ହ୍ୱାଇଟ୍ ହାଉସ୍ ଛାଡ଼ିବା ପରେ ଟ୍ରମ୍ପ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଫ୍ଲୋରିଡା ପଳାଇଥିବା ଅଭିଯୋଗ ହୋଇଛି। ଏହିସବୁ କାଗଜପତ୍ର ଖୋଜିବା ଲାଗି ରେଡ୍ ହୋଇଥିବା ସୂଚନା ମିଳିଛି।