁ ଘୋଷଣା

ନିକଟରେ ଟ୍ୱିଟର କିଣିଥିବା ଏଲୋନ୍ ମସ୍କ ସ୍ପଷ୍ଟ କରିଛନ୍ତି , ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ରିଷ୍ଟୋର କରାଯିବ ।

Srilanka Crisis
ଅଣାୟତ୍ତ ଶ୍ରୀଲଙ୍କା ସ୍ଥିତି: ଚରମ ସୀମାରେ ସିଂହଳୀଙ୍କ ରାଗ

ବିକ୍ଷୋଭ, ସଂଘର୍ଷ, ପୋଡ଼ାଜଳା, ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ସିଂହଳୀଙ୍କ ରାଗ ଚରମ ସୀମାରେ ପହଞ୍ଚିବା ଥିବା ବେଳେ ସମ୍ପୂର୍ଣ୍ଣ ଅଣାୟତ୍ତ ହୋଉପଡିଛି ସ୍ଥିତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ, ନାରାବାଜି ଓ ହିଂସାକାଣ୍ଡ ଭିତରେ ମହିନ୍ଦା ରାଜପାକସେ ପଦରୁ ଇସ୍ତଫା ଦେଇଥିଲେ ।

Srilanka Crisis
ଶ୍ରୀଲଙ୍କା ସରକାର ଉପରେ ସିଙ୍ଘଣୀଙ୍କ ରାଗ ଚରମ ସୀମାରେ…

ଜଳୁଛି ଶ୍ରୀଲଙ୍କା । ଉଗ୍ର ରୂପ ଧାରଣ କରିଛି ସରକାର ବିରୋଧୀ ଜନ ଆନ୍ଦୋଳନ । ଗତକାଲି ରାଜଧାନୀ କଲମ୍ବୋ ସମେତ ସାରା ଦେଶରେ ବ୍ୟାପକ ହିଂସା ଓ ପୋଡ଼ାଜଳା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମହିନ୍ଦା ରାଜପାକସେ ।

Make what you want of this visual. (Twitter)
କ୍ରିକେଟ୍‌ ମ୍ୟାଚ୍‌ ବେଳେ ପିଚ୍‌ ଉପରେ ସ୍କୁଟର ଚଲାଇଲା ଯୁବକ, ଭିଡିଓ ଭାଇରାଲ

କିଛି କ୍ଷଣ ପାଇଁ ଖେଳାଳିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Vladimir Putin
ୟୁକ୍ରେନ୍ ଆକ୍ରମଣକୁ ଯଥାର୍ଥ ଦର୍ଶାଇଲେ ପୁଟିନ

ବିଜୟ ଦିବସରେ ପୁଟିନ୍ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା , ହେଲେ ସେଭଳି କିଛି ବଡ ଘୋଷଣା କରାଯାଇନି ।

Srilanka Crisis
ଶ୍ରୀଲଙ୍କାରେ ଭୟଙ୍କର ହିଂସା: ଶାସକ ଦଳର ସାଂସଦ ଅତୁକୋରାଲା ମୃତ

ଦେଶରେ ଜରୁରୀ ପରିସ୍ଥିତି ଓ କର୍ଫ୍ୟୁ ସତ୍ତ୍ୱେ ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଚିନ୍ତା ବଢ଼ିଛି।

Russia’s ambassador to Poland
ରୁଷୀୟ ରାଷ୍ଟ୍ରଦୂତଙ୍କ ଉପରକୁ ନାଲି ରଙ୍ଗ ଫିଙ୍ଗିଲେ ଆନ୍ଦୋଳନକାରୀ

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ବିଜୟ ସ୍ମାରକୀ ଭାବେ ରୁଷ ଭିକ୍ଟ୍ରି ଡେ ପାଳନ କରୁଛି।

Prime Minister Resigned
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମହିନ୍ଦା ରାଜପକ୍ଷ

ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ପ୍ରଧାନମନ୍ତ୍ରୀ ରାଜପକ୍ଷ ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି ।

Zelensky's Jacket
ଦେଶବାସୀଙ୍କ ପାଇଁ ନିଜ ପ୍ରିୟ ଜ୍ୟାକେଟ୍‌ ନିଲାମ କରିଦେଲେ ଜେଲେନ୍‌ସ୍କି

ଜେଲେନ୍‌ସ୍କି ନିଜର ପ୍ରିୟ ଜ୍ୟାକେଟ୍‌କୁ ଲଣ୍ତନ୍‌ରେ ବିକ୍ରି କରି ଦେଶ ପାଇଁ କିଛି ପାଣ୍ଠି ସଂଗ୍ରହ କରିଛନ୍ତି ।

Russia Ukraine War
ୟୁକ୍ରେନକୁ ଛାରଖାର କରୁଥିବା ଋଷ ପାଳୁଛି ବିଜୟ ଦିବସ

ଆମେରିକୀୟଙ୍କ ହୃଦୟ ୟୁକ୍ରେନବାସୀଙ୍କ ସହିତ ଅଛି। ୟୁକ୍ରେନ ସହିତ ଅଛି ଆମେରିକା।

Corona
କେତେ ସତ ଡବ୍ଲୁଏଚ୍ଓର କୋଭିଡ୍ ମୃତ୍ୟୁ ରିପୋର୍ଟ ?

କେନ୍ଦ୍ର ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟକୁ ସଂପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରିଦେଇଛନ୍ତି । ଏହା ତଥ୍ୟଭିତ୍ତିକ ଓ ବିଜ୍ଞାନ ସମ୍ମତ ନୁହେଁ ବୋଲି କୁହାଯାଇଛି ।

Rupee Slumps To Near Record Low Vs Us Dollar Today
ଡଲାର ତୁଳନାରେ ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା । ଡଲାର ପିଛା ଟଙ୍କାର ମୂଲ୍ୟ ୬୬ ପଇସା ହ୍ରାସ ପାଇଛି ।

Ukraine Russia War
ରୁଷୀୟ ସେନା ଉପରେ ଡ୍ରୋନ୍ ଆକ୍ରମଣ ଜାରି ରଖିଛି ୟୁକ୍ରେନ୍

ଡ୍ରୋନ୍ ଆକ୍ରମଣରେ ରୁଷୀୟ ପାଟ୍ରୋଲିଂ ବୋଟ୍‌ରେ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ୟୁକ୍ରେନ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି ।

Special Report
ଜଣେ ମହାରାଣୀଙ୍କ କାହାଣୀ : ଏଲିଜାବେଥ ଦ୍ୱିତୀୟଙ୍କ ଶାସନ କାଳକୁ ପୂରିଛି ୭୦ ବର୍ଷ

ଜୁନ୍‍ ୨ରୁ ୫ ତାରିଖ, ଏହି ୪ ଦିନ ମହାରାଣୀଙ୍କ ଉଦ୍ଦେଶ୍ୟରେ ବଡ଼ ଧୁମଧାମରେ ପାଳନ ହେବ ପ୍ଲାଟିନମ୍‍ ଜୁବଲି ଉତ୍ସବ

PM Modi
ବର୍ଲିନରେ ଗୁଞ୍ଜରିତ ହେଲା ବନ୍ଦେ ମାତରମ୍ ଧ୍ୱନି

ଜର୍ମାନୀରେ ଭାରତୀୟ ବାଦ୍ୟ, ନାଚ ଗୀତ ସହ ମୋଦି ମୋଦି ନାରାରେ ପ୍ରକମ୍ପିତ ହୋଇଥିଲା ପରିବେଶ ।

tonado
କାନସାସ୍ ସହରରେ ଭୟଙ୍କର ଘୂର୍ଣ୍ଣିଝଡ଼ : ୧୫ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ, ୩ ମୃତ

ଆକାଶରେ ପତର ପରି ଉଡିଲା ଘର ଛପର । ଆମେରିକାର ଆଉ କିଛି ସହରରେ ମଧ୍ୟ ଘୂର୍ଣ୍ଣିଝଡ ହୋଇଛି ।

kyle Gordy
ବୟସ ୩୦ରେ ୪୭ ଛୁଆର ବାପା, ଆଉ ୧୦ ଜନ୍ମ ଅପେକ୍ଷାରେ ! ଡେଟିଂ କରିବାକୁ ପସନ୍ଦ କରୁନାହାନ୍ତି ମହିଳା

କେଲ୍ ଗାର୍ଡି ନାମକ ଏହି ବ୍ୟକ୍ତି ଆମେରିକାର କାଲିଫର୍ନିଆରେ ରହୁଛନ୍ତି । ତାଙ୍କର ବୟସ ମାତ୍ର ୩୦ । କେଲ ଦାବି କରିଛନ୍ତି ଯେ, ସେ ଖୁବ୍‌ଶୀଘ୍ର ୫୭ ସନ୍ତାନର ବାୟୋଲୋଜିକାଲ ପିତା ହେବାକୁ ଯାଉଛନ୍ତି ।

Pakistan secures USD 8 billion package from Saudi Arabia amid sinking economy
ପାକିସ୍ତାନ୍‌କୁ ସାହାଯ୍ୟର ହାତ ବଢ଼ାଇଲା ସାଉଦି ଆରବ୍; ଦେଲା ୮ ବିଲିୟନ ଡଲାର ଆର୍ଥିକ ରାଶି

ପାକିସ୍ତାନକୁ ୮ ବିଲିୟନ ଡଲାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ରାଜି ହୋଇଛି ୟୁଏଇ ।

How did Russian President Vladimir Putin become so powerful?
ଋଷ୍ ରାଷ୍ଟ୍ରପତି ଭ୍ଳାଦିମିର୍ ପୁଟିନ୍ ଏତେ ଶକ୍ତିଶାଳୀ ହେଲେ କେମିତି ?

ଋଷିଆ ରାଷ୍ଟ୍ରପତି ଭ୍ଳାଦିମିର୍ ପୁଟିନ୍ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ପ୍ରେମ ପାଇଁ ତ ପୁଣି କେତେବେଳେ ରାଜନୀତି ପାଇଁ। ୨୦୧୬ରେ ଯେତେବେଳେ ଫୋର୍ବସ୍ ପକ୍ଷରୁ ପ୍ରକାଶିତ ବିଶ୍ୱର ଶକ୍ତିଶାଳୀ ବ୍ୟକ୍ତି ତାଲିକା ପ୍ରକାଶ ପାଇଲା। ଶୀର୍ଷରେ ସ୍ଥାନରେ ପୁଟିନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ବିଶ୍ୱ...

Why can\'t anyone penetrate Putin\'s fortress?
କେହି କାହିଁକି ଭେଦି ପାରୁନାହାଁନ୍ତି ପୁଟିନଙ୍କ ସୁରକ୍ଷା ଗଡ଼ ?

ପୁଟିନଙ୍କ ଜୀବନ ପ୍ରତି ସବୁ ବେଳେ ରହିଛି ବିପଦ। ବିଶ୍ୱ ରାଜନୀତିରେ ବେଶ୍ ପ୍ରଭାବ ରଖିଥିବା ପୁଟିନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ବଢ଼ିଯାଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ଜାଣନ୍ତୁ, କେଉଁମାନେ ଅଛନ୍ତି ପୁଟିନଙ୍କ ସୁରକ୍ଷା ଦାୟିତ୍ୱରେ?

bomb
ଏୟାରପୋର୍ଟରେ ଆତଙ୍କ : ପରିଭ୍ରମଣ ସନ୍ତକ ସ୍ୱରୂପ ଇସ୍ରାଏଲରୁ ଅଫୁଟା ବୋମା ନେଉଥିଲେ ଦମ୍ପତି

ଏୟାରପୋର୍ଟରେ ଅଫୁଟା ବୋମା, ଭୟରେ ଏପଟେ ସେପଟେ ଦୌଡ଼ିଲେ ଲୋକେ ।

 disaster
ବଢ଼ୁଛି ଦୁର୍ବିପାକ ଭୟ : ବର୍ଷକୁ ୫୬୦ ବଡ଼ ବିପର୍ଯ୍ୟୟର ସାମ୍ନା କରିବ ବିଶ୍ୱ

ଝଡ଼ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ, ଏସବୁ କିଛି ବି ନୁହେଁ । ଆଗକୁ ଆସୁଛି ଆହୁରି ବିପଜ୍ଜନକ ସମୟ । ମାନବଜାତି ୨୦୩୦ ବେଳକୁ ବର୍ଷକୁ ୫୬୦ଟି ପ୍ରଳୟଙ୍କରୀ ଦୁର୍ବିପାକର ସାମ୍ନା କରିପାରେ ।

Ghost Of Kyiv Dies In Battle
ଆଉ ନାହାନ୍ତି ‘Ghost of Kyiv’, ୪୦ ଋଷୀୟ ଲଢ଼ୁଆ ବିମାନ ଉପରେ ଆକ୍ରମଣ କରି ଖସାଇଥିଲେ ଏହି ୟୁକ୍ରେନ ପାଇଲଟ୍‌

ଯୁଦ୍ଧର ପ୍ରଥମ ଦିନରେ ମେଜର ଷ୍ଟେପନ ୬ ଋଷୀୟ ବିମାନ ଉପରେ ଆକ୍ରମଣ କରିଥିଲେ। ହେଲେ ସେହି ସମୟରେ ତାଙ୍କର ନାଁକୁ ସାର୍ବଜନୀନ କରାଯାଇନଥିଲା ଓ ତାଙ୍କ ନାଁକୁ ଗୋପନ ରଖାଯାଇଥିଲା।