• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Russia Ukraine War
ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

୧୦୦ ଜଣ ରୁଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍।

Volodymyr Zelenskyy
ଆକ୍ରମଣର ୧୯ ଦିନରେ ଆହୁରି ତୀବ୍ର ହୋଇଛି ଋଷର ମିଶନ୍ କିଭ୍

ବିମାନ ଫ୍ୟାକ୍‌ଟ୍ରିଠୁ ଆରମ୍ଭ କରି ଜନବସତି ଅଞ୍ଚଳର ଆପାର୍ଟମେଣ୍ଟ ଯାଏଁ, ୟୁକ୍ରେନ୍ କ୍ୟାପିଟାଲ୍ ସିଟିର ଗୋଟିକ ପରେ ଗୋଟିଏ ଭିତ୍ତିଭୂମି ଋଷୀୟ ଆକ୍ରମଣ ପରେ ଧ୍ୱଂସସ୍ତୁପରେ ପରିଣତ ହେଉଛି ।

Volodymyr Zelenskyy
ଭୀତ-ତ୍ରସ୍ତ କିଭ ! ଆଖି ପିଛୁଳାକେ ବୋମା ବର୍ଷା, ଦାଉ ଦାଉ ୯ ମହଲା କୋଠା

ୟୁକ୍ରେନ୍‌ରେ ଏବେ କିଏ ଘର ଭିତରୁ ଆର୍ତ୍ତନାଦ କରୁଛି ତ କିଏ ଋଷ ବିରୋଧରେ ରୋଷ ବଖାଣୁଛି, ତ ଆଉ କିଏ ଚିର ଦିନ ପାଇଁ ଶୋଇଯାଇଛି । ନିର୍ବାକ୍ ନିଶ୍ଚଳ ହୋଇ ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ କରିବାକୁ ରୁଷୀୟ ସେନା ଚାରିପଟୁ ଧୀରେଧୀରେ ଆଗଉଛି ।

russia-seeks-military-equipment-from-china
ୟୁକ୍ରେନ୍‌ ସହ ଯୁଦ୍ଧରେ ଋଷିଆର ସ୍ଥିତି ଖରାପ ? ଚୀନ ଠାରୁ ସାମରିକ ସହାୟତା ଲୋଡ଼ିଲେ ପୁଟିନ୍‌ ସରକାର

ଚୀନ ଠାରୁ ଋଷିଆ ସାମରିକ ସହାୟତା ଲୋଡ଼ିଥିବା ସୂଚନା । ଆମେରିକାର ପ୍ରମୁଖ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ।

Ukraine President Volodymyr Zelensky issues chilling warning to NATO
NATOକୁ ଚେତାଇଲେ ଜେଲେନ୍‌ସ୍କି, କହିଲେ-  ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ କରନ୍ତୁ, ନ ହେଲେ ପରିଣାମ ଭୋଗିବେ

 ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନ୍‌ସ୍କି NATOକୁ ଚେତାଇଛନ୍ତି। ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ କରନ୍ତୁ, ନ ହେଲେ ପରିଣାମ ଭୋଗିବେ। 

Russia Ukraine War
ୟୁକ୍ରେନ୍‌ରେ ବର୍ଷୁଛି ବୋମା : ୧୩ଶହ ୟୁକ୍ରେନ ସୈନ୍ୟ ନିହତ, କେବଳ ମରିପଲ ସହରରେ ୨୧ ଶହରୁ ଅଧିକ ଲୋକ ମୃତ

ଫ୍ରାନ୍ସ ରାଷ୍ଟ୍ରପତି ଓ ଜର୍ମାନୀର ଚାନ୍ସେଲର୍ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହିତ ଫୋନ୍ରେ ଆଲୋଚନା କରି ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ମଧ୍ୟରେ ବୃଦ୍ଧି ପାଇଛି ମାନବୀୟ ସଂକଟ । ୨୫ ଲକ୍ଷରୁ ଅଧିକ ୟୁକ୍ରେନ ଛାଡ଼ି ପଳାୟନ କରିଛନ୍ତି । ସେମାନେ ପଡ଼ୋଶୀ ଦେଶରେ ଶରଣାର୍ଥୀ ଜୀବନ ବିତାଉଛନ୍ତି ।

American Journalist Shot Dead
ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ

ୟୁକ୍ରେନ୍‌ରେ ଜଣେ ଆମେରିକୀୟ ଫିଲ୍ମ ନିର୍ମାତା ତଥା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି।

Ukraine-Russia War
"ଆମ ସମସ୍ତଙ୍କୁ ମାରିବା ପରେ ହିଁ ସେମାନେ କିଭ୍‌ରେ ପଶିପାରିବେ"

କିଭ୍ ପାଇଁ କର ବା ମର ସ୍ଥିତି । ଉତ୍ତର, ପଶ୍ଚିମ ଓ ଉତ୍ତରପୂର୍ବ ଦିଗରୁ ଘେରି, ୟୁକ୍ରେନ୍ ରାଜଧାନୀର ଆହୁରି ନିକଟତର ହୋଇଛି ଋଷୀୟ ସେନା । ଆଉ କେବଳ ପୂର୍ବ ପଟୁ ଦଖଲ କରିବା ବାକି ରହିଲା ।

Ukraine-Russia War
ରକ୍ତମୂଖା ଋଷ୍ ମାଡି ଚାଲିଛି

୧୮ ଦିନରେ ଋଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି ଧ୍ୱଂସର ତାଣ୍ଡବ । ଲିଭିଭ୍ ଅଞ୍ଚଳର ଏକ ମିଲିଟାରୀ ବେସ୍ ଉପରେ ଘନଘନ ରୁଷୀୟ ଏୟାର୍ଷ୍ଟ୍ରାଇକ୍ ଯୋଗୁଁ ୩୫ ଜଣଙ୍କ ଜୀବନ ଯାଇଛି ।

Putin- Zhelensky
ପୁଟିନ୍‌ଙ୍କୁ ସିଧାସଳଖ ଭେଟିବାକୁ ଚାହୁଁଛନ୍ତି ଜେଲେନ୍‌ସ୍କି

ଋଷ ଯୁଦ୍ଧ ବିରତି ଘୋଷଣା କଲେ ହିଁ, ସେ ଜେରୁସେଲମ୍‌ରେ ପୁଟିନଙ୍କୁ ଭେଟିବାକୁ ପ୍ରସ୍ତୁତ ଥିବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନାଫ୍ତାଲି ବେନେଟଙ୍କୁ ପ୍ରସ୍ତାବ ଦେଇଛନ୍ତି ।

Hang Till Death
ଏକାଥରକେ ୮୧ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ମଧ୍ୟରେ, ମହିଳା ଓ ଶିଶୁଙ୍କୁ ହତ୍ୟା ଭଳି ବିଭିନ୍ନ ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ଏବଂ ଅଲ୍‌କାଏଦା ଓ ଆଇଏସ୍‌ଆଇଏସ୍ ଆତଙ୍କୀ ଅଛନ୍ତି ।

Russia Ukraine War
ଛିନ୍‌ଛତ୍ର ହୋଇଗଲାଣି ୟୁକ୍ରେନ୍‌ ! ଋଷର ୩୦ ମିଜାଇଲ ମାଡ଼, ପୁଣି ୩୫ ମୃତ

ପୋଲାଣ୍ଡ ସୀମାରୁ ମାତ୍ର ୨୫ କିମି ଦୂର ଲିଭିଭ୍‌ରେ ଆଜି ହୋଇଛି ମିଜାଇଲ୍ ମାଡ଼ । ରୁଷିଆ ୩୦ଟି କ୍ରୁଜ ମିଜାଇଲ ମାଡ଼ କରିବାରୁ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

 'blown up' by Russian troops
ମା' ପାଇଁ ମେଡିସିନ୍‌ ଖୋଜୁଥିବା ବେଳେ ଋଷର ଗୁଳିମାଡ଼

ସ୍ୱାସ୍ଥ୍ୟାବସ୍ଥା ଉନ୍ନତି ନଆସିବାରୁ ମେଡିସିନ୍‌ ପାଇଁ ବାହାରକୁ ଯିବାକୁ ପଡ଼ିଥିଲା।

Rest of world Russia Ukraine war Russian public in trouble due to sanctions everything from milk to
ରୁଷ୍‌ ୟୁକ୍ରେନ ଯୁଦ୍ଧ ପ୍ରଭାବ; କ୍ଷୀର ଠାରୁ ଆଇଫୋନ୍ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା

ୟୁକ୍ରେନ ଉପରେ ରୁଷ୍‌ ମରାଣାତ୍ମକ ଆକ୍ରମଣ କରୁଥିବାରୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ରୁଷରେ ଆର୍ଥିକ ସଙ୍କଟ ଦେଖାଯାଇଛି । ଯାହା ଦ୍ୱାରା କ୍ଷୀର ଠାରୁ ଆରମ୍ଭ କରି ଆଇଫୋନ୍ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଛି ।

Corona Virus in China
ଚୀନରେ ହୁ ହୁ ବଢୁଛି କରୋନା, ୨ ବର୍ଷର ଭାଙ୍ଗିଲା ରେକର୍ଡ

ଭୂତାଣୁର ଗୁଣ ଲକ୍ଷଣବିହୀନ ହୋଇଥିବାରୁ ଏହାକୁ ଆୟତ୍ତ କରିବା ଏବେ ଚୀନ୍‌ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

Russia Ukraine war google will send air strike alert to android users in Ukraine
ୟୁକ୍ରେନ୍‌ବାସୀଙ୍କୁ ଆଶ୍ୱସ୍ତି; ଏୟାର ଷ୍ଟ୍ରାଇକ୍ ଆକ୍ରମଣ ପୂର୍ବରୁ ସତର୍କ କରାଇବ ଗୁଗଲ୍‌

ୟୁକ୍ରେନ ବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ରୁଷ୍‌ର ଏୟାର ଷ୍ଟ୍ରାଇକ୍ ପୂର୍ବରୁ ଆଣ୍ଡ୍ରୋଏଡ ମୋବାଇଲ ବ୍ୟବହାରକାରୀଙ୍କୁ ଗୁଗଲ ପକ୍ଷରୁ ଆକ୍ରମଣ ସମ୍ପର୍କରେ ଏକ ଆଲର୍ଟ ପଠାଯିବ ।

‘Ghost Of Kyiv
ଋଷୀୟ ସୈନ୍ୟଙ୍କୁ ଖୋଜୁଛି ୟୁକ୍ରେନୀୟ ପିଶାଚ : ମୃତ୍ୟୁର ସୌଦାଗର ସାଜି ଶତ୍ରୁଙ୍କୁ ମାତ୍ ଦେଉଛନ୍ତି ଫାଇଟର୍‌ ବିମାନର ପାଇଲଟ୍‌

'ହ୍ୟାଲୋ ଋଷୀୟ ଭିଲେନ୍, ମୁଁ ତୁମର ଜୀବନ ନେବା ପାଇଁ ଆସୁଛି- କିଭ୍‌ ଭେମ୍ପାୟର୍ ପକ୍ଷରୁ ଶତ୍ରୁଙ୍କ ପାଇଁ ସ୍ୱତନ୍ତ୍ର ମେସେଜ୍ !

US President Joe Biden
ପୁଟିନ୍‌ଙ୍କୁ ପରାଜିତ କରିବାକୁ ୟୁକ୍ରେନକୁ ସାହାଯ୍ୟ କରିବ ଆମେରିକା : ଜେଲେନସ୍କିଙ୍କୁ ୨୦୦ ମିଲିୟନ ଡଲାର ଦେବେ ବାଇଡେନ୍

ଆମେରିକା ପୁଣିଥରେ ଜେଲେନସ୍କି ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ । ଆମେରିକାର ରାଷ୍ଟ୍ରପତି ଏସମ୍ପର୍କରେ ଘୋଷଣା କରିଛନ୍ତି ।

putin
ଯୁଦ୍ଧ ରୋକିବାକୁ ରାଜି ନୁହେଁ ଋଷିଆ : ପୁଣି ଥରେ ବିଶ୍ୱ ନେତାଙ୍କ ଶାନ୍ତି ନିବେଦନକୁ ପ୍ରତ୍ୟାଖ୍ୟାନ କଲେ ପୁଟିନ୍‌

ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନ୍‌ ସରକାରଙ୍କ ଉଦ୍ଦେଶ୍ୟରେ ସାରା ବିଶ୍ୱର ନେତାମାନେ ଅପିଲ କରୁଛନ୍ତି । କିନ୍ତୁ ଯୁଦ୍ଧ ବନ୍ଦ କରିବାକୁ ଋଷିଆ ରାଷ୍ଟ୍ରପତିଙ୍କ ମନ ନାହିଁ । ଶ

Russian Return Empty Handed After Elderly Couple Refuses To Leave House
ଋଷ ସୈନ୍ୟଙ୍କୁ ଖାତିର କଲେନି, ନାଲିଆଖି ଦେଖାଇ ଘରୁ ବାହାର କଲେ ଦମ୍ପତି

ଋଷ ସୈନ୍ୟଙ୍କୁ ଟିକିଏ ବି ଖାତିର କଲେନି। ନାଲିଆଖି ଦେଖାଇ ଘରୁ ବାହାରିଯିବାକୁ କହିଲେ...ବଡ଼ ବନ୍ଧୁକର ଗୁଳିକୁ ବି ନଥିଲା ଡର, ପୋଷା କୁକୁର...

ଶତ୍ରୁ ସେନା ବିରୋଧରେ ବୃଦ୍ଧ ଦମ୍ପତିଙ୍କ ହଲ୍ଲା ବୋଲ୍
ଫାୟାରିଂକୁ ଭୟ ନଥିଲା, ଖାଲି ହାତରେ ସଶସ୍ତ୍ର ଋଷୀୟ ସୈନ୍ୟଙ୍କୁ ଘଉଡ଼ାଇଲେ ବୃଦ୍ଧ ଦମ୍ପତି

ଘର ପରିସରରେ ସୈନ୍ୟଙ୍କୁ ଦେଖି ରାଗ ତମତମ ହୋଇଯାଇଥିଲେ ବୃଦ୍ଧ ଦମ୍ପତି । ଗୁଳିଗୋଳା ଭୟରେ ଘର ଭିତରେ ନଲୁଚି ବାହାରକୁ ଆସି ଉଚିତ୍ ଜବାବ ଦେଇଛନ୍ତି ।

Biological weapons
ଜୈବିକ ଅସ୍ତ୍ର କ’ଣ ? ଏହାର ପ୍ରୟୋଗ କେତେ ଭୟଙ୍କର ?

ପୂର୍ବରୁ କେବେ ଏବଂ କେଉଁ ଦେଶ ଏହି ଜୈବିକ ଅସ୍ତ୍ରର ବ୍ୟବହାର କରିଛନ୍ତି ?

biological weapons
କିଏ ମାରିବ ଜୈବିକ-ଅସ୍ତ୍ର ? ଜୈବାସ୍ତ୍ରକୁ ନେଇ ଆମେରିକା-ଋଷ ଦୋଷ ଲଦାଲଦି

ୟୁକ୍ରେନ୍, ଆମେରିକା ସମର୍ଥନରେ ଜୈବିକ ଅସ୍ତ୍ର କାର୍ଯ୍ୟକ୍ରମ ଚଳାଇଥିବା ଏବଂ ୟୁକ୍ରେନରେ ଜୈବାସ୍ତ୍ର ଗବେଷଣା ପାଇଁ ପରୀକ୍ଷାଗାର ରହିଥିବା ରୁଷ୍ ଅଭିଯୋଗ ଆଣିଥିଲା । ଅନ୍ୟପକ୍ଷରେ ଆମେରିକା ଏହାକୁ ଖଣ୍ଡନ କରିବା ସହ ପାଲଟା ଆରୋପ ଲଗାଇଥିଲା

NATO-Russia Clash Would Trigger
ନାଟୋ ରାଷ୍ଟ୍ର-ଋଷିଆ ମଧ୍ୟରେ ଲଢ଼େଇ ହେଲେ ତୃତୀୟ ବିଶ୍ୱଯୁଦ୍ଧ ଥୟ, ଭୟଙ୍କର ହେବ ପରିଣାମ

ୟୁକ୍ରେନ୍ ଯୁଦ୍ଧରେ ନାଟୋ ରାଷ୍ଟ୍ର ଋଷିଆ ବିରୋଧରେ ଲଢ଼ିବେନି। ଏନେଇ ଖୋଲାଖୋଲି ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ପଷ୍ଟ କରିଛନ୍ତି। ଯଦି, ଏପରି ହୁଏ ତେବେ ନିଶ୍ଚିତ ଭାବେ ତୃତୀୟ ବିଶ୍ୱଯୁଦ୍ଧ ହେବ। ‌